ତେଲେଙ୍ଗାନାରୁ ଏକ ଅ-ଜବ ଘ-ଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଦୁଇଟି କୁକୁଡ଼ା ୨୫ଦିନରୁ ଥା-ନା ହା-ଜ-ତରେ ବନ୍ଦ ଅଛନ୍ତି ଏବଂ ନିଜ ମୁ-କ୍ତିର ଅପେକ୍ଷା କରିଛନ୍ତି। ଯେଉଁ ବୁକିଜ ଚକ୍କରରୁ ଏମାନଙ୍କୁ ଧରି ଅଣା ଯାଇଥିଲା, ସେମାନେ ତ ଜା-ମି-ନରେ ବାହାରକୁ ବାହାରି ଗଲେ କିନ୍ତୁ କୁକୁଡ଼ାମାନେ ଭିତରେ ରହିଗଲେ।
ଏହି ଘ-ଟ-ଣାଟି ତେଲେଙ୍ଗାନାର ଖମ୍ମନ ଜିଲ୍ଲାର ଅଟେ, ଯେଉଁଠାରେ ମିଦିଗୋଣ୍ଡା ପୋ-ଲିସ ଷ୍ଟେସନ ଭିତରେ ଏହି କୁକୁଡ଼ା ପୂର୍ବ ୨୫ଦିନରୁ ହା-ଜତରେ ବ-ନ୍ଦ ହୋଇ ଅଛନ୍ତି। ପୋ-ଲିସ ଏମାନଙ୍କୁ ୧୦ଜାନୁଆରୀରେ ଧରିଥିଲେ।
ବାସ୍ତବରେ, ସଂକ୍ରାନ୍ତି ପର୍ବ ସମୟରେ କୁକୁଡ଼ା ମାନଙ୍କର ଲଢେ଼ଇ ଖେଳ ଚାଲିଥିଲା ଯାହା ଉପରେ ବୁକିଜ ହେଉଥିଲା। ପୋ-ଲିସ ଏହି ବୁକିଜ ଉପରେ ନାଲିହିଟ ମାରିଥିଲେ ଏବଂ ୧୦ଜଣଙ୍କୁ ଘ-ଟ-ଣା ସ୍ଥଳରୁ ଗି-ର-ଫ କରିଥିଲେ। ଏହା ସହିତ ଦୁଇଟି କୁକୁଡ଼ା ଏବଂ ଗୋଟିଏ ବାଇକ ମଧ୍ୟ ଜବତ କରିଥିଲେ।
ପରେ ସବୁ ବୁକିଜ ଜାମିନ ନେଇ ବାହାରି ଯାଇଥିଲେ କିନ୍ତୁ କୁକୁଡ଼ାଙ୍କୁ ଦାବି କରିବାକୁ କେହି ଆସିନଥିଲେ। କିନ୍ତୁ କୁକୁଡ଼ାଙ୍କ କେସର ପ୍ର-ମା-ଣ ରୂପରେ ଥା-ନା-ରେ ବ-ନ୍ଦ ଅଛନ୍ତି।
ଏହି ବିଷୟରେ ପୋ-ଲି-ସଙ୍କର କହିବା କଥା ହେଉଛି କି ଏହି କୁକୁଡ଼ାଙ୍କୁ କେବଳ କେସର ଶୁଣାଣି ପରେ ହିଁ ଛାଡ଼ି ଦିଆଯିବ। କୁକୁଡ଼ାଙ୍କୁ ଛାଡ଼ିବାକୁ ଆଦେଶ ମିଳିବା ପରେ ଏମାନଙ୍କର ନିଲାମ ଲାଗିବ ଏବଂ ଯିଏ ଯେତେ ଅଧିକ ନିଲାମ ଡାକିବ, ତାଙ୍କୁ ଦୁଇଟି ଯାକ କୁକୁଡ଼ା ଦିଆଯିବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।