କଳିଯୁଗରେ ବି ଅବିଶ୍ୱନୀୟ ଘ-ଟଣା ; ପ୍ରଭୁ ଶ୍ରୀକୃଷ୍ଣ ନିଜେ ଆସି ଡାଇନିଂ ଟେବୁଲରୁ ଖାଇଲେ ଆମ୍ବ,ବିଶ୍ୱାସ ହେଉନି ଯଦି ଦେଖନ୍ତୁ ଭିଡ଼ିଓ

ଭଗବାନଙ୍କର ଅନେକ ଲୀଳା । ଅନେକ ଉପାୟରେ ଭଗବାନ ତାଙ୍କର ଲୀଳା ଦେଖାଇଥାନ୍ତି । କିନ୍ତୁ ଆମେ ଏହାକୁ ବିଶ୍ୱାସ କରନ୍ତି ନାହିଁ । କାରଣ ଆମେ ଅବିଶ୍ଵାସ ବିଷୟରେ ଛନ୍ଦି ହୋଇ ରହିଛନ୍ତି । ତେବେ କୁହାଯାଏ ବିଶ୍ୱାସ ହିଁ ଭଗବାନ । ଆପଣ ବିଶ୍ୱାସ କଲେ ଆପଣଙ୍କୁ ଭଗବାନ ଦେଖାଯିବେ ଆଉ ନ କଲେ ଦେଖାଯିବେ ନାହିଁ । ତେବେ ଏଭଳି ଏକ ଘ-ଟଣା ବିଷୟରେ ବର୍ତ୍ତମାନ ଶୁଣିବାକୁ ମିଳିଅଛି।

ଭଗବାନ ଶ୍ରୀକୃଷ୍ଣ ଠାକୁର ଘରେ ବସି ଖାଉଛନ୍ତି ଆମ୍ବ । ଆଉ ଯାହାକୁ ଦେଖିବା ପାଇଁ ବର୍ତ୍ତମାନ ଲୋକଙ୍କର ଭିଡ଼ ଜମିଛି । ତେବେ ସୂଚନା ଅନୁଯାୟୀ , ରାତିରେ ଜଣେ ମହିଳା ନିଜ ପିଲାମାନଙ୍କ ସହ ଶୋଇ ଯାଇଥିଲେ । କିନ୍ତୁ ଭୋର ହେଉ ହେଉ ତାଙ୍କୁ ମାଆ ମାଆ ଡାକ ଶୁଣିବାକୁ ମିଳିଥିଲା । ଆଉ ସେଥିପାଇଁ ମହିଳା ଜଣକ ଅସ୍ତବ୍ୟସ୍ତ ହୋଇ ନିଜ ପିଲାମାନଙ୍କୁ ଦେଖିବା ପାଇଁ ବାହାରି ଯାଇଥିଲେ । କିନ୍ତୁ ଦେଖିଲା ବେଳକୁ ତାଙ୍କ ପିଲାମାନେ ଆରାମରେ ଶୋଇ ଯାଇଛନ୍ତି ।

ତେବେ ସେ ଆଉ କିଛି ନ ଭାବି ଠାକୁର ଘର ପାଖରେ ପରିବା କାଟିବା ପାଇଁ ବସିଲେ । କିନ୍ତୁ କିଛି ସମୟ ପରେ ତାଙ୍କୁ ଠାକୁର ଘର ଭିତରୁ ଆଉ ଥରେ ମାଆ ମାଆ ଡାକ ଶୁଣାଗଲା । ଏହାପରେ ସେ ଠାକୁର ଘର ଖୋଲି ଦେଇଥିଲେ । ଆଉ ତାପରେ ଯାହା ଦେଖିଥିଲେ ତାକୁ ସେ ଆଦୌ ବିଶ୍ୱାସ କରି ପାରିନଥିଲେ । ତାଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ସେ ପୁରାପୁରି ଭାବପ୍ରବଣ ହୋଇ ଯାଇଥିଲେ । ଆଉ କାନ୍ଦି ପକାଇଥିଲେ । ତାଙ୍କୁ ଲାଗୁଥିଲା ଯେମିତି ତାଙ୍କ ପୁଅ ଆଜି ତାଙ୍କୁ ଡାକୁଛି ।

ଏହାରି ମଧ୍ୟରେ ଆଶ୍ଚର୍ଯ୍ୟର କଥା ଏହା ଯେ , ଆମ୍ବ ଘରର ଡାଇନିଂ ଟେବୁଲ ଉପରେ ରଖା ଯାଇଥିଲା । କିନ୍ତୁ ଭଗବାନ ଶ୍ରୀକୃଷ୍ଣ ସେହି ଆମ୍ବକୁ ଆଣି ଖାଇବାକୁ ଲାଗିଥିଲେ । ତେବେ ଏଭଳି ଘ-ଟଣା ବର୍ତ୍ତମାନ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅନେକ ଲୋକଙ୍କର ଭିଡ଼ ତାଙ୍କ ଘରେ ଲାଗିଥିଲା । ଆଉ ଲୋକେ ଭଗବାନଙ୍କର ଏଭଳି ଅ-ଦ୍ଭୁତ ଲୀଳା ଦେଖିବା ପାଇଁ ଧାଇଁ ଆସିଥିଲେ । ତେବେ ସମସ୍ତେ କହିବାରେ ଲାଗିଛନ୍ତି କି , ଭଗବାନ ବାସ୍ତବରେ ଏ ଦୁନିଆଁରେ ଅଛନ୍ତି ।

Leave a Reply

Your email address will not be published. Required fields are marked *