ବଲିଉଡରେ ଖେଳିଗଲା ଶୋ-କର ଛା-ୟା, ଏହି ମହାନ ସୁପର ଷ୍ଟାରଙ୍କ ଚାଲି-ଗଲେ ଆର ପାରିକୁ

ବଲିଉଡ ଅଭିନେତା ଋଷି କପୂର ଏବଂ ରଣବୀର କପୂରଙ୍କ ଭାଇ ରାଜୀବ କପୂରଙ୍କର ମଙ୍ଗଳବାର ଦିନ ମୃ-ତ୍ୟୁ ହୋଇ ଯାଇଛି। ରାଜୀବ ରାମ ତେରୀ ଗଙ୍ଗା ମୈଲୀ ଭଳି ପ୍ରସିଦ୍ଧ ସିନେମାରେ କାମ କରିଥିଲେ। ତିନି କପୂର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାଜୀବ କପୂରଙ୍କ ଫଟୋ ଶେୟାର କରି ଲେଖିଛନ୍ତି- ରେଷ୍ଟ ଇନ ପୀସ।

ବଲିଉଡ ଅଭିନେତା ଋଷି କପୂର ଏବଂ ରଣବୀର କପୂରଙ୍କ ଭାଇ ରାଜୀବ କପୂରଙ୍କର ୯ଫେବୃଆରୀ ଦ୍ୱିପ୍ରହରରେ ହୃଦ-ଘାତରେ ମୃ-ତ୍ୟୁ ହୋଇ ସାରିଛି। ୫୮ବର୍ଷୀୟ ରାଜୀବଙ୍କୁ ଚେମ୍ବୁରରେ ତାଙ୍କ ଘର ପାଖରେ ଥିବା Inlaks Hospitalକୁ ନିଆ ଯାଇଥିଲା ଯେଉଁଠାରେ ଡ଼ାକ୍ତର ତାଙ୍କୁ ମୃ-ତ ଘୋ-ଷଣା କରିଥିଲେ।

ରାଜୀବ ରାମ ତେରୀ ଗଙ୍ଗା ମୈଲୀ ଭଳି ପ୍ରସିଦ୍ଧ ସିନେମାରେ କାମ କରିଥିଲେ। ଋଷି କପୂରଙ୍କ ପତ୍ନୀ ନୀତୁ କପୂର ନିଜ ସୋସିଆଲ ମିଡିଆରେ ଆକାଉଣ୍ଟରେ ପୋଷ୍ଟ କରି ଏହି ଖବରକୁ ସ୍ଥିର ନିଶ୍ଚିନ୍ତ କରାଇଛନ୍ତି। ନୀତୁ କପୂର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାଜୀବ କପୂରଙ୍କ ଫଟୋ ଶେୟାର କରି ଲେଖିଛନ୍ତି- ରେଷ୍ଟ ଇନ ପୀସ। ସେ ହାତ ଯୋଡ଼ିଥିବା ଇମୋଜୀ ବ୍ୟବହାର କରି ନିଜ ଭାବନାକୁ ବ୍ୟକ୍ତ କରିଥିଲେ।

 

View this post on Instagram

 

A post shared by neetu Kapoor. Fightingfyt (@neetu54)

ରାଜୀବ କପୂର ହିନ୍ଦୀ ସିନେମାରେ ଜଣେ ପ୍ରସିଦ୍ଧ ଅଭିନେତା, ପ୍ରଡ୍ୟୁସର ଏବଂ ନିର୍ଦ୍ଦେଶକ ଭାବରେ କାମ କରୁଥିଲେ। ଶମ୍ମୀ କପୂର ଏବଂ ଶଶି କପୂର ରାଜୀବଙ୍କ ଚାଚା ଥିଲେ। କାର୍ଯ୍ୟ କ୍ଷେତ୍ରର କଥା କହିବା ତ ସେ ବର୍ଷ ୧୯୮୩ରେ ମୁକ୍ତିଲାଭ ହୋଇଥିବା ସିନେମା ଏକ ଜାନ ହେ ହମ ରେ ରୂପେଲି ପରଦା ଉପରେ ଅଭିନେତା ଭାବରେ ଡେବ୍ୟୁ କରିଥିଲେ। ବର୍ଷ ୧୯୮୫ରେ ମୁକ୍ତିଲାଭ ହୋଇଥିବା ସିନେମା ରାମ ତେରୀ ଗଙ୍ଗା ମୈଲୀରେ ରାଜୀବ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଆସମାନ, ଲଭର ବୟ, ଜବରଦସ୍ତ ଏବଂ ହମ ତୋ ଚଲେ ପରଦେଶ ତାଙ୍କର ସବୁଠାରୁ ପ୍ରସିଦ୍ଧ ସିନେମା ଭାବରେ ପରିଗଣିତ ହୋଇଥାଏ।

 

View this post on Instagram

 

A post shared by KK (@therealkarismakapoor)

ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ଲତା ମଙ୍ଗେସକର ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରରେ ଟୁଇଟକରି ରାଜୀବ କପୂରଙ୍କ ମୃ-ତ୍ୟୁ ପାଇଁ ଶୋ-କ ବ୍ୟକ୍ତ କରିଛନ୍ତି। ଲତା ମଙ୍ଗେସକର ନିଜ ଟୁଇଟରେ ଲେଖିଛନ୍ତି, “ମୋତେ ବର୍ତ୍ତମାନ ଜଣା ପଡ଼ିଲା କି ରାଜ କପୂରଙ୍କର ଆଜି ସ୍ଵର୍ଗ-ବାସ ହୋଇଛି ଶୁଣି ମୋତେ ବହୁତ ଦୁଃଖ ଲାଗିଥିଲା। ଇଶ୍ଵର ତାଙ୍କ ଆ-ତ୍ମା-କୁ ଶାନ୍ତି ପ୍ରଦାନ କରନ୍ତୁ ଏତିକି ହେଉଛି ମୋର ପ୍ରାର୍ଥନା।” ଲତାଙ୍କ ଟୁଇଟରେ ଅନେକ ଫ୍ୟାନ୍ସ ମଧ୍ୟ ରାଜୀବ କପୂରଙ୍କ ଆ-ତ୍ମା-ର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *