ଶଶୁର ହାତ ମାରୁଛି ବୋହୁ ପଛରେ, ବୋହୁ ପରିଶ୍ରା କଲେ ଶଶୁର ଚାହୁଁଛି : ଭାଇରଲ ହେଲା ଶଶୁର ବୋହୁ କଲ ରେକଡ଼

ଭାଇରାଲ ହେଲା ଶଶୁର ବୋହୁଙ୍କ ଅଡିଓ। ଅଡିଓରେ ବୋହୁ ସ୍ପଷ୍ଟ ଭାବେ କହୁଛି ବାପା ତୁମେ କାହିଁକି ମୋ ଛାତି ପାଖକୁ ହାତ ଆଣିଲ।
ତୁମକୁ ଖରାପ ଲାଗିଲାଣି ମୁଁ କେଉଁ ଜାଙ୍କେ ପ୍ୟାଣ୍ଟି ପିନ୍ଧୁଛି ତାକୁ ପଚାରିବାକୁ। ମୁଁ ଯଦିବି କଦଳୀ ଗଛ ପାଖକୁ ପରିଶ୍ରା କରିବାକୁ ଯାଉଛି ତେବେ କାହିଁକି ତୁମେ ମତେ ଦେଖୁଥିଲ। ଯଦି ମୁଁ କଦଳୀ ଗଛ ପାଖକୁ ପରିଶ୍ରା ଯିବା ତୁମକୁ ଖରାପ ଲାଗିଲା ତୁମେ ବୋଉଙ୍କ ହାତରେ ମତେ କହି ପାରିଥାନ୍ତ। ହେଲେ ତୁମେ ମତେ ଏତେ ସବୁ ପଚାରିଲ ତାହା ପୁଣି କେହି ନଥିବା ସମୟରେ।

ଶଶୁରଙ୍କ ନାମରେ ବୋହୁ ଆଣିଲେ ସାଙ୍ଘାତିକ ଅଭିଯୋଗ କହିଲେ ବାପା ମାନେ ମୋ ଶଶୁର ମତେ ଖରାପ ନଜରରେ ଦେଖୁଛନ୍ତି। ସେପଟେ ଏହି ଘଟଣାକୁ ନେଇ ଶାଶୁ ଶଶୁର ମଧ୍ୟ ନ୍ୟାୟ ପାଇଁ ଭୁବନେଶ୍ବରରେ ପହଞ୍ଚି ବ୍ୟୋମକେଶ ତ୍ରିପାଠୀଙ୍କ ସହ ଆଲୋଚନା କରିଛନ୍ତି। ବୋହୁ ମହିଳା ଥାନାରେ ଅଭିଯୋଗ କରିଥିବା ବେଳେ ଶଶୁର ଏହାକୁ ଖଣ୍ଡନ କରି କହିଛନ୍ତି କି ମୁଁ ମୋ ବୋହୂକୁ ଝିଅ ବୋଲି ଭାବେ ମୁଁ ବୋହୂକୁ ମା ବୋଲି ସମ୍ବୋଧନ କରେ ମୋର କହିବାର ଉଦ୍ଦେଶ୍ୟ ଥିଲା ମୁଁ ବାଥରୁମ ଏତେ ଟଙ୍କା ଖର୍ଚ୍ଚ କରି କରିଛି କାହିଁକି ବାହାରେ ଘରର ବୋହୁ ଯାଇଁ ପରିଶ୍ରା କରିବେ ମୁଁ ଏମିତି ଭାବି ବୋହୁଙ୍କୁ କହିଥିଲି ମାତ୍ର ସେ ଏହାକୁ ଓଲଟା ଅର୍ଥରେ ନେଇ ଆମକୁ ରଖେଇ ବସେଇ ଦେଉନି।

ସେପଟେ ଭାଇରାଲ ହେଉଥିବା ଅଡିଓ କଥା ଯଦି କହିବା ତେବେ ବୋହୁ ଶଶୁରଙ୍କୁ ଅତ୍ୟନ୍ତ ସରଳ ଭାବେ ପଚାରୁଛନ୍ତି କି ବାପା ତୁମେ କାହିଁକି ମୋ ପଛରେ ହାତ ବୁଲାଇଲ ମୋ ଜଙ୍ଘରେ ହାତ ମାରି ମୁଁ ପ୍ୟାଣ୍ଟି କେଉଁ ଜାଙ୍କେ ପିନ୍ଧିଥିଲି ପଚାରୁଥିଲ। ମୁଁ ପରିଶ୍ରା ଯାଇଥିଲି ଯଦି ଆମେ ଶଶୁର ବୋହୁ ମୁହାଁ ମୁହିଁ ହେବାକୁ ନେଇ ତୁମର ଭୟ ଥିଲା ତେବେ ତୁମେ ମତେ କହି ପାରିଥାନ୍ତ ବାହାରକୁ ନଯିବା ପାଇଁ ହେଲେ ନା ତୁମେ ମୋତେ ଏକା ଦେଖି ମୋ ପାଖକୁ ଆସିଲ ମୋ ଦେହରେ ହାତ ମାରି ଯାହା କହିଲ ତାହା ମୁଁ ଦିନ ସାରା ଭୁଲି ପାରିଲି ନାହିଁ। ମତେ ତୁମ ମୁହଁ ଦେଖିବାକୁ ଇଛା ହେଲା ନାହିଁ। ମୁଁ ବାଧ୍ୟ ହୋଇ ତୁମ ଭୟରେ ଘର କବାଟ ଦେଇ ରହିଲି।

ହେଲେ ଶଶୁରଙ୍କୁ ବୋହୁ ଏପରି ପଚାରୁଥିବା ବେଳେ ଶଶୁର କହୁଥିଲେ କି ମୁଁ ରାଗରେ ପଚାରି ଦେଇଥିଲି ମୋ କହିବାର ଉଦ୍ଦେଶ୍ୟ ଥିଲା ତୁ କାହିଁକି ବାହାରକୁ ଯାଉଛୁ ପରିସ୍ରା କରିବାକୁ ତାହା ମତେ ଭଲ ଲାଗୁନି କାରଣ ତୁ ଆମ ଘରର ବୋହୁ। ହେଲେ ଶଶୁର ବୋହୁଙ୍କ କଥାର ଅଡିଓ ଭାଇରାଲ ହେଉଥିବା ବେଳେ ଲୋକେ ନାନା କଥା କହୁଛନ୍ତି କିଏ ଶଶୁରଙ୍କ ଦୋଷ ଦେଉଛି ତ ଆଉ କିଏ ବୋହୁଙ୍କ ଦୋଷ। ହେଲେ ସମୟ କହିବ ଓ ତଦନ୍ତ ପରେ ଜଣା ପ୍ରକୃତରେ ଭୁଲ କାହାର ଥିଲା।

Leave a Reply

Your email address will not be published. Required fields are marked *