ବୋହୁ ଐଶ୍ଵରିଆ ରାୟଙ୍କୁ ୯ ବର୍ଷର ଆକ୍ଟର ସହିତ ଏମିତି ସିନରେ ଦେଖି, ଶାଶୁ ଜୟା ବଚନ ରାଗିକି କହିଲେ ଏମିତି କଥା

କରନ ଯୋହାର ଙ୍କ ଫିଲ୍ମ ଏ ଦିଲ ହେ ମୁସକିଲ ରିଲିଜ୍ ହେବାର ଚାରି ବର୍ଷ ହୋଇଗଲାଣି।ଗୋଟିଏ ରୁ ବଢି ଗୋଟିଏ ଆକ୍ଟର ରେ ଭରା ଏହି ଫିଲ୍ମ ୨୦୧୬ ରେ ରିଲିଜ୍ ହୋଇଥିଲା। ଫିଲ୍ମ ର ଚତୁର୍ଥ ଆନିବରସରି ରେ ଡାଇରେକ୍ଟର ଫ୍ୟାନ୍ସ ଙ୍କୁ ଧନ୍ୟବାଦ ଦେଲେ। ସେ ଏକ ଛୋଟ ଭିଡିଓ ନିଜର ଇନଷ୍ଟାଗ୍ରାମ୍ ରେ ସେୟାର କରିଥିଲେ। ଯେଉଁଥିରେ ଫିଲ୍ମ ର କିଛି ଅଭୁଲା ସ୍ମୃତି ଦେଖିବାକୁ ମିଳିଥିଲା। ଭିଡିଓ ସେୟାର କରି କରନ କହିଛନ୍ତି କି , ଏ ଦିଲ ହେ ମୁସକିଲ ରିଲିଜ୍ ହେବା ଚାରି ବର୍ଷ ହୋଇଗଲା। ବହୁତ ବହୁତ ଧନ୍ୟବାଦ ଏହି ଫିଲ୍ମ କୁ ବହୁତ ଭଲପାଇବା ଦେଇଥିବାରୁ। ଫିଲ୍ମ ର କିଛି ସିନ ଦେଖି ଶାଶୁ ଯୟା ବଚ୍ଚନ ଐଶ୍ବର୍ୟା ରାୟ ବଚ୍ଚନ ଉପରେ ରାଗିଯାଇଥିଲେ। ସେ ତାଙ୍କୁ ରିଗିକି ବହୁତ କିଛି କହିଲେ।

୨୦୧୬ ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ରେ ରଣବୀର କପୁର , ଅନୁଷ୍କା ଶର୍ମା , ଐଶ୍ବର୍ୟା ରାୟ ବଚ୍ଚନ, ଶାରୁୁଖ ଖାନ , ଏବଂ ଫବାଦ ଖାନ ପରି ଷ୍ଟାର ଅଛନ୍ତି। କରନ ଙ୍କର ଏହି ଫିଲ୍ମ ଅଜୟ ଦେବଗନ ଷ୍ଟାର ଙ୍କର ଫିଲ୍ମ ଶିବାୟ ସହିତ ରିଲିଜ୍ ହୋଇଥିଲା। ଦୁଇ ଫିଲ୍ମ ରେ କ୍ଲାସ କୁ ନେଇ ବହୁତ ବିବାଦ ହୋଇଥିଲା। ୫୯ କୋଟି ଟଙ୍କା ର ବଜେଟ ରେ ଏହି ଫିଲ୍ମ ୨୨୩.୫୧ କୋଟି କମେଇ ଥିଲା।

ଝିଅ ଆରଧ୍ୟା ର ଜନ୍ମ ହେବା ପରେ ଐଶ୍ବର୍ୟା ଜଜବା ଫିଲ୍ମ ଠାରୁ କମବ୍ୟାକ କରିଥିଲେ। ଯଦିଓ ଏହି ଫିଲ୍ମ ଫ୍ଲପ ହୋଇଥିଲା। ଏହା ପରେ ସେ ସରବଜିତ ରେ ଦେଖିବାକୁ ମିଳିଥିଲେ। ଏ ଫିଲ୍ମ ମଧ୍ୟ ଫ୍ଲପ ହୋଇଥିଲା। ଏହା ପରେ ଆସିଲା ଏ ଦିଲ ହେ ମୁସକିଲ । ଯେଉଁଟା ବହୁତ ପଇସା କମେଇ ଥିଲା।

ଫିଲ୍ମ ରେ ଐଶ୍ବର୍ୟା ଙ୍କ ଠାରୁ ୯ ବର୍ଷ ସାନ ରଣବୀର କାପୁର ଙ୍କ ସହ କିଛି ଇନଟିମେଟ ସିନ ଦେଇଥିଲେ।
ଫିଲ୍ମ କୁ ଦେଖିଲା ପରେ ଐଶ୍ବର୍ୟା ଙ୍କ ଶାଶୁ ଜୟା ବଚ୍ଚନ ପବଲିକ ସାମ୍ମନା ରେ ବୋହୁ ର ନାମ ନେଇ କହିଲେ ଲଜ ତ ରହିଲା ହିଁ ନାହିଁ।

ଏକ ଫିଲ୍ମ ସମାରୋହ ରେ ଜୟା କହିଥିଲେ କି ଆଜି ଫିଲ୍ମ ରେ ଟିକେ ବି ଲାଜ ନାହିଁ। ପ୍ରଥମେ ର୍ନିଦେଶକ କେବଳ ନିଜର କଳା ପ୍ରସ୍ତୁତ କରୁଥିଲେ ଏବଂ ଏବେ ନିଜର ବିଜନେସ ଭାବୁଛନ୍ତି। ସେହି ଆଧାର ରେ ଫିଲ୍ମ ବନଉଛନ୍ତି।

ସେହିପରି ଡାଇରେକ୍ଟର ଐଶ୍ବର୍ୟା ଙ୍କୁ କିସିଙ୍ଗି ପାଇଁ ମଧ୍ୟ କହି ଥିଲେ କିନ୍ତୁ ସେ ମନା କରି ଦେଇଥିଲେ। କହିଲେ କି ସେ ଏ ସିନ ରେ ନିଜକୁ କମ୍ଫଟେବୁଲ ଭାବନ୍ତି ନାହିଁ। କିନ୍ତୁ ଫିଲ୍ମ ର ଡିମାଣ୍ଡ କୁ ଦେଖି ତାଙ୍କୁ ରଣବୀର ଙ୍କ ସହିତ ଇନଟିମେଟ ସିନ ଦେବାକୁ ପଡିଥିଲା। ତାଙ୍କର ଏହି ସିନ ପାଇଁ ପୁରା ବଚ୍ଚନ ପରାବାର ତାଙ୍କ ଉପରେ ରାଗି ଥିଲେ।

ବଚ୍ଚନ ପରିବାର ବହୁ ର ଏହି ସିନ କୁ ପୁରା ଫିଲ୍ମ ରୁ ହଟେଇ ବାକୁ ଚାହୁଁଥିଲେ କିନ୍ତୁ କରନ ଯୋହାର ଏହା ପାଇଁ ପ୍ରସ୍ତୁତ ନଥିଲେ। ଏ ଦିଲ ହେ ମୁସକିଲ ପରେ ଶାଶୁଘର ଲୋକ ଐଶ୍ବର୍ୟା ଙ୍କୁ ଏପରି ଫିଲ୍ମ କରିବାକୁ ମନା କରିଥିଲେ।

ଏହି ଫିଲ୍ମ କରିବା ଦ୍ବରା ଦୁଇ ଜଣ ମିଶି ରଣବୀର ଏବଂ ଐଶ୍ବର୍ୟା ଏକ ହର୍ଟ ଫଟୋ ସୁଟ କରିଥିଲେ । ଏହି ଫଟୋ ମଧ୍ୟ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହେଉଥିଲା। ଲୋକମାନେ ଏହି ଫଟୋ କୁୁ ଦେଖି ରଣବୀର ଏବଂ ଐଶ୍ବର୍ୟା କୁ ବହୁତ ଖରାପ କମେଣ୍ଟ୍ କରିଥିଲେ।

ଫିଲ୍ମ ସୁଟିଂଗ ସମୟ ରେ ରଣବୀର ଐଶ୍ବର୍ୟା ଙ୍କ ସହିତ ଇନଟିମେଟ ସିନ କରିବା ପାଇଁ ଡରୁଥିଲେ ଏବଂ କେତେଥର ସଟସ୍ ବି ଠିକ୍ ଦେଇ ପାରୁ ନଥିଲେ। ଏହା ପାଇଁ ଐଶ୍ବର୍ୟା ମଧ୍ୟ ତାଙ୍କୁ ଗାଳି କରାଥିଲେ ଠିକ୍ ରେ କର।

ରଣବୀର ଙ୍କର ଆଗକୁ ଆସୁଥିବା ଫିଲ୍ମ ବ୍ରହ୍ମାଅସ୍ତ୍ର ଏବଂ ଶମଶେର। ବ୍ରହ୍ମାଅସ୍ତ୍ରରେ ରଣବୀର ଙ୍କ ସହିତ ଆଲିୟା ଭଟ ଲିଡ ରୋଲ ରେ ଅଛନ୍ତି। ବାଣୀ କାପୁର, ସଂଯୟ ଦତ୍ତ ରଣବୀର ଙ୍କ ସହିତ ଶମଶେର ଫିଲ୍ମ ସ୍କ୍ରିନ ସେୟାର ରେ ଦେଖିବାକୁ ମିଳବେି। ଐଶ୍ବର୍ୟା ଙ୍କ କଥା କହିଲେ ତ ଏବେ ଐଶ୍ବର୍ୟା ଙ୍କ ପାଖରେ କୌଣସି ବଲିଉଡ୍ ଫିଲ୍ମ ର ଅଫର ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

 

Leave a Reply

Your email address will not be published. Required fields are marked *