ରାସ୍ତା ଉପରେ ହୋଇଛି ତରଭୁଜ ଗଦା , ଘାଟି ରାସ୍ତାରେ ଓଲଟି ପଡ଼ିଛି ଟ୍ରକ୍ , ଲୋକଙ୍କ ଆଖି ଆଗରେ ତରଭୁଜ

ଅନେକ ସମୟରେ ଦେଖିବାକୁ ମିଳିଥାଏ କି , ରାସ୍ତା ଉପରେ ପରିବହନ କରୁଥିବା ଟ୍ରକ୍ ଗୁଡ଼ିକ ଭାରସାମ୍ୟ ହରାଇ ଓଲଟି ପଡିଥାନ୍ତି । ଆଉ ସେଗୁଡିକ ନିଜର ଭାରସାମ୍ୟ ହରାଇ ଓଲଟି ଯିବା ପରେ ସେଥିରେ ରହିଥିବା ଜିନିଷ ଗୁଡ଼ିକୁ ଲୋକେ ସଂଗ୍ରହ କରିବା ପାଇଁ ଲାଗି ପଡିଥାନ୍ତି। ଲୋକେ ନିଜର ଲୋଭ ଆଉ ମାଗଣାରେ ପାଉଥିବା ଜିନିଷ ଗୁଡ଼ିକୁ ଦେଖି ଆଉ ନିଜକୁ ଅଟକାଇ ପାରନ୍ତି ନାହିଁ ଆଉ ଏପରି କାମ କରିବାରେ ଲାଗି ପଡନ୍ତି , ଯାହା ଅନେକ ସମୟରେ ଦେଖିବାକୁ ମଜାଳିଆ ଲାଗିଥାଏ ଆଉ ସେ ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତେବେ ପୁଣିଥରେ ଆଉ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି କିନ୍ତୁ ଏଠାରେ ଘ-ଟଣା ଟିକିଏ ଅଲଗା ।

ଏଠାରେ ରାଜ ରାସ୍ତା ଉପରେ ଟ୍ରକ୍ ଓଲଟି ପଡ଼ିଛି କିନ୍ତୁ ତାକୁ ଗୋଟାଇବା ପାଇଁ ଲୋକେ ନାହାଁନ୍ତି । ବାସ୍ ପୋ-ଲିସ ମାନେ ଏହାର ଆଖପାଖରେ ଘୁରି ବୁଲୁଛନ୍ତି । ଲୋକେ ନିଜର ଲୋଭ ଥାଇ ମଧ୍ୟ ଏହାକୁ ଗୋଟାଇବା ପାଇଁ ସକ୍ଷମ ହେଉ ନାହାନ୍ତି । ଲୋକେ ନିଜ ଇଚ୍ଛା ପୁରଣ କରି ପାରୁ ନାହାନ୍ତି କି ଇଚ୍ଛା ଥିବା ଜିନିଷ ମାଗଣାରେ ନିଜ ଘରକୁ ଆଣି ପାରୁ ନାହାନ୍ତି । ତେବେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଜୁଆରିଆ ଘାଟରେ । ଏଠାରେ ଏକ ତରଭୁଜ ବୋଝେଇ ଟ୍ରକ ଓଲଟି ପଡି ଚାରିଆଡ଼େ ଛିନ୍ ଭିନ ହୋଇ ପଡ଼ିଛି । ଲୋକେ ଏହାକୁ ଗୋଟାଇବା ପାଇଁ ବି ସୁଯୋଗ ପାଉ ନାହାନ୍ତି । ତେବେ ଏପରି ଘ-ଟଣା ସେତେବେଳେ ଘଟିଛି , ଯେତେବେଳେ ଦୁଇ ଦିନ ହେବ ଆନ୍ଦୋଳନରେ ରହିଥିଲେ ଡ୍ରାଇଭର ସଂଘ ।

ଆଉ ସେହି କାରଣ ପାଇଁ ରାଜ୍ୟ ବାହାରକୁ ଆଉ ଟ୍ରକ୍ ଯିବା ଆସିବା କରି ପାରୁ ନଥିଲା । ଯାହା ପରେ ତିନି ଦିନ ହେଲା ଅଟକି ରହିଥିବା ଏକ ତରଭୁଜ ବୋଝେଇ ଟ୍ରକ୍ ମହାରାଷ୍ଟ୍ର ରୁ କଲିକତାକୁ ଯାଉଥିଲା । କିନ୍ତୁ ବାଧା ପ୍ରାପ୍ତ ହୋଇ ଅଟକି ରହିଥିଲା । ତେବେ ଯେତେବେଳେ ଆନ୍ଦୋଳନ ହଟି ଗଲା , ସେତେବେଳେ ଟ୍ରକ୍ ତରବର ହୋଇ କୋଲକାତା ଯିବାକୁ ବାହାରି ପଡ଼ିଥିଲା । ଆଉ ଗାଡ଼ିର ଡ୍ରାଇଭର ଗାଡ଼ିର ବେଗ ବଢ଼ାଇ ଦେଇଥିଲେ । ଯାହା ପରେ କିଛି ସମୟ ଯିବା ପରେ ଗାଡ଼ି ନିଜର ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆଉ ଏହି କାରଣ ପାଇଁ ଟ୍ରକ୍ ଡ୍ରାଇଭର ମଧ୍ୟ ଗୁରୁ-ତର ଆ-ହତ ହୋଇଥିଲେ ଆଉ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆ ଯାଇଥିଲା । ତେବେ ଯାହାପରେ ଗାଡ଼ି ସେଠାରେ ହିଁ ଅଟକି ରହିଥିଲା । ଆଉ ପୋ-ଲିସ ତାକୁ ଘେରି ରହିଥିଲେ ।

ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଡ୍ରାଇଭର ଜଣକ ମେଡିକାଲ ରେ ଭର୍ତି ଅଛନ୍ତି ଆଉ ଏପଟେ ରାସ୍ତା ଉପରେ ଟ୍ରକ୍ ଓଲଟି ପଡ଼ିଛି। ଆଉ କେବଳ ଏତିକି ନୁହେଁ , ରାସ୍ତା ଉପରେ ଏତେ ତରଭୁଜ ଗଡୁଛି କି , ଯାହାକି ଗୋଟାଇବା ପାଇଁ ମଧ୍ୟ ଲୋକେ ନାହାନ୍ତି । ଅନେକ ପ୍ରକାରର ତରଭୁଜ ରାସ୍ତା ଉପରେ ପଡ଼ି ରହିଛନ୍ତି । କେଉଁ ତରଭୁଜ ଫାଟି ଯାଇଛି ତ ଆଉ କେଉଁଠି ଭଲ ରହିଛି । ତେବେ ଅଧିକାଂଶ କହିବାକୁ ଗଲେ ଭଲ ରହିଛି ଆଉ ଲୋକେ ଏହାକୁ ବାସ୍ ଦେଖିବା ଛଡ଼ା ଆଉ କିଛି କରି ପାରୁ ନାହାଁନ୍ତି । ତାଙ୍କ ପାଖରେ ଆଉ କିଛି ଉପାୟ ନାହିଁ । ପୋ-ଲିସ ବର୍ତ୍ତମାନ ସମୟରେ ଟ୍ରକ୍ ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିବାକୁ ଚାହୁଁଛି । ଟ୍ରକ୍ କେଉଁଠାରେ ଆସିଥିଲା ଆଉ ଏହାର ମାଲିକ କିଏ ତାହା ଜାଣିବା ପାଇଁ ପୋ-ଲିସ ଚେଷ୍ଟା ଚଳାଇଛି ।

Leave a Reply

Your email address will not be published. Required fields are marked *