ପ୍ରସିଦ୍ଧ ସିନେମା ଅଭିନେତା ସଲମାନ ଖାନ ହିନ୍ଦୀ ସିନେମାରେ ଗତ ୩୧ବର୍ଷରୁ କାମ କରୁଛନ୍ତି। ସେ ଆଜି ପର୍ଯ୍ୟନ୍ତ ଅନେକ ସୁନ୍ଦର ସିନେମାରେ କାମ କରିଛନ୍ତି। ନିଜ ସିନେମା କ୍ୟାରିୟର ସମୟରେ ସଲମାନଙ୍କର ଅନେକ ଅଭିନେତ୍ରୀଙ୍କ ସହିତ ଆଫେୟାର ଥିଲା। କ୍ୟାରିୟରର ଆରମ୍ଭରେ ସଲମାନଙ୍କ ନାମ ପାକିସ୍ଥାନୀ ଅଭିନେତ୍ରୀ ସୋମୀ ଅଲୀଙ୍କ ସହିତ ଯୋଡି ହୋଇଥିଲା।
ବର୍ତମାନ ୪୪ବର୍ଷର ସୋମୀ ଅଲୀ ନିଜକୁ ନେଇ ଗୋଟିଏ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ ନିଜ କାହାଣୀକୁ ଶେୟାର କରିଛନ୍ତି। ନିଜର ଏକ ପ୍ରସିଦ୍ଧ ସାକ୍ଷାତକାରରେ ସୋମୀ କହିଛନ୍ତି କି, କିଶୋର ବୟସରେ ହିଁ ତାଙ୍କ ସହିତ ଅନେକ ଥର ଲୋକମାନେ ଖରାପ କାମ କରିଛନ୍ତି। ସୋମୀ ବର୍ତ୍ତମାନ ଗୋଟିଏ ଦୈନିକ ଖବରକାଗଜକୁ ନିଜ ଜୀବନର ଖରାପ ଦିନ ଗୁଡିକ ବିଷୟରେ କହିଛନ୍ତି।
ପାକିସ୍ଥାନୀ ଅଭିନେତ୍ରୀ ସୋମୀ କହିଛନ୍ତି କି, ଯେତେବେଳେ ତାଙ୍କ ବୟସ କେବଳ ତିନି ବର୍ଷ ଥିଲା, ସେତେବେଳେ ତାଙ୍କ ରୋଷେଇୟା ତାଙ୍କୁ ତିନିଥର ଯୌ-ନ ସମ୍ବନ୍ଧୀୟ ନିର୍ଯା-ତନା ଦେଇଥିଲେ। ସେଠାରେ ଯେତେବେଳେ ସେ ୯ବର୍ଷର ହୋଇଥିଲେ ସେହି ସମୟରେ ତାଙ୍କ ଚୌକିଦାର ମଧ୍ୟ ତାଙ୍କ ସହିତ ଅଭଦ୍ରାମୀ କରିଥିଲା। ଆଗକୁ ସୋମୀ କହିଥିଲେ କି ୧୪ବର୍ଷର ଛୋଟ ବୟସରେ ହିଁ ତାଙ୍କର ଶାରୀରିକ ଶୋଷଣ କରା ଯାଇଥିଲା।
ସୋମୀ କହିଛନ୍ତି କି, କିଶୋର ବୟସରେ ସେ ଆମେରିକାରେ ରହୁଥିଲେ। ସେହି ସମୟରେ ୧୪ବର୍ଷ ବୟସର ଜଣେ ୧୭ବର୍ଷର ପୁଅ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଆଗକୁ ସେ କହିଥିଲେ କି ୧୪ ରୁ ୨୪ବର୍ଷ ବୟସ ମଧ୍ୟରେ ଅନେକ ଥର ତାଙ୍କୁ ଘରୋଇ ହିଂସାର ଶିକାର ମଧ୍ୟ ହେବାକୁ ପଡ଼ିଥିଲା।ସୋମୀଙ୍କ ମୁତାବକ, ମୁଁ ଅନେକ ଥର ଲୋକଙ୍କୁ ନିଜ ଘଟଣା ଶୁଣାଇ ତାଙ୍କମାନଙ୍କ ରହସ୍ୟ ମଧ୍ୟ ଶୁଣିଛି।
ଆପଣଙ୍କୁ ଜଣାଇ ଦେଉଛୁ କି, ସୋମୀ ଅଲୀଙ୍କ ଜନ୍ମ ୨୫ମାର୍ଚ୍ଚ ୧୯୭୬ରେ ପାକିସ୍ଥାନର କରାଚିରେ ହୋଇଥିଲା। ସେ ପାକିସ୍ତାନୀ ସିନେମା ସହିତ ହିନ୍ଦୀ ସିନେମାର ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛନ୍ତି। ବର୍ଷ ୧୯୯୧ରୁ ନେଇ ବର୍ଷ ୧୯୯୭ ପର୍ଯ୍ୟନ୍ତ ସେ ବଲିଉଡରେ ୟାର ଗଦ୍ଧାର, ଅନ୍ତ, କିଶନ, ଅବତାର, ତିସରା କୌନ, ଆନ୍ଦୋଳନ ଏବଂ ଅଗ୍ନିଚକ୍ର ଭଳି ସିନେମାରେ କାମ କରିଛନ୍ତି।
ସଲମାନଙ୍କ ସହିତ ଥିଲା ୮ବର୍ଷର ଲମ୍ବା ଆଫେୟାର..
ଜଣା ଯାଉଛି କି, ସଲମାନ ଖାନଙ୍କ ବର୍ଷ ୧୯୮୯ରେ ଆସିଥିବା ସିନେମା ‘ମେନେ ପ୍ୟାର କିୟା’କୁ ଦେଖିବା ପରେ ସୋମୀ ସଲମାନଙ୍କର ଦିୱାନୀ ହୋଇ ଯାଇଥିଲେ। ଏହାପରେ ସେ ଭାରତକୁ ଆସିଥିଲେ। ଭାରତକୁ ଆସିବା ପରେ ତାଙ୍କ ଦେଖା ସଲମାନ ଖାନଙ୍କ ସହିତ ହୋଇଥିଲା। ସେହି ସମୟରେ ସେ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ପାଦ ରଖିଥିଲେ। ସଲମାନ ଏବଂ ସୋମୀ ସେହି ସମୟରେ ଜଣେ ଅନ୍ୟ ଜଣଙ୍କ ପ୍ରେମରେ ପଡି ଯାଇଥିଲେ। ଜଣା ଯାଉଛି କି, ସଲମାନ ଏବଂ ସୋମୀ ଅଲୀଙ୍କର ୮ବର୍ଷର ଲମ୍ବା ଆଫେୟାର ମଧ୍ୟ ଚାଲିଥିଲା। ପରେ ଦୁଇଜଣ ଅଲଗା ହୋଇ ଯାଇଥିଲେ, ସେହି ସୋମୀ ମଧ୍ୟ ପରେ ପାକିସ୍ଥାନକୁ ପୁଣି ଚାଲି ଯାଇଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।