ଯେତେବେଳେ ନିଜ ଠାରୁ ୧୦ ବର୍ଷ ସାନ କରୀନା କପୁର ଙ୍କ ସହିତ ବିବାହ କରିଥିଲେ ସୈଫ ଅଲି ଖାନ ତେବେ ଦେଖିବାର ଥିଲା ପୁଅ ଇବ୍ରାହିମ୍ ଙ୍କ ରିଆକସନ୍

କୋରୋନା ର ଆତଙ୍କ ଏବେ କମ ହୋଇନାହିଁ। ଲୋକଙ୍କର ସୁବିଧା କୁ ଧ୍ୟାନ ରଖି ପୂର୍ଣ୍ଣ ଭାବେ ଅନଲକ ପ୍ରକିୟା ଆରମ୍ଭ ହୋଇଯାଇଛି। ଏମିତି ହି ଆମଜନ ପରି ବଲିଉଡ୍ ଷ୍ଟାର ଫେରି ଅସିଛନ୍ତି। ସିଲା ବସ ରେ ଥିବା କାହାଣୀ କିସେ ଏବଂ ଥ୍ରୋବୈକ ଭିଡିଓ ଗୁଡିକ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି। ଏହା ମଧ୍ୟ ରେ ସୈଫ ଅଲି ଖାନ ଏବଂ କରୀନା କାପୁର ଙ୍କ ବିବାହ ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣଙ୍କୁ ଜଣେଇ ଦଉଛୁ କି ସୈଫ ଯେବେ ନିଜ ଠାରୁ ୧୦ ବର୍ଷ ସାନ କରୀନା କପୁର ଙ୍କୁ ବିବାହ କରୁଥିଲେ ସେହି ସମୟ ରେ ତାଙ୍କ ପୁଅ ଇବ୍ରାହିମ୍ ଅଲି ଖାନ ଙ୍କ ଚେହେରା ର ଏକ୍ସପ୍ରେସନ ଦେଖିବା ଯୋଗ୍ୟ ଥିଲା। ସୈଫ ଙ୍କ ଦ୍ବିତୀୟ ବିବାହ ସମୟରେ ଇବ୍ରାହିମ୍ ବହୁତ ଛୋଟ ଥିଲେ। ଇବ୍ରାହିମ୍ ଏବଂ ସାରା ଅଲି ଖାନ ଦୁଇ ଜଣ ଯାକ ନିଜ ଅବୁ ଙ୍କ ଦ୍ବିତୀୟ ବିବାହ ରେ ସାମିଲ ହୋଇଥିଲେ।

ସାମ୍ମନା କୁ ଆସିଲା ଫଟୋ ରେ ଇବ୍ରାହିମ୍, ସୈଫ ଏବଂ କରୀନା ଙ୍କ ପଛରେ ଛିଡା ହୋଇଥିବାର। ଏହା ଦ୍ବାରା ଇବ୍ରାହିମ ଙ୍କର ଏକ୍ସପ୍ରେସନ୍ ଫୈନ୍ସ ଙ୍କୁ ବହୁତ ପସନ୍ଦ ଆସୁଅଛି। ଇବ୍ରାହିମ ଶେରଓ୍ବାନି ଏବଂ ମୁଣ୍ଡ ରେ ପଗଡୀ ପିନ୍ଧିଛନ୍ତି। ଇବ୍ରାହିମ୍ ଙ୍କୁ ଦେଖି ଏହା ଯଣା ପଡୁଛି କି ଯେତେବେଳେ ଫଟୋ ଉଠା ହେଉଥିଲା ସେ ଜାଣି ପାରି ନଥିଲେ କିନ୍ତୁ ସେ ଫଟୋ ରେ ଅଛନ୍ତି।

ଜଣେଇ ଦଉଛୁ ଯେ ସୈଫ ପ୍ରଥମ ସ୍ତ୍ରୀ ଅମ୍ରିତା ସିଂହ ଙ୍କୁ ତଲାଖ ଦେବା ପରେ କରୀନା ଙ୍କ ସହ ଦ୍ବିତୀୟ ବାବାହ କରିଥିଲେ ଏବଂ ଏଥିରେ ତାଙ୍କ ପ୍ରଥମ ସ୍ତ୍ରୀ ଙ୍କ ପିଲା ଇବ୍ରାହିମ୍ ଏବଂ ସାରା ସାମିଲ୍ ଥିଲେ।

କରୀନା ଏବଂ ସୈଫ ୧୬ ଅକ୍ଟୋବର କୁ ନିଜର ୮ତମ ବିବାହ ବର୍ଷିକ ମନେଇ ଥିଲେ। ଦୁଇ ଜଣ ଏହି ସମୟ ରେ ପଟୌଦୀ ପ୍ୟାଲେସ୍ ରେ ହଲି ଡେ ଏନଜୟ କରୁଛନ୍ତି। ଖବର ଅନୁସାରେ ବହୁତ ଜଲଦି ଏହି ଦମ୍ପତି ମୁମ୍ବାଇ ଫେରି ଆସିବେ।

ବିବାହ ବାର୍ଷିକ ମୌକା ରେ ଦୁଇ ଜଣ ଙ୍କର ବହୁତ ରୋମାଂଟିକ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ରେ ସୈଫ ଧଳା ଦାଢି ଏବଂ ମୁହଁ ହସ ରେ ସ୍ତ୍ରୀ କରୀନା ସହ ଦେଖିବାକୁ ମିଳିଥିଲା। ସେଇଠି କରୀନା ସ୍ବାମୀ ଙ୍କ ସହ ପୋଜ ଦଉଥିବାର ନଜର ଆସିଛନ୍ତି।

ଫଟୋ ସେୟାର କରି କରୀନା ଲେଖିଛନ୍ତି ଗୋଟିଏ ସମୟ ଥିଲା ଯେ ବେବୋ ନାମ ରେ ଏକ ଝିଅ ଥିଲା ଏବଂ ସୈଫୁ ନାମ ରେ ଏକ ପୁଅ ଥିଲା। ଦୁଇ ଜଣଙ୍କୁ ସ୍ପୈଗେଟୀ ଏବଂ ଓ୍ବାଇନ ପସନ୍ଦ ଥିଲା । ପରେ ସେ ଖୁସିରେ ଖୁସିରେ ରହିବାକୁ ଲାଗିଲେ।

ବିବାହ ବର୍ଷି ରେ କରୀନା କପୁର ଏକ ପୋଷ୍ଟ ସେୟାର କରି ସ୍ବାମୀ ସୈଫ ଙ୍କୁ ବଧାଈ ଜଣେଇ ଛନ୍ତି। କରୀନା ଇନଷ୍ଟାଗ୍ରାମ୍ ରେ ସୈଫ ଙ୍କ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ରେ କରୀନା ଙ୍କ କାନ୍ଧ ରେ ସୈଫ ମୁଣ୍ଡ ରଖି ଆରାମ କରୁ ଥିବାର ନଜର ଆସିଛନ୍ତି। ଏହା ଦ୍ୱାରା ଦୁଇ ଜଣ ହସି ହସି ପୋଜ ଦେଉଛନ୍ତି।

କରୀନା ଏକ ଇନ୍ଟ୍ରବ୍ୟୁ ରେ କହିଥିଲେ କି ଲଦାଖ ରେ ଫିଲ୍ମ ଟଶନ ( ୨୦୦୮ )ର ସୁଟିଂଗ କରୁଥିଲୁ। ସେହି ସମୟ ରେ ମୋର ସାହିଦ ସହ ବ୍ରେକପ୍ ହୋଇଥିଲା। ସୋଶଲୀ ମିଳିବା ପରେ ମଧ୍ୟ ମୁଁ ଏବଂ ସୈଫ ବେଶି କଥା ହେଉ ନାହିଁ। ଯେବେ ସୁଟିଂଗ ପାଇଁ ମୁଁ ତାଙ୍କୁ ହୋଟେଲ ର ପୁଲ ପାଖରେ ଦେଖିଲି ସେତେବେଳେ ସେ ଜିନ୍ସ ରେ ଲାଂଉଜ ଚ୍ୟାର ରେ ବସିଥିଲେ। ସୈଫ ଙ୍କୁ ଦେଖି ମୁଁ ମୋ ସାଙ୍ଗ କୁ କହିଲି ” ଓ ମାଇଁ ଗଡ୍ ହି ଇଜ ସୋ ହର୍ଟ “।

କରୀନା ଙ୍କ ଅନୁସାରେ ଆମେ ଆମର ପ୍ରାଇବେସି କୁ ନେଇ ବହୁତ ଚିନ୍ତା କରିଥାଉ। ଏହା ପାଇଁ ଆମେ ଘର ଲୋକ ଙ୍କୁ ସଫା କହି ଦେଇଥିଲୁ ଯଦି ମିଡିଆ ଆମ ବିବାହ କୁ ନେଇ ବହୁତ ହାଇଲିଇଟ କରିବ ତ ଆମେ ଘର ଛାଡି ପଳେଇବୁ।

କରୀନା ଙ୍କ ପୂର୍ବ ରୁ ସୈଫ ଙ୍କ ଠାରୁ ୧୩ ବର୍ଷ ବଡ ଅଭିନେତ୍ରୀ ଅମ୍ରିତା ସିଂହ ଙ୍କୁ ତଲାଖ ଦେଇ ସାରିଥିଲେ। ଦୁଇ ଜଣ ଙ୍କର ବିବାହ ୧୯୯୧ ରେ ହୋଇଥିଲା। ସୈଫ ଏବଂ ଅମ୍ରିତା ଙ୍କର ପ୍ରଥମ ଦେଖା ଫିଲ୍ମ “ଏେ ଦିଲ୍ଲଗୀ ” ର ସେଟ ରେ ହୋଇଥିଲା। ଦୁଇ ଜଣ ଏକ ଫଟୋ ସୁଟ ପାଇଁ ଦେଖା ହୋଇଥିଲେ। ଅମ୍ରିତା ଙ୍କ ଅନୁସାରେ ଫଟୋ ସୁଟ ଅନୁସାରେ ସୈଫ ଅମ୍ରିତା ଙ୍କ କାନ୍ଧ ରେ ହାତ ରଖିଲେ ତ ସେ ସୈଫ ଙ୍କୁ ରାଗିକି ଦେଖିଲେ କାଳଣ ସେତେବେଳେ ସୈଫ ନୂଆ ଥିଲେ ଏବଂ ଅମ୍ରିତା କେତେ ବର୍ଷ ପୁରୁଣା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *