ସକାଳୁ ଉଠି ଭୁଲରେ ବି ଦେଖନ୍ତୁ ନାହିଁ ନାରୀଙ୍କର ଏହି ଗୋଟେ ଜିନିଷ ଗୁଡିକୁ ଭୟଙ୍କର କଥା

ପ୍ରତ୍ୟକ ଦିନର ସକାଳର ଆରମ୍ଭ ଏକ ନୁଆ ଆଶାକୁ ନେଇ ହୋଇଥାଏ। ଏବଂ ଉତ୍ସାହ ମଧ୍ୟ ଭରି ରହିଥାଏ। ହିନ୍ଦୁ ଶାସ୍ତ୍ରରେ ଏଭଳି କୁହାଯାଇଛି ସକାଳର ଆରମ୍ଭ ଯଦି ଠିକ ଭାବରେ ହୋଇଥାଏ ତେବେ ପୁରା ଦିନଟି ସୁଖ ଶାନ୍ତିରେ ବିତି ଥାଏ। କିନ୍ତୁ ସକାଳର ଆରମ୍ଭ ଯଦି କିଛି ଅଶୁଭ ଜିନିଷରୁ ଆରମ୍ଭ ହୋଇଥାଏ ତେବେ ପୁରା ଦିନ ଦୁଃଖରେ କଟିଥାଏ। ଯାହା ଦ୍ବାରା ଆପଣ କେବେବି ଉନ୍ନତି କରିପାରନ୍ତି ନାହିଁ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ସକାଳୁ ଉଠିବା ସଙ୍ଗେ ସଙ୍ଗେ କେଉଁ କେଉଁ ଜିନିଷ ଗୁଡିକୁ ଦେଖିବା ଦ୍ବାରା ଜୀବନରେ କେବେବି ଉନ୍ନତି ହୋଇ ନଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ଚରିତ୍ରହୀନ ମହିଳାଙ୍କ ମୁହଁ:

ସକାଳୁ ଉଠି ଚରିତ୍ରହୀନ ମହିଳାଙ୍କ ମୁହଁ କେବେବି ମଧ୍ୟ ଦେଖିବା ଉଚିତ ନୁହେଁ। କୁହାଯାଏକି ଏଭଳି ମହିଳାଙ୍କ ମୁହଁ ଦେଖିଲେ ଆପଣଙ୍କ ଦିନଟି ପୂରା ବର୍ବାଦ ହୋଇଯାଇଥାଏ। ତେଣୁ ଆପଣ ଏମାନଙ୍କ ଠାରୁ ବଞ୍ଚିକି ରୁହନ୍ତୁ। ଯଦି ସମ୍ଭବ ସକାଳୁ ଉଠି ମା ବାପା ଏବଂ ଭଗବାନଙ୍କର ଦର୍ଶନ କରନ୍ତୁ। ଯାହା ଦ୍ବାରା ଆପଣଙ୍କ ଦିନ ସୁଖ ଓ ଶାନ୍ତିରେ କଟିବ ଏବଂ ସବୁ କାମରେ ମଧ୍ୟ ସଫଳତା ମିଳିବ।

ଆଇନା:

ସକାଳୁ ଉଠି ଆଇନା ଦେଖିବା ଉଚିତ ନୁହେଁ।ବିଜ୍ଞାନ ଏବଂ ବାସ୍ତୁଶାସ୍ତ୍ର କହିବା ଅନୁଯାୟୀ ସକାଳୁ ଉଠି ଆଇନା କିମ୍ବା ଭଙ୍ଗା କାଚକୁ ଦେଖିବା ଉଚିତ କଥା ନୁହେଁ। ସକାଳୁ ଉଠି ଯଦି ମୁହଁ ନଧୋଇ ଆଇନା ଦେଖାଯାଏ ତେବେ ଏହା ଦ୍ବାରା ଆପଣ କାଙ୍ଗାଳ ହୋଇ ଯାଇପାରନ୍ତି। କାହିଁକିନା ଦିନର ଆରମ୍ଭରେ ଆଇନାରେ ନାକାରାତ୍ମକ ଉର୍ଜା ଅଧିକ ରହିଥାଏ। ଯାହା ଦ୍ବାରା ଆପଣଙ୍କ କାମରେ ବାଧା ସୃଷ୍ଟି ହୋଇଥାଏ। କୌଣସି କାମ ମଧ୍ୟ ସଫଳ ହୋଇନଥାଏ।

ଓଲଟା ଚପଲ:

ସକାଳୁ ଉଠି ଓଲଟା ଚପଲ ବା ବୁଢ଼ୀଆଣି ବା କୌଣସି ଧାରୁଆ ଜିନିଷ ଦେଖିବା ଉଚିତ କଥା ନୁହେଁ। କାରଣ ଏହି ଗୁଡିକୁ ଦେଖିବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଏବଂ ପୁରା ଦିନ ଅଶାନ୍ତିରେ କଟିଥାଏ।

ଅଇଁଠା ବାସନ:

 

ସକାଳୁ ଉଠି ଅଇଁଠା ବାସନ, ଖାଲି ବାଲ୍ଟି ଏବଂ ଅନ୍ୟ କୌଣସି ଖାଲି ଥିବା ପାତ୍ର ଦେଖିବା ଉଚିତ କଥା ନୁହେଁ। ଯଦି ଆପଣ ଏହିସବୁକୁ ଦେଖିବେ ତେବେ ଆପଣ ଆପଣଙ୍କର କାମରେ ଅସଫଳ ହେବ। ଏମିତିରେ ଅଇଁଠା ବାସନ ସକାଳ ପର୍ଯ୍ୟନ୍ତ ପକାଇ ରଖିବା ବହୁତ ଅଶୁଭ କଥା ହୋଇଥାଏ। ଏବଂ ମା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ମଧ୍ୟ ପଡ଼ିଥାଏ।

କଳି ଝଗଡା:

ସକାଳୁ ଉଠି କୌଣସି କଳି ଝଗଡା ହେଉଥିବା ଦୃଶ୍ୟକୁ ଦେଖିବା ଉଚିତ ନୁହେଁ। କାରଣ କଳି ଝଗଡା ଦେଖିବା ଦ୍ବାରା ଘରେ ଦରିଦ୍ରତା ବଢିଥାଏ। ତେଣୁ ଆପଣ ପ୍ରତ୍ୟକ ଦିନ ସକାଳୁ ଉଠି ଭଗବାନ କିମ୍ବା ବାପା ମାଙ୍କର ଦର୍ଶନ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *