ରାବଣ ମହିଳା ମାନଙ୍କ ବିଷୟରେ ୪ଟି ସତ୍ୟ କଥା କହିଛି। ଯାହା ଆପଣଙ୍କୁ ବି ଜାଣିବା ଅତି ଆବଶ୍ୟକ

ରାବଣ ରାମାୟଣ ର ପ୍ରମୁଖ ଚରିତ୍ର ଅଟେ। ସେ ଲଙ୍କାର ରାଜା ଥିଲା। ସେ ଦଶଟା ମୁଣ୍ଡ ଥିବା ବ୍ୟକ୍ତି ତଥା ଦଶାନନ ଭାବରେ ପରିଚିତ। ଶାସ୍ତ୍ର ଅନୁସାରେ ସେ ମହା ପଣ୍ଡିତ ଓ ମହା ଜ୍ଞାନୀ ମଧ୍ୟ ଥିଲା। ଯାହାକୁ ପ୍ରତ୍ୟେକ କଥାର ଜ୍ଞାନ ଥିଲା। ସେ ନିଜର ଜ୍ଞାନ ଦ୍ୱାରା ଜାଣିପାରୁଥିଲା କି ଆଗକୁ କଣ ହେବାର ଅଛି। ସେ ନିଜର କେତେକ ଗୁଣ ଦ୍ୱାରା ପ୍ରଶଂସା ର ପାତ୍ର ହେଉଥିଲା।

ରାବଣ ରାକ୍ଷସ ପ୍ରବୃତ୍ତି ର ହୋଇଥିଲେ ମଧ୍ୟ ସେ ନିଜ ସୀମା ଭିତରେ ରହି ମାତା ସୀତା ଙ୍କୁ ଅପହରଣ କରିଥିଲା। ସେ ନିଜର ଛାଇକୁବି ମାତା ସୀତାଙ୍କ ଉପରେ ପଡ଼ିବାକୁ ଦେଉନଥିଲା। ରାବଣର ଏହା ଭୁଲ ଥିଲା କି ସେ ଅମର ହେବା ଓ ସୁନାର ଲଙ୍କା ଉପରେ ଅଧିକ ଗର୍ବ କରିବା। ଏହି କାରଣରୁ ସେ ନିଜର ସର୍ବନାଶ କରିବାକୁ ଲାଗିଲା। କିନ୍ତୁ ରାବଣ ମହିଳାଙ୍କ ଉପରେ ଯେଉଁ ୪ଟି ସତ୍ୟବାଣୀ କରିଛି, ତାହା ଆସନ୍ତୁ ଜାଣିବା।

୧. ସ୍ତ୍ରୀ ର ଲୋଭ:- ରାବଣ ନିଜର ମୂର୍ତ୍ୟୁ ପୂର୍ବରୁ ସ୍ତ୍ରୀ ମାନଙ୍କ ବିଷୟରେ ଏହା କହିଥିଲା କି, ସ୍ତ୍ରୀ ଲୋକ ମାନେ ବହୁତ ସ୍ୱାର୍ଥପର ହୋଇଥାଆନ୍ତି। ସେମାନେ ନିଜର ସ୍ୱାର୍ଥ ପାଇଁ ବହୁତ ତଳକୁ ଖସି ଯାଇଥାଆନ୍ତି। ତେଣୁ ସେଥିପାଇଁ ସେ କାହାକୁ ଧୋକା ଦେବା ବା କାହାକୁ ରାସ୍ତାରୁ ହଟାଇ ଦେବା ବା କାହାକୁ ଆପଣାଇ ବାକୁ ପଡ଼ିଲେ ସେମାନେ ତାହା ମଧ୍ୟ କରିଦେବେ। ତେଣୁ ନାରୀ ମାନେ ଲୋଭରେ ଚାଲି କିଛିବି କରିପାରନ୍ତି। ନାରୀ ମାନେ କୌଣସି ଲୋଭରେ ସହଜରେ ପହଞ୍ଚି ଯାଇଥାଆନ୍ତି। ଆପଣଙ୍କୁ ବି ଫସାଇ ପାରନ୍ତି। ଏବେ ଆପଣ ନିଶ୍ଚିତ କରନ୍ତୁ କି ଏହି କଥା ସତ କି ମିଛ।

୨. ରାବଣ ଏହା କହିଥିଲାକି ନାରୀ ମାନେ ନିଜର କୌଣସି କଥାରେ ଓଲଟି ଯାଇ ଥାଆନ୍ତି। ଏମିତିରେ ବି ଏମାନେ କେବେ ସତ୍ୟ କୁହନ୍ତି ନାହିଁ। ଏଥିପାଇଁ ନାରୀ ମାନଙ୍କ ଉପରେ ବହୁତ ଭାବି ଚିନ୍ତି ଭରଷା କରିବା ଉଚିତ। ସ୍ତ୍ରୀ ଲୋକ ମାନେ ଜଣଙ୍କ କଥା ଅନ୍ୟ ଜଣଙ୍କୁ ଶୁଣାଇବା ଓ ଅନ୍ୟ ଜଣଙ୍କ କଥା ଆଉ କାହାକୁ ଶୁଣାଇବା ର ରୁଚି ରଖିଥାଆନ୍ତି। ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି କରି ଆନନ୍ଦ ନେଇଥାଆନ୍ତି। ଏହି ଝଗଡ଼ା କୁ ସେ ପୋ-ଲିସ ଅଥବା କୋ-ର୍ଟ କେ-ସ କରିଦେଇପାରନ୍ତି। ଯାହା ରାବଣ ପୂର୍ବରୁ ସତ୍ୟ କରିଥିଲେ।

୩. ରାବଣ ଏହା ମଧ୍ୟ କହିଥିଲା କି ନାରୀ ମାନଙ୍କ ପେଟରେ କୌଣସି କଥା ଲୁଚି ରହି ପାରିବନି। ଆପଣ ଯେତେ ବି ନିଜର ହୋଇଥିଲେ ମଧ୍ୟ ସେ ଆପଣଙ୍କ ରହଶ୍ୟ ପଦାକୁ ବାହାର କରିଦେବ। ଏମିତିରେ ବି ନାରୀ ମାନେ ଗୁପ୍ତରେ ଥିବା କଥା କୁ ଅଗ୍ନି ଭଳି ଖେଳାଇ ଦେଇଥାଆନ୍ତି। ଏହି କାରଣରୁ କୌଣସି ସ୍ତ୍ରୀ କୁ ନିଜର ଗୁପ୍ତ କଥା କହିବା ଜରୁରୀ ହୋଇନଥାଏ। ଯଦି ଏମିତି ହୁଏ ତେବେ ସେହି ସ୍ତ୍ରୀ ଆପଣଙ୍କ ପାଇଁ ବହୁତ ଖରାପ ହୋଇଥାଏ। ଏହାହିଁ ସତ୍ୟ ଅଟେ।

୪. ସ୍ତ୍ରୀ ଲୋକ ମାନେ ଅନ୍ୟ କାହାର କଥାରେ ଶୀଘ୍ର ଆସିଯାଇ ଥାଆନ୍ତି ଓ କାହାର ଜାଲରେ ବହୁତ ଶୀଘ୍ର ଫସିଯାଇ ଥାଆନ୍ତି। ତେଣୁ ସେ ପୁରୁଷ ହେଉ କିମ୍ବା ସ୍ତ୍ରୀ ହେଉ। ଏହା ଦ୍ୱାରା ନିଜର ଘର କୁ ବିନାଶ କରିଥାଆନ୍ତି। ପରଙ୍କ କଥାରେ ବିଶ୍ୱାସ କରି ନିଜର ସଂସାର ର ବିନାଶ କରିଥାଆନ୍ତି। ସେମାନେ ଯେତେବେଳେ ରାଗି ଯାଆନ୍ତି , ସେତେବେଳେ ସେ କାହାକୁ ଛାଡ଼ନ୍ତି ନାହିଁ। ଏମିତିରେ ବି ସାମ୍ନା ରେ ସ୍ୱାମୀ ଛିଡ଼ା ହୋଇଥିଲେ ମଧ୍ୟ ତାଙ୍କୁ ବି ଛାଡ଼ନ୍ତି ନାହିଁ।

ଅପର ପକ୍ଷରେ ଆଉ କିଛି ମହିଳା ଥାଆନ୍ତି, ଯିଏକି ପର ମାନଙ୍କ କଥାରେ ଆସି କାନ୍ଦି ପକାନ୍ତି। ତାହା ତାଙ୍କର ସହନଶୀଳତା। ଏମାନେ ଯେବେ ରାଗନ୍ତି ବହୁତ କମ ରାଗନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *