ସୁଶାନ୍ତ ସିଂହ ରାଜପୁତ (Sushant Singh Rajput)ଙ୍କ ବନ୍ଧୁ ସ୍ମିତା ପାରିଖ (Smita Parikh) ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ଗୋଟିଏ ଥର ପୁଣି ରିୟା ଚକ୍ରବର୍ତ୍ତୀ(Rhea Chakraborty) ଙ୍କୁ ନେଇ ଏମିତି କଥା ଲେଖିଛନ୍ତି ଯାହା ତାଙ୍କ ରହସ୍ୟମୟ ଅତୀତ ଆଡ଼କୁ ଇଶାରା କରିଥାଏ। ସ୍ମିତା ଦା-ବି କରିଛନ୍ତି କି ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପୂର୍ବରୁ ଆଦିତ୍ୟ ରାୟ କପୂରଙ୍କୁ ଡେଟ କରୁଥିଲେ।

ସ୍ମିତା କରିଛନ୍ତି ଟୁଇଟ
ସ୍ମିତା ପାରିଖ (Smita Parikh) ନିଜ ଟୁଇଟରରେ ରିୟା (Rhea Chakraborty)ଙ୍କ ଅତୀତ ବିଷୟରେ ଜଣାଇବା ସମୟରେ ଲେଖିଛନ୍ତି- ‘ସୁଶାନ୍ତଙ୍କ ସହିତ ଦେଖା ହେବା ପୂର୍ବରୁ ରିୟା ଆଦିତ୍ୟ ରାୟ କପୂରଙ୍କୁ ଡେଟ କରୁଥିଲେ। ଯେତେବେଳେ ସେ ରିୟାଙ୍କୁ ଛା-ଡ଼ି ଦେଇଥିଲେ ତ ସେ କେମିତି ସମ୍ଭାଳି ଥିଲେ, ସେହି ଆ-ତ୍ମା ସାହାଯ୍ୟରେ ଯିଏ ତାଙ୍କ ସହିତ ରହୁଥିଲେ। ଜଣେ ମହିଳା କେତେ ତଳକୁ ଖସି ପାରେ। ତୁମେ ନିଜେ ଏହି କାହାଣୀ କେତେ ଜଣଙ୍କୁ ଶୁଣାଇଛ। କଣ ଜଣେ ଭ-ୟଙ୍କ-ର ମଣିଷ ସାଧାରଣ ଭାବରେ ବୁଲୁଛି।ରିୟାଙ୍କୁ ସୁଶାନ୍ତଙ୍କ ଜୀବନକୁ ପଠା ଯାଇଥିଲା।’
https://twitter.com/smitaparikh2/status/1381124103931797505?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1381124103931797505%7Ctwgr%5E%7Ctwcon%5Es1_&ref_url=https%3A%2F%2Fzeenews.india.com%2Fhindi%2Fentertainment%2Fbollywood%2Frhea-chakraborty-was-dating-aditya-roy-kapur-actor-friend-smita-parikh-revealed-the-truth%2F883041
କଲ ଡିଟେଲ୍ସରେ ଆଦିତ୍ୟ ରାୟ କପୂରଙ୍କର ଆସିଥିଲା ନାମ
ଆପଣଙ୍କୁ ଜଣାଇ ଦେଉଛୁ, ସୁଶାନ୍ତ ସିଂହ ରାଜପୁତ(Sushant Singh Rajput)ଙ୍କ ମୃ-ତ୍ୟୁ ପରେ ହୋଇଥିବା ତ-ଦ-ନ୍ତରେ ରିୟାଙ୍କ କଲ ଡିଟେଲ୍ସରେ ଆଦିତ୍ୟ ରାୟ କପୂର(Aditya Roy Kapur)ଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା।ଏଥିପାଇଁ ସ୍ମିତାଙ୍କ ଏହି ଟୁଇଟ ଲୋକଙ୍କ ମନରେ ସନ୍ଦେହ ନିଶ୍ଚିତ ଜନ୍ମ କରିପାରେ।
ଧା-ର-ଣା ଉପରେ ଫେରୁଛି ରିୟାଙ୍କ ଜୀବନ
ସୁଶାନ୍ତଙ୍କ ମୃ-ତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ (Rhea Chakraborty)ଙ୍କ ସମସ୍ୟା ବଢି ଯାଇଥିଲା। ତାଙ୍କୁ ଏମିତି କି ଜେ-ଲ ମଧ୍ୟ ଯିବାକୁ ପଡ଼ିଥିଲା। ରିୟା ନିଜକୁ ସୋସିଆଲ ମିଡିଆରୁ ଦୂରକରି ନେଇଥିଲେ କିନ୍ତୁ ବର୍ତ୍ତମାନ ସେ ଧିରେଧିରେ ନିଜକୁ ନର୍ମାଲ କରୁଛନ୍ତି।ବର୍ତମାନ ସେ ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଗୀତାଞ୍ଜଳି ନାମକ ବହି ପଢୁଥିଲେ।