ବିଚିତ୍ର ମନୁଷ୍ୟ: ଅଧା ମନୁଷ୍ୟ ଅଧା ମେସିନ ଅଟନ୍ତି ଏହି ବ୍ୟକ୍ତି, ଦୁନିଆର ପ୍ରଥମ ‘ରୋବୋମ୍ୟାନ’

ଟେକ୍ନୋ-ଲୋଜି ଘଟ-ଣାରେ ଆଜି ଦୁନିଆ ବହୁତ ଆଗକୁ ବଢ଼ି ସାରିଲାଣି। ହେଲେ ବୈଜ୍ଞାନିକ କୌଶଳ ସାହାଯ୍ୟରେ ସଂପୂର୍ଣ୍ଣ ଭାବରେ ମନୁଷ୍ୟ ତ ତିଆରି କରାଯାଇ ପାରିବ ନାହିଁ, କିନ୍ତୁ ଅଧା ମନୁଷ୍ୟ ଅଧା ରୋବୋଟ ତ ପ୍ରସ୍ତୁତ କରାଯାଇ ପାରିବ ଏବଂ ଏମିତି ହୋଇଛି ମଧ୍ୟ। ବ୍ରିଟେନର ଜଣେ ବୈଜ୍ଞାନିକ ନିଜକୁ ‘ରୋବୋ-ମ୍ୟାନ’ ରୂପରେ ବଦଳାଇ ଦେଇଛନ୍ତି। ତାଙ୍କୁ ଦୁନିଆର ପ୍ରଥମ ରୋବୋମ୍ୟାନ କୁହାଯାଉଛି। ଏହି ବୈଜ୍ଞାନିକଙ୍କ ଚିହ୍ନଟ ଡାକ୍ତର ପୀଟର ସ୍କଟ ମାର୍ଗନଙ୍କ ରୂପରେ ହୋଇଛି। ସେ ୬୨ବର୍ଷର ଅଟନ୍ତି। ନିଜକୁ ଜୀ-ବନ୍ତ ରଖିବା ପାଇଁ ସେ ଦୁନିଆ ସାମ୍ନା-ରେ ଗୋଟିଏ ବିଚିତ୍ର ଆଦର୍ଶ ଦାଖଲ କରି ଦେଇଛନ୍ତି।

ବାସ୍ତବରେ, ଡଃ. ପୀଟର ସ୍କଟ ମାର୍ଗନଙ୍କୁ ମୋଟର ନ୍ୟୁରନ ନାମକ ଏକ ଘା-ତ-କ ବେମାର ହୋଇଥିଲା, ଯେଉଁ କାରଣରୁ ତାଙ୍କ ମାଂସପେଶୀ ନ-ଷ୍ଟ ହୋଇଯାଉଥିଲା। ତାଙ୍କ ଶରୀରର ଅନେକ ଅଙ୍ଗ କାମ କରିବା ବ-ନ୍ଦ ହୋଇଯାଇଥିଲା। ଏହାପରେ ସେ ବିଜ୍ଞାନର ସାହାଯ୍ୟ ନେଇଥିଲେ ଏବଂ ରୋବୋଟିକ୍ସର ଉପ-ଯୋଗ କରି ନିଜ ଜୀବନକୁ ଗୋଟିଏ ନୂଆ ରୂପ ଦେଇଥିଲେ। ବର୍ତମାନ ଡଃ. ପୀଟର ମେସିନ ସାହାଯ୍ୟରେ ସେ ସବୁକାମ ସହଜରେ କରି ପାରୁଛନ୍ତି, ଯେମିତି ଜଣେ ସୁସ୍ଥ ବ୍ୟକ୍ତି କରିଥାନ୍ତି।

ମିଡ଼ିଆ ରି-ପୋ-ର୍ଟ ମୁତାବକ, ଡଃ. ମାର୍ଗନଙ୍କୁ ବର୍ଷ ୨୦୧୭ରେ ମାଂସପେଶୀକୁ ନ-ଷ୍ଟ କରୁଥିବା ଏହି ଦୁ-ର୍ଲ-ଭ ବେମାର ‘ମୋଟର ନ୍ୟୁରାନ’ ବୋଲି ଜଣା ପଡିଥିଲା। ଏହାପରେ ୨୦୦୯ରେ ସେ ନିଜକୁ ଅଧା ମନୁଷ୍ୟ ଏବଂ ଅଧା ରୋବୋଟ କରିବାର କାମ ଆରମ୍ଭ କରିଥିଲେ ଏବଂ ଆଜି ନା କେବଳ ସେ ଜିବିତ ଅଛନ୍ତି ବରଂ ଦୁନିଆ ପାଇଁ ଜଣେ ଆଦର୍ଶ ହୋଇଯାଇଛନ୍ତି। ସେ କହିଛନ୍ତି, ‘ମୁଁ ସବୁବେଳେ ଏହା ମାନିଥାଏ କି ଜୀବନରେ ଜ୍ଞାନ ଏବଂ କୌଶଳ ସାହାଯ୍ୟରେ ବହୁତ ଖ-ରା-ପ ଜିନିଷକୁ ପରିବର୍ତ୍ତନ କରାଯାଇ ପାରିବ।’

ଅଧା ମନୁଷ୍ୟ ଏବଂ ଅଧା ରୋବୋଟ ହେବା ସମୟରେ ଡଃ.ମାର୍ଗନ ଅନେକ ଏମିତି ଜିନିଷର ପରିକଳ୍ପନା କରିଛନ୍ତି, ଯାହା ଅବିଶ୍ଵସନୀୟ ଅଟେ। ସେ କୃତ୍ରିମ ଇଣ୍ଟେଲିଜେନ୍ସ ସାହାଯ୍ୟରେ ବଡ଼ି ଲାଙ୍ଗୁଏଜକୁ ଜଣାଇବାର କୈାଶଳର ପରିକଳ୍ପନା କରିଛନ୍ତି। ଏହା ସହିତ ସେ ଆଇ-ଟ୍ରାକିଙ୍ଗ କୌଶଳର ମଧ୍ୟ ଖୋଜ କରିଛନ୍ତି, ଯାହା ଅନେକ କମ୍ପ୍ୟୁଟରକୁ ନିୟ-ନ୍ତ୍ରିତ କରିବାରେ ସ-କ୍ଷ-ମ ଅଟେ।

ହେଲେ, ଡଃ. ମାର୍ଗନ ବର୍ତ୍ତମାନ ଭେଣ୍ଟିଲେଟର ଦ୍ଵାରା ହିଁ ନି-ଶ୍ଵା-ସ ନେଉଛନ୍ତି। ସେ କହିଛନ୍ତି କି ଅଧା ମନୁଷ୍ୟ ଏବଂ ଅଧା ମେସିନ କରିବା ବା ଏମିତି କହିଥିଲେ କି ହେବାର ପ୍ରେରଣା ତାଙ୍କୁ ସାଇନ୍ସ ଫିକ୍ଶନ କମିକର କ୍ୟାରେକ୍ଟର ସାଇବର୍ଗରୁ ମିଳିଛି।ସାଇବୋର୍ଗ ଅଧା ମନୁଷ୍ୟ ଏବଂ ଅଧା ରୋବୋଟ ହୋଇଥାଏ। ତାଙ୍କ ନିଜ ଜୀବନର କଥା କହିବା ତ ସେ ନିଜ ୬୫ବର୍ଷିୟ ପା-ର୍ଟ-ନର ଫ୍ରାସିସଙ୍କ ସହିତ ରହୁଛନ୍ତି ଏବଂ ବହୁତ ଖୁସି ଅଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *