ବାହାଘରରେ ଜଣେ ଛେପ ଲଗାଇ ତିଆରି କରୁଥିଲା ରୁଟି। ପୋ-ଲିସ ସେହି ବ୍ୟକ୍ତିକୁ କଲା ଗି-ରଫ

କିଛିଦିନ ହେଲା ଏକ ଭିଡିଓ ଭାଇ-ରାଲ ହେଉଛି। ଯେଉଁଥିରେ ଦେଖାପଡ଼ିଛି କି, ଜଣେ ବ୍ୟକ୍ତି ଏକ ବାହାଘର ସମାରୋହରେ ଛେପ ଲଗାଇ ରୁଟି ତିଆରି କରୁଛି। ଏହି ଭିଡିଓଟି ମେରଠର ଏକ ବାହାଘର ସମାରୋହର ଜଣାପଡ଼ିଛି। ସେହି ବ୍ୟକ୍ତି ହେଉଛି ସୋହେଲ। ତାହାର ଏହି ଭିଡ଼ିଓକୁ ଦେଖି ହିନ୍ଦୁ ଜାଗରଣ ମଞ୍ଚ ନାମକ ଏକ ସଂସ୍ଥା ତା’ ଉପରେ କେ-ସ କରି ପୋ-ଲିସ ମାଧ୍ୟମରେ ଗି-ରଫ କଲେ।

ବାହାଘର ସମାରୋହରେ:-

ଏହି ଭିଡିଓଟି ମେରଠର ମେଡିକାଲ ଥାନା ଅନ୍ତର୍ଗତ ଆରୋମା ଗାର୍ଡେନରେ ହେଉଥିବା ବାହାଘର ସମାରୋହ ଅଟେ। ସେହି ସମାରୋହରେ ସୋହେଲ ରୁଟିରେ ବାରମ୍ବାର ଛେପ ଲଗାଉଥିଲା। ଏହି ଭିଡିଓଟି ୧.୫ ମିନିଟ, ଯାହାକୁ ଦେଖି ହିନ୍ଦୁ ଜାଗରଣ ମଞ୍ଚର ଲୋକମାନେ ତାହା ନାମରେ FIR ଦେଇ ପୋ-ଲିସ୍ ଦ୍ୱାରା ଗି-ରଫ କରିଥିଲେ।

ସଚିନ କଲେ ହଙ୍ଗାମା:-

ଭିଡିଓକୁ ଦେଖି ହିନ୍ଦୁ ଜାଗରଣ ମଞ୍ଚର ମହାନଗରର ଅଧ୍ୟକ୍ଷ ସଚିନ ସିରୋହୀ ନିଜ ଟିମର ଲୋକମାନଙ୍କୁ ନେଇ ମେଡିକାଲ ଥା-ନା ଯାଇଥିଲେ। ସେଠାରେ ସେ ହଙ୍ଗାମା କରି ସୋହେଲ ନାମରେ ଏଫଆଇଆର ଲେଖି ଶୀଘ୍ର ଗି-ରଫ କରିବା ପାଇଁ ପୋ-ଲିସକୁ କହିଥିଲେ। ଯେତେବେଳେ ସେହି ଭିଡିଓଟି ସଚିନ ଦେଖିଲେ, ସେତେବେଳେ ଭିଡିଓଟି କେଉଁଠି ଉଠାହୋଇଛି ଖୋଜି ଖୋଜି ଆସି ପହଞ୍ଚିଥିଲେ ମେରଠର ବୈନ୍କୱେଟ ହଲରେ।

ସଚିନ କରୁଥିଲେ ଦାବୀ:-

ଭିଡିଓଟି କେଉଁ ଦିନର ତାହା ଜଣାପଡ଼ି ନାହିଁ। କିନ୍ତୁ ସଚିନ ଦାବୀ କରୁଥିଲେ ଯେ, ଯିଏ ଛେପ ଲଗାଇ ରୁଟି କରୁଥିଲା ତାହାର ନାମ ସୋହେଲ।

ସେ ଆହୁରୀ ମଧ୍ୟ ଦାବୀ କରୁଥିଲେ ଯେ, ବୈନ୍କୱେଟ ହଲରେ ଯେଉଁଠି ରୋଷେଇ କରାଯାଉଛି ସେଠାରେ ଏକ ସିସିଟିଭି ଲଗାଇବା ଦରକାର। ଯାହାଦ୍ୱାରା ଲୋକମାନଙ୍କର ଆଶଙ୍କା ଆଉ କେବେ ଆସିବ ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *