ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମାୟା ସିରିୟଲର ରୁଦ୍ରିଙ୍କୁ ଆଉ ଦେଖିବାକୁ ନମିଳିପାରେ ମାୟା ସିରିୟଲରେ। କାରଣ ତାଙ୍କ ସହିତ ଘଟି ଯାଇଛି ଏକ ବଡ଼ ଦୁର୍ଘ-ଟଣା। ତେବେ ସେ ଦୁର୍ଘ-ଟଣା କେମିତି ହେଲା ଏବଂ କେଉଁଠାରେ ହେଲା ଆସନ୍ତୁ ଜାଣିବା।
ବନ୍ଧୁଗଣ ଆପଣ ମାନେ ମାୟା ସିରିୟଲର ମୁଖ୍ୟ ନାୟିକା ରୁଦ୍ରି ବା ଜୋଶମିନ ରଥଙ୍କୁ ତ ନିଶ୍ଚିତ ଜାଣିଥିବେ। ନିଜର ଶାନ୍ତ ସରଳ ଅଭିନୟ ମାଧ୍ୟମରେ ସେ ଓଡିଶାର ପ୍ରତ୍ୟକ ଦର୍ଶକଙ୍କ ହୃଦୟକୁ ଜିଣିବା ସହ ମାୟା ସିରିୟଲକୁ ଅନେକ ସୁପରହିଟ କରିପାରିଛନ୍ତି। ଯାହା ଭାୟାରାଲ ଖବରରୁ ସୁଚନା ମିଳୁଛି। ଜୋସ୍ମିନ ନିଜର କିଛି ଫ୍ରେଣ୍ଡସ ମାନଙ୍କ ସହ ଗତ ବୁଲିବାକୁ ଯାଇଥିଲେ। ଏବଂ ସେଠାରେ ଅନେକ ମଜା ମସ୍ତି କରିବା ସହ ଏହାର ଫୋଟ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ଼ କରିଥିଲେ। ପରନ୍ତୁ ସେହିଠାରେ ତାଙ୍କ ସହ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ତାଙ୍କର ମୁଣ୍ଡ ଫାଟି ଯାଇଥିବା ସହ ବହୁତ ବଡ଼ ସିରିୟସ ଏନଜଡ ମଧ୍ୟ ହୋଇଯାଇଛନ୍ତି।
ତେବେ ସୁଚନା ମିଳିଛି ସେ କିଛିଦିନ ପାଇଁ ଏହି ସିରିୟଲରୁ ବିରତି ନେଇ ପାରନ୍ତି। ତେବେ ବନ୍ଧୁଗଣ ଏହି ସବୁ କଥା ସମ୍ପୂର୍ଣ ମିଛ। ମାୟା ସିରିୟଲର ରୁଦ୍ରିଙ୍କର କୌଣସିବି ମଧ୍ୟ ଆକ୍ସିଡ଼େନ୍ଟ ବା ଦୁର୍ଘଟଣା ଆଦୌ ହୋଇନାହିଁ। ଆଉ ନାଁ ସେ ଆଉ କୌଣସି ସ୍ଥାନକୁ ବୁଲିବାକୁ ଯାଇଥିଲେ। ତେବେ ଏହି ଆ-କ୍ସି-ଡ଼େନ୍ଟର ଫୋଟ ଗୁଡ଼ିକ ହେଉଛି ଏକ ମିୟୁଜିକ ଭିଡ଼ିଓର। ଯାହା ଟାଇଟେଲ ରହିଥିଲା ଫେରିଆ ଆସ ପ୍ରିୟା। ଯାହା ଦୀର୍ଘ ଦୁଇ ବର୍ଷ ପୁର୍ବରୁ ସେ କ୍ୟାପଚର କରିଥିଲେ। ସେ ବର୍ତମାନ ମାୟା ସିରିୟଲର ସୁଟିଂରେ ଅନେକ ବ୍ୟସ୍ତ ଅଛନ୍ତି। ତେଣୁ ଆପଣ ମାନେ ଏହିପରି ଗୁ-ଜ-ବ ଗୁଡିକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ତେଣୁ ବନ୍ଧୁ ଗଣ ଏହିପରି ଗୁ-ଜ-ବ-ର ସତ୍ୟା ସତ୍ୟ ଖବର ଗୁଡିକୁ ଜାଣିବା ପାଇଁ ଆମ ପୋଷ୍ଟକୁ ଲାଇକ କରନ୍ତୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।