ଜୀବନ ହରେଇଲେ ଓଡ଼ିଆ ଆଲବମ ଅଭିନେତ୍ରୀ ରୂଚିସ୍ମିତା ଗୁରୁ

ଏଇ କିଛି ଦିନ ହେବ ଜଣଙ୍କ ପରେ ଜଣେ ଆ-ତ୍ମହ-ତ୍ୟା କରୁଥିବା ସାମ୍ନାକୁ ଆସୁଥିବା ବେଳେ । ରାଜ୍ୟରେ ଆ-ତ୍ମହ-ତ୍ୟା ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ନିକଟରେ ଲୋକ ପ୍ରିୟତା ହାସଲ କରିଥିବା ଡିଜେ ଆଜେକ୍ସଙ୍କ ମୃ-ତ୍ୟୁ ଓ ଗତ କାଲି ପ୍ରେମିକାର ଓଢଣୀରେ ଜଣେ ଯୁବକ ମୃ-ତ୍ୟୁ ବରଣ କରିବା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଣି ଜଣେ ଅଭିନେତ୍ରୀଙ୍କ ଆ-ତ୍ମହ-ତ୍ୟା କରିଛନ୍ତି। ବଲାଙ୍ଗୀରର ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁ ଆ-ତ୍ମହ-ତ୍ୟା କରିଥିବା ଜଣାପଡିଛି । ବଲାଙ୍ଗୀର ସୁଦପଡ଼ା ଘରୁ ତାଙ୍କର ଝୁ-ଲନ୍ତା ମୃ-ତଦେ-ହ ଉ-ଦ୍ଧାର କରାଯାଇଛି । ପାରିପାର୍ଶ୍ୱିକ ଅବସ୍ଥାରୁ ଏହା ଆ-ତ୍ମହ-ତ୍ୟା ବୋଲି ସ-ନ୍ଦେହ କରାଯାଉଛି । ତେବେ କେଉଁ କାରଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହା ସ୍ପଷ୍ଟ ହୋଇ ପାରିନାହିଁ । ରୁଚିସ୍ମିତା ଜଣେ ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ ।

ରୁଚିସ୍ମିତା ଅନେକ ସମ୍ବଲପୁରୀ ଗୀତରେ ସେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି । ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସେ । ତେଣୁ ଦର୍ଶକ ତାଙ୍କ ଅଭିନୟକୁ ବେଶ ଅଧିକ ଭଲ ପାଇଥାନ୍ତି । ତେବେ ଯାହା ସୂଚନା ମିଳିଛି । ରୁଚିସ୍ମିତା ଜଣେ ଭଲ ଆଲବମ୍ ଅଭିନେତ୍ରୀ ସହ ସେ ଜଣେ ଭଲ କଣ୍ଠଶିଳ୍ପୀ । ତେବେ ହଟାତ ତାଙ୍କ ମୃ-ତ୍ୟୁ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଖେଳି ଯାଇଛି ଶୋ-କର ଛାୟା ।

ଘଟଣା ଅନୁସାରେ ସେ ତାଙ୍କ ମାଆଙ୍କ ସହ ମାମୁଘରକୁ ଯାଇଥିଲେ । ମାମୁଘର ପରିବାର ଲୋକଙ୍କ ସହ ମାଆ ବାହାରକୁ ଯାଇଥିଲେ । ଘରକୁ ଫେରିବା ପରେ ଦେଖିଥିଲେ ଝୁ-ଲନ୍ତା ଅବସ୍ଥାରେ ରୁଚିସ୍ମିତାଙ୍କ ମୃ-ତଦେ-ହ । ସେପଟେ ତୁରନ୍ତ ଏହି ଖବର ପାଇ ଘଟ-ଣାସ୍ଥଳରେ ଟାଉନ ଥା-ନା ପୁ-ଲିସ ପହଁଚି ତ-ଦନ୍ତ ଆରମ୍ଭ କରିଛି । ଏହା ଆ-ତ୍ମହ-ତ୍ୟା ନା’ ଏହା ପଛରେ ଅନ୍ୟ କାରଣ ରହିଛି ଏ ନେଇ ଛାନଭିନ୍ କରୁଛି ପୁ-ଲିସ ।

ତେବେ ରୁଚିସ୍ମିତା ଜଣେ ଆଲବମ ଅଭିନେତ୍ରୀ ହୋଇଥିବା ବେଳେ ସେ କାହିଁକି ଏପରି ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କୁ ଚକିତ କରିଛି । ତେବେ ତାଙ୍କ ପ୍ରଶଂସକ ମାନଙ୍କ ମନରେ ବର୍ତ୍ତମାନ ଗୋଟେ ବଡ଼ ପ୍ରଶ୍ନ ଉଙ୍କି ମା-ରୁଛି । କେଉଁ ଭଳି ପରିସ୍ଥିତିରେ ଓ କାହିଁକି ଏପରି ଏକ ସାଙ୍ଘା-ତିକ ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କୁ ଚକିତ କରୁଛି ।

ତେବେ ସେ ଯାହା ବି କିଛି ହେଉ ବର୍ତ୍ତମାନ ରାଜ୍ୟରେ ଯେଉଁ ଭଳି ଆ-ତ୍ମହ-ତ୍ୟା ମାମ-ଲା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ତାହା କେଉଁଠି ନା କେଉଁଠି ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି କାରଣ । ରାଜ୍ୟରେ ମୃ-ତ୍ୟୁ ସଂଖ୍ୟା ଧୀରେ ଧୀରେ ବଢୁଛି ତାହା ମଧ୍ୟ ଆ-ତ୍ମହ-ତ୍ୟା ଦ୍ୱାରା । ତେବେ ଆ-ତ୍ମହ-ତ୍ୟା କଣ ଗୋଟିଏ ମାତ୍ର ସମସ୍ୟାର ସମାଧାନ ।

କାରଣ ନିକଟରେ ଏଭଳି ଅନେକ ଘ-ଟଣା ସାମ୍ନାକୁ ଆସିଛି । ଏଇ ଏକ ସପ୍ତାହ ମଧ୍ୟରେ ଅନେକ ଜଣଙ୍କ ଆ-ତ୍ମହ-ତ୍ୟା ଖବର ସାମ୍ନାକୁ ଆସିବା ପରେ ଆ-ତ୍ମହ-ତ୍ୟା ର କାରଣ ଜାଣିବାକୁ ଲୋକେ ଚାହୁଁଛନ୍ତି କାରଣ ଯେହେତୁ ଆ-ତ୍ମହ-ତ୍ୟା ଏକ ବଡ଼ ସମସ୍ୟା ହୋଇ ଛିଡା ହେଇଛି ବର୍ତ୍ତମାନ ସମୟରେ । ଆ-ତ୍ମହ-ତ୍ୟା ଖବର ବର୍ତ୍ତମାନ ସମୟରେ ପ୍ରତିଦିନ ସାମ୍ନାକୁ ଆସୁଥିବା କହିଲେ ମଧ୍ୟ ଅତୁକ୍ତି ହେବ ନାହିଁ ।

ତେବେ ଏହି ଆ-ତ୍ମହ-ତ୍ୟା ଉପରେ ଏକ ସଚେତନତା ସୃଷ୍ଟି କରି ଆ-ତ୍ମହ-ତ୍ୟା ରୋକିବାର ବର୍ତ୍ତମାନ ଆବଶ୍ୟକତା ଥିବା ଏବେ ଲୋକେ ଆଲୋଚନା କରୁଛନ୍ତି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ଅଭିନେତ୍ରୀଙ୍କ ମୃ-ତ୍ୟୁ ଆ-ତ୍ମହ-ତ୍ୟା ନା ଏହା ପଛରେ ଆଉ କିଛି ବଡ଼ ର-ହସ୍ୟ ଅଛି । ତାହା କେବେ ସାମ୍ନାକୁ ଆସିବ ତାହା ଉପରେ ରହିଛି ଲୋକଙ୍କ ନଜର ।

Leave a Reply

Your email address will not be published. Required fields are marked *