ଆଜି ଆମେ ଜାଣିବା ଆପଣଙ୍କ ରୋଷେଇ ଘରର ରୁଟି ବିଷୟରେ। ରୁଟିତ ପ୍ରତ୍ୟକଙ୍କ ଘରେ ବନିଥାଏ ଏବଂ ମା ଲକ୍ଷ୍ମୀଙ୍କୁ ପସନ୍ଦ ଅଟେ।ଏହାର ଗରମ ବାସ୍ନା ବା ଖୁସବୁ। କିନ୍ତୁ ଆଜି ଆମେ ଯେଉଁ ବିଶେଷ କଥା ଆପଣଙ୍କୁ ସେୟାର କରିବୁ ତାହା ବହୁତ ଖାସ ଅଟେ। ସେଥି ଲାଗି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
ବନ୍ଧୁଗଣ ସର୍ବେ ପ୍ରଥମେ ଆମେ ଜାଣିବା କି ଆପଣଙ୍କର କିଚେନ ଅଛି ତାକୁ ଆପଣ ଆମେ ଆଶା କରୁଛୁ କି ଆପଣ କିଚେନରେ ସବୁ ଜିନିଷକୁ ଠିକ ଜାଗାରେ ଠିକରେ ରଖୁଥିବେ। କିନ୍ତୁ ବନ୍ଧୁଗଣ ଗୋଟେ କଥା ସବୁବେଳେ ମନେ ରଖିଥିବେ କି ପ୍ରତ୍ୟକ ମାସରେ କିଚେନ ରୁମର ସଫା ନିଶ୍ଚୟ କରିବେ। କାହିଁକିନା ଏହା ବହୁତ ଜରୁରୀ ଅଟେ।
ଏମିତିରେ କଣ ହୋଇଥାଏ କି କିଛି ଜିନିଷ କମ ହୋଇଥାଏ ଆଉ କିଛି ଜିନିଷ ଅଧିକ ହୋଇଥାଏ। ଓ କାହାକୁ ସର୍ବେ ପ୍ରଥମେ କେମିତି କେବେ ସରେଇବେ ତ ଏହି ପ୍ରକାରର ବିଭିନ୍ନ ଜିନିଷ ହୋଇଥାଏ। ଏବଂ କିଚେନରେ ସଫା କରିବାରେ କଣ ହୋଇଥାଏ କି ବହୁତ ଜାଗାରେ ନେଗେଟିଭ ଜିନିଷ ଗୁଡ଼ିକ ଜମା ହୋଇଯାଇ ରହିଯାଏ। ତ ତାହା ସବୁ ସଫା ହୋଇଯାଇଥାଏ। ତ ରୋଷେଇ ଘରେ ବା କିଚେନରେ ଯେଉଁ ତାବା ରହିଥାଏ ଯାହାକୁ ଆମେ ରୁଟି ବନେଇବାରେ ବ୍ୟବହାର କରିଥାଉ। ତ ଆପଣ ଘରର ଯେଉଁ ତାବା ଅଛି ନାଁ ତାହା ରାହୁ ସହ ସିଧା ସମ୍ବୋଦ୍ଧ ରଖିଥାଏ। ଏବେ ତାବା ରହିନଥାନ୍ତା ତ ରୁଟି ସବୁ କେମିତି ବା ବନିଥାନ୍ତା।
କିନ୍ତୁ ଗୋଟେ କଥା ସବୁବେଳେ ମନେ ରଖିବେ କି ଯଦି ଆପଣ ଦୁକାନ ଅଟା ବା ପ୍ୟକେଟ କିଣି ଖାଉଥିବେ ତ ଭଲ କଥା ଅଟେ। କିନ୍ତୁ ଯଦି ଆପଣ ଗହମକୁ ଭଲରେ ସଫା କରି ତାକୁ ଭଲରେ କୁଟିକି ବା ଗ୍ରାଇଣ୍ଡିଂ କରିକି ଖାଉଥିବେ ତ ଏହା ଆହୁରି ବି ଭଲ ହୋଇଥାଏ। ବନ୍ଧୁଗଣ ଚେଷ୍ଟା କରିବେ କି ଜେବେବି ଆପଣ ଗହମକୁ କୁଟିବାକୁ ରଖିଥିବେ ତ ଆପଣ ଏହାକୁ ଶନିବାର ଦିନ ହିଁ କୁଟିବେ ଓ ଆପଣ ଗୋଟେ ମୁଠା ଚଲା ଯାହାକି ବୃହସ୍ପୋତି ସହ ସିଧା ସମ୍ବୋଦ୍ଧ ରଖିନଥାଏ। ଏବଂ ୨ ରୁ ୪ ଟା ତୁଳସୀର ଶୁଖିଲା ପତ୍ର ଏଥିରେ ଢାଳି ଦେବେ। ଆପଣ ଏହାକୁ ଢାଳିକି ହିଁ କୁଟିବ୍ବେ।
ଏବଂ କୁଟି ସାରିବା ପରେ ଆପଣ ଯେବେ ୟାକୁ ଡବାରେ ପକେଇବେ ତ ସେତେବେଳେ ଆପଣ କିଛି କେଶର ଢାଳିଦେବେ ଅଟାରେ। ବନ୍ଧୁଗଣ ଯଦି ଆପଣ ପ୍ୟାକେଟ ବାଲା ଅଟା ଖାଉଥାନ୍ତି ତାହେଲେ ଆପଣ ସେହି ଅଟାକୁ ଯେବେ ଡବାରେ ରଖିବେ ତ ସେତେବେଳେ ଟିକେ ଆପଣ କେଶର ଢାଳିକି ରଖିବେ। ନହେଲେ ୨ ରୁ ୪ ଟା ତୁଳସୀର ଶୁଖିଲା ପତ୍ରକୁ ସେଥିରେ ପକେଇଦେବେ।
ଶୁଖିଲା ପତ୍ର ଆପଣଙ୍କୁ ତୁଳସୀ ଗଛ ପାଖରେ ମିଳିଯିବ। ତାକୁ ଆପଣ ଭଲରେ ଧୋଇକି ପୁଣି ପରିଷ୍କାର କରି ପୁରାଇ ଦେବେ। ଏହା କରିବା ଦ୍ୱାରା ଆପଣଙ୍କ ରୋଷେଇ ଘରର ଧନ ବଢ଼ି ବଢ଼ି ଚାଲିଥାଏ। ବନ୍ଧୁଗଣ ଆପଣଙ୍କୁ ରୁଟି ବନେଇବା ପୁର୍ବରୁ କଣ କରିବା ଉଚିତ। ଆଜି ଆମେ କେବଳ ଏହି ଟପିକ ଉପରେ ଆପଣଙ୍କୁ ଜଣାଇବୁ। ଏବେ ତ ଆମେ ଆପଣଙ୍କୁ ଜଣାଇଲୁ କି ଅଟାକୁ କେମିତି ରଖିବା ଉଚିତ। ଅଟାକୁ ଆପଣ ଏମିତିରେ ଶନିବାର ଦିନ ଜଦି କୁଟିବେ ତ ଏହା ଅଧିକ ଭଲ ରହିବ। ଦିତୀୟ କଥା ଯେତେବେଳେ ଆପଣ ଅଟାକୁ ଦଳିବେ ତ ସେଥିରେ ସବୁଠାରୁ ବଡ଼ କଥା ସେହି ଠାରେ ଅଛି।
ଯେବେ ଆପଣ ଅଟାକୁ ମାନେ ଯିଏବି କେହିବି ଯେବେ ଅଟା ଦଳି ଥାଏ ତ ବାସ ଏମିତି ପାଣିରେ ଦଳିକି ରଖିଦିଏ ବନ୍ଧୁଗଣ କଣ ଆପଣଙ୍କୁ ଜଣା ଅଛି କି ଯେବେ ଆପଣ ୧୦ ମିନିଟ ଆଗରୁ ହିଁ ଅଟା ଦଳୁଥିବେ ତ ଅଟା ଦଳି ସାରିବା ପରେ ଆପଣ ଅଟାକୁ ଏମିତି ଗୋଲ ଗୋଲ ଗଳା କରି ଖାଲି ରଖିବେ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ। ଏମିତିକା ଗଳା ପିଣ୍ଡ ଦେଲାବେଳେ କରା ହୋଇ ଦିଆଯାଏ। ତ ଆପଣ ଏମିତି କରିବେ ନାହିଁ।
ଆପଣ ଅଟା ଦୋଳି ସାରିବା ପରେ ସେଥିରେ ତା ଉପରେ ଟିକେ ଆଙ୍ଗୁଠି ପୁରେଇକି ବା ଦାବିକି ଟିକେ କଣା କରିଦେବେ। ବା ଦୁଇ ତିନି ଟିପରେ ଦାବି ଦେଇ ଟିକେ ଦାଗ କରିଦେବେ। ଏମିତି ପୁରା ଗୋଲ ଚିକିଣିଆ କରି ରଖିବେ ନାହିଁ। ଏବଂ ରାତିରେ ଯେବେ ଆପଣ ଖାଇବା ବନେଇବେ ତ ସେତେବେଳେ ଆପଣ ତାବାକୁ ସଫା କରି ରଖିବେ। କାହିଁକିନା ଏମିତି କରିବାରେ ଅନ୍ନର ଅପମାନ ହୋଇନଥାଏ। ଏମିତି ନୁହେଁ କି ଆପଣ ସେହି ତାବାରେ ୫ ଦିନ ହେବ ରାନ୍ଧୁଛନ୍ତି ଏବଂ ତାବାକୁ ଥରେ ବି ହେଲେ ସଫା କରୁନାହାନ୍ତି ତ ଏମିତି ଭୁଲରେବି କରନ୍ତୁ ନାହିଁ।
ଏହା କରିବାରେ ଆପଣଙ୍କ ରୋଷେଇ ଘରେ ବହୁତ ଅଶାନ୍ତିର ପରିସ୍ଥିତି ହୋଇଥାଏ ଏବଂ ବନ୍ଧୁଗଣ ଏପର୍ଯ୍ୟନ୍ତ ଆମେ ଆପଣଙ୍କୁ ଜଣାଇଲୁକି ଆଟାକୁ ଦଳିଲା ପରେ କେମିତି ରଖିବେ ଓ ଅଟା ଦଳିବା ବେଳେ କଣ କରିବେ। ଏବେ ଜାଣିବା ଅଟା ଦଳିବାର ଠିକ ତରିକା କଣ।ତ ଆପଣ ଯେବେ ଅଟା ଦଳିବେ ତ ସେହି ସମୟରେ ସେଥିରେ ଗୋଟେ କି ଦୁଇ ଚାମଚ କ୍ଷୀର ଢାଳିଦେବେ। ମନେରଖିବେ କି କ୍ଷୀର ହିଁ ଢ଼ାଳିବେ।
କ୍ଷୀର ଆପଣଙ୍କ ଘରେ ବି ଥିବ ଏବଂ ଯଦିବି ଆପଣଙ୍କ ଘରେ କ୍ଷୀର ନଥିବ ଏବଂ ଆପଣ କ୍ଷୀର ନେଇ ପାରିବେ ନାହିଁ ତ କିଛି ନାହିଁ ପାଉଡ଼ର ବାଲା କ୍ଷୀର ଏବେ ଆସୁଅଛି ତ ଆପଣଙ୍କ ଘରେ ଏହା ବି ଥିବ ଆପଣ ଏଥିରେ ଚାହା କରି ବି ପିଉଥିବେ। ଯଦି ଆପଣ ଚାହା କରିବି ପିଉନଥିବେ ତ ଆପଣ ଏହାକୁ କିଣିକି ଏହି ପାଉଡ଼ର ବାଲା କ୍ଷୀରକୁ ଆଣି ରଖିବେ। ତ ତେବେ ଆପଣ ଏହି ଅଟାଟିକୁ ଚକଟି ସାରିବା ପରେ ସେଥିରେ ଏହି ପାଉଡ଼ର କ୍ଷୀରକୁ ଅଳ୍ପ ଟିକେ ଢାଳିଦେବେ ଓ ତାପରେ ଅଟା ଦୋଳିବେ।
ଏହା କରିବା ଦ୍ବାରା ଆପଣଙ୍କ ଜୀବନରେ ବହୁତ ଖୁସି ସବୁ ବଢିଥାଏ ଏବଂ ଯେବେ ଏହି ଅଟାରୁ ରୁଟି ସବୁ ବନିବ ତ ସେବେ ଏ ଯେଉଁ କ୍ଷୀରର ବାସ୍ନା ତ ଆସିବ ନାଁ ତ ଏହି ବାସ୍ନା ବା ଖୁସବୁ ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ। ଦିତୀୟ କଥା ଯେବେ ଆପଣ ରୁଟି ବନେଇବା ଆରମ୍ଭ କରିଥାନ୍ତି ତ ସେତେବେଳେ ସବୁଠାରୁ ପ୍ରଥମେ ଆପଣ ଯେବେ ଗ୍ୟାସରେ ଏଇ ଯେଉଁ ତାବାଟା ଆପଣ ରଖିବେ ତ ତାବାକୁ ରଖିବା ପରେ ଗୋଟିଏ ଚୁଟକି ଲୁଣ ସେ ତାବା ଉପରେ ଢ଼ାଳିଡ଼େବେ ଓ ତାକୁ କପଡାର କିଚେନରେ ଆପଣ ତ କପଡା ୟୁଜ କରୁଥିବେ ନାଁ ତ ସେଥିରେ ସେହି କପଡାରେ ପୋଛିକି ସେହି ଲୁଣକୁ ହଟାଇ ଦେବେ।
ଆପଣ ଅଧିକ ଲୁଣ ଢାଳିବେ ନାହିଁ ବାସ ଗୋଟେ ଚୁଟକି ହିଁ ଲୁଣ ଢ଼ାଳିବେ। ଏବଂ ଲୁଣ ସଫା ସୁତରା ହୋଇଥିବା ଦରକାର। ଯେମିତି ସେଥିରେ କିଛି ହଳଦୀ କିମ୍ବା କିଛି ମସଲା ଯେମିତି ମିଶି ନଥିବ। ଏବେ ଏହାକୁ ପୋଛିକି ହଟାଇ ଦେବେ ଏବଂ ସବୁଠାରୁ ପ୍ରଥମେ ଏହି କଥାର ମନେ ରଖିବେକି ବନ୍ଧୁଗଣ ଆପଣ ଯେବେ ଘରେ ରୁଟି ବନାଇବେ ତ ଗୋଟେ ରୁଟି ବନେଇକି ଆଗ ରଖିଦେବେ। କାହିଁକିନା ଏହି ରୁଟି ଉପରେ ସର୍ବ ପ୍ରଥମେ ଗାଈର ବା ଗୋମାତାଙ୍କର ଅଧିକାର ଥାଏ।
ତେଣୁ ଆପଣ ଘରେ ଯେବେ ରୁଟି ବନେଇବେ ତ ସର୍ବ ପ୍ରଥମେ ଗାଈ ପାଇଁ ଗୋଟେ ଅଲଗା ସାଇଟ କରି ରଖିଦେବେ। ଏମିତିରେ ବି ପ୍ରଥମ ରୁଟି ଖାଇବା କଥା ନୁହେଁ। ଏବଂ ତାପରେ ଆପଣ ରୁଟି ସବୁ ବନେଇ ଚାଲେବେ ଓ ଶେଷରେ ଗୋଟେ ଛୋଟ ରୁଟି ବନେଇ ଏହାକୁ ଶେଷ କରିଦେବେ। ଏବଂ ଏହି ପଛ ଛୋଟ ରୁଟିକୁବି ଆପଣ ଖାଇବେ ନାହିଁ। ଏମିତି ମାନି ନିଆଯାଇଥାଏ କି ପଛ ରୁଟି ଖାଇବାରେ ଆପଣ ନିଜ ଜୀବନରେ ଠିକ ନିଷ୍ପତି ନେଇପାରନ୍ତି ନାହିଁ। ଆପଣ ସବୁବେଳେ ପଛ ଘୁଞ୍ଚା ଦେଇଥାନ୍ତି।
ଏଥି ଲାଗି ପଛ ରୁଟିବି ଖାଇବେ ନାହିଁ। ଏବଂ ଦିତୀୟ କଥା ହେଲା ଆପଣ ରୁଟି ବନେଇ ସାରିବା ପରେ କଣ କରିଥାନ୍ତି ନାଁ ତାବା ଟିକୁ ଗ୍ୟାସ ତଳେ ଆଉଜିକି ରଖିଦିଅନ୍ତି। ଏହା ଆପଣ ଭୁଲରେବି କରିବେ ନାହିଁ। ଆପଣଙ୍କୁ ଏହି ତାବାକୁ ସବୁବେଳେ ଗ୍ୟାସ ବା ଅଭନର ଡାହାଣ ପଟେ ହିଁ ରଖିବା ଉଚିତ ଅଟେ। ତେଣୁ ଆପଣ ରୋଷେଇ ପରେ ଏହାକୁ ଡାହାଣ ସାଇଟରେ ହିଁ ରଖିଦେବେ। ତ ଘରର ସ୍ତ୍ରୀ ଲୋକମାନେ ରୋଷେଇ ଘରେ ରୁଟି ବନେଇବା ପରେ ବା ରୁଟି ବନେଇବା ପୁର୍ବରୁ କଣ କଣ ସବୁ କରିବା ଉଚିତ ହୋଇଥାଏ ତାହା ଆମେ କହିଲୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।