ମୁମ୍ବାଈ : ଟିଭି ଆକ୍ଟର ଶାହୀର ଶେଖ ବର୍ତ୍ତମାନ ଆକ୍ଟ୍ରସେ ରୂଚିକା କାପୁରଙ୍କ ସହିତ ନିଜର ରିଲେସନଶିପର ଖୁଲାସା କରିଛନ୍ତି। ଶାହୀର ଏବଂ ରୂଚିକା ଦୁଇ ଜଣ ବର୍ତ୍ତମାନ ବିବାହ କରିବା ପାଇଁ ପ୍ଲାନିଙ୍ଗ କରୁଛନ୍ତି। ଶାହୀର ଏବଂ ରୂଚିକା ପ୍ରଥମେ ଏଙ୍ଗେଜମେଣ୍ଡ କରି ସାରିଛନ୍ତି। ଶାହୀର ସୋଶିଆଲ ମିଡିଆରେ ଏକ ଏଙ୍ଗେଜମେଣ୍ଡର ଫଟୋ ସେୟାର କରିଛନ୍ତି। ଦୁଇ ଜଣଙ୍କର ଫ୍ୟାନସ୍ ଉଭୟଙ୍କୁ ଶୁବେତ୍ସା ଯଣାଉଛନ୍ତି। ଶାହୀର ନିଜେ ତାଙ୍କ ପ୍ରେମିକାଙ୍କର ହାତ ଧରିଥିବାର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ରୂଚିକାଙ୍କ ହାତରେ ଏଙ୍ଗେଜମେଣ୍ଡ ମୁଦି ଦେଖିବାକୁ ମିଳିଛି।
View this post on Instagram
ରୂଚିକା ଏବଂ ଶାହୀରଙ୍କୁ ଟିଭି ଏବଂ ବଲିଉଡର ସେଲିବ୍ରେଟିମାନେ ଶୁଭକାମନା ଜଣାଇଛନ୍ତି। ଯେଉଁଥିରେ ଏକତା କାପୁର, ଶ୍ରୀୟା ପିଲଙ୍ଗାବକର, ଅନୀତା ହସନନ୍ଦାନୀ, କ୍ରିସ୍ଟଲ ଡିସୋଜା, ତୁଷାର କାପୁର ମଧ୍ୟ ସାମିଲ ଅଛନ୍ତି। ବର୍ତ୍ତମାନ ଶାହୀର ବିବାହକୁ ନେଇ କୌଣସି ରିଆକସନ ଦେଇ ନହାଁନ୍ତି।
View this post on Instagram
ଶାହୀର ଏବଂ ରୂଚିକ ଦୁଇ ଜଣ ପରସ୍ପରକୁ ଦୁଇ ବର୍ଷ ହେଲା ଡେଟ କରୁଛନ୍ତି। କୁହାଯାଉଛି କି ଦୁଇ ଜଣ ନଭେମ୍ବରକୁ ବିବାହ କରି ପାରନ୍ତି। କୋରୋନା ପାଇଁ ହୁଏତ ଦୁଇ ଜଣ କୋର୍ଟ ମ୍ୟାରେଜ କରି ପାରନ୍ତି। ଆସନ୍ତା ବର୍ଷରେ ତାଙ୍କର ଧୂମଧାମରେ ବିବାହ ହୋଇପାରେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।