୨୪୪ କିଲୋ ଓଜନର ଥିଲେ ଏହି ବ୍ୟକ୍ତି, ସ୍ତ୍ରୀଙ୍କ ପାଇଁ ଏମିତି ଫିଟ ହେଲେ କି ସୁପରହିଟ ହୋଇଗଲେ।

ଦେଖନ୍ତୁ ଏହି ବ୍ୟକ୍ତିଙ୍କୁ ଫଟୋ ଦେଖିବା ପରେ ଛିଡ଼ା ହୋଇ ନିଜକୁ ଦେଖିବାକୁ ଲାଗି ଯାଇଥିଲେ। ସବୁ ପ୍ରେମର ଉପହାର ଅଟେ।

 

View this post on Instagram

 

A post shared by John Thomas Allaire (@540fitness)

John Allaireଙ୍କ ଓଜନ ୨୪୪କିଲୋ ଥିଲା। ତାଙ୍କ ପୂରା ପରିବାରରେ ଆଜି ପର୍ଯ୍ୟନ୍ତ କେହି ଫିଟ ନାହାଁନ୍ତି। ସବୁଲୋକ ମୋଟା ଅଟନ୍ତି। କିନ୍ତୁ ଜନଙ୍କୁ ଫିଟ ହେବାର ଥିଲା। କଣ ପାଇଁ?

ନିଜ ପ୍ରେମ ପାଇଁ

 

View this post on Instagram

 

A post shared by John Thomas Allaire (@540fitness)

illumeably ମୁତାବକ, ଯେତେବେଳେ ତାଙ୍କ ପ୍ରେମିକା ତାଙ୍କୁ ବାହାଘର ପାଇଁ ହଁ କହିଥିଲେ ତ ସେ ଏହି ନିଷ୍ପତ୍ତି ନେଇଥିଲେ କି ସେ ନିଜର ହେବାକୁ ଥିବା ସ୍ତ୍ରୀଙ୍କ ପାଇଁ ଫିଟ ହେବେ।

ବହୁତ ଅଧିକ ଖାଉଥିଲେ

 

View this post on Instagram

 

A post shared by John Thomas Allaire (@540fitness)

ଜନଙ୍କର ଅଧିକ ଖାଇବାର ଅଭ୍ୟାସ ଥିଲା। ଏଥିରୁ ବାହାରିବା ପାଇଁ ତାଙ୍କୁ ବହୁତ କଷ୍ଟ ହୋଇଥିଲା। କିନ୍ତୁ ଯେଉଁ ଝିଅଙ୍କୁ ସେ ବାହା ହେବାକୁ ଚାହୁଁଥିଲେ ସେ ତାଙ୍କୁ ହାଇସ୍କୁଲରୁ ଜାଣିଥିଲେ। ତାଙ୍କର ଜନଙ୍କ ଉପରେ ବିଶ୍ଵାସ ଥିଲା କି ସେ ଏସବୁ କରି ପାରିବେ।ସେ ଫିଟ ହୋଇ ପାରିବେ।ଜନ କହିଛନ୍ତି କି ତାଙ୍କ ମାଆ-ବାପାଙ୍କର ଛାଡପତ୍ର ହୋଇ ଯାଇଥିଲା। ଏହି କାରଣରୁ ମଧ୍ୟ ତାଙ୍କ ଖାଦ୍ୟ ସିଷ୍ଟମ ବିଗିଡି ଯାଇଥିଲା।

ସୋଫା- ଚଉକି ଭାଙ୍ଗି ଦେଉଥିଲେ

 

View this post on Instagram

 

A post shared by John Thomas Allaire (@540fitness)

ଜନଙ୍କ ବାପାଙ୍କ ମୃ-ତ୍ୟୁ ପରେ ସେ ବହୁତ ମୋଟା ହୋଇ ଯାଇଥିଲେ। ସେ ନିଜେ ନିଜକୁ ସମସ୍ତଙ୍କ ଠାରୁ ଅଲଗା କରି ନେଇଥିଲେ। ସେତେବେଳେ ତାଙ୍କ ଓଜନ ଏତେ ବଢି ଯାଇଥିଲା କି ସେ ଆସବାବପତ୍ରରେ ବସୁଥିଲେ ତ ସେସବୁ ଭାଙ୍ଗି ଯାଉଥିଲା। ସେ ଅନେକ ସୋଫା, ଚଉକି ଭାଙ୍ଗିଛନ୍ତି।

ମରିବାକୁ ମଧ୍ୟ ଚିନ୍ତା କରିଥିଲେ

 

View this post on Instagram

 

A post shared by John Thomas Allaire (@540fitness)

ଲୋକମାନେ ତାଙ୍କୁ ମଧ୍ୟ ବହୁତ ଚିଡାଉ ଥିଲେ। ସେହି ସମୟରେ ଜନ ମୁଣ୍ଡରେ ଅନେକ ଥର ମରିବାକୁ ଚିନ୍ତା ମଧ୍ୟ କରିଥିଲେ। କିନ୍ତୁ ତାଙ୍କ ବନ୍ଧୁ Caila ତାଙ୍କ ସହିତ ଥିଲେ। ପରେ ଜନ ତାଙ୍କୁ ହିଁ ବାହା ହୋଇଥିଲେ। ସେ କହିଥିଲେ କି ସେ ତାଙ୍କୁ ସେମିତି ହିଁ ଭଲପାଉଥିଲେ ଯେମିତି ସେ ଅଟନ୍ତି। କିନ୍ତୁ ଜନ ଚାହୁଁଥିଲେ କି ସେ ମଧ୍ୟ ଏହି ସମ୍ପର୍କରେ ନିଜର ବେଷ୍ଟ ଦେବେ।

ଧିରେଧିରେ କରିବାକୁ ଲାଗିଲେ ଫିଟନେସ ପାଇଁ କାମ

 

View this post on Instagram

 

A post shared by John Thomas Allaire (@540fitness)

ସବୁଠାରୁ ପ୍ରଥମେ ସେ ନିଜର ଡାଏଟକୁ ଠିକ କରିଥିଲେ। ସେ ଜଙ୍କ ଫୁଡ ଖାଇବା ବନ୍ଦ କରି ଦେଇଥିଲେ। ସେ ବହୁତ ଅଧିକ କାମ କରିବାକୁ ଲାଗିଥିଲେ। ଏହାଦ୍ଵାରା ତାଙ୍କ ଶରୀରର ଆକାର ସୁଧୁରିବାକୁ ଲାଗିଥିଲା।

ଆଉ ପୁଣି…

 

View this post on Instagram

 

A post shared by John Thomas Allaire (@540fitness)

ଜନ ଏହାପରେ ଜିମରେ ଯୋଗ ଦେଇଥିଲେ। ସେ ପୂରା ପ୍ରଚେଷ୍ଟାର ସହିତ ଏହା ଉପରେ କାମ କରିଥିଲେ।

କଣ ଏ ସେହି ଜନ ଅଟନ୍ତି?

 

View this post on Instagram

 

A post shared by John Thomas Allaire (@540fitness)

ଜିମରେ ସେ ବାର୍କଆଉଟ କରୁଥିଲେ। ତାଙ୍କୁ ଦେଖି କୋଚ ଏବଂ ଆଖପାଖର ଲୋକମାନେ ମଧ୍ୟ ବହୁତ ଖୁସି ଥିଲେ। ଜନ ବହୁତ ଜୋଶରେ ଭରି ହୋଇଥିଲେ। ତାଙ୍କୁ କୈାଣସି ପ୍ରକାରରେ ମଧ୍ୟ ନିଜ ଫିଟନେସ ପାଇଁ କାମ କରିବାର ଥିଲା।

ଏକବର୍ଷ ମଧ୍ୟରେ ଦେଖନ୍ତୁ ପାର୍ଥକ୍ୟ

 

View this post on Instagram

 

A post shared by John Thomas Allaire (@540fitness)

ଏକବର୍ଷ ମଧ୍ୟରେ ଜନ ୧୪୦କିଲୋ ପାଖାପାଖି ଓଜନ କମ କରିଥିଲେ।

 

View this post on Instagram

 

A post shared by John Thomas Allaire (@540fitness)

ଲୋକମାନଙ୍କ ପର୍ଯ୍ୟନ୍ତ ପହଁଞ୍ଚାଇଲେ ନିଜର ସତ୍ୟ କାହାଣୀ

ଜନ ଇନଷ୍ଟା ମାଧ୍ୟମରେ ଲୋକମାନଙ୍କ ପର୍ଯ୍ୟନ୍ତ ନିଜର ସତ୍ୟ କାହାଣୀକୁ ପହଞ୍ଚାଇ ଥିଲେ। ସେ ଲୋକମାନଙ୍କୁ ଏହା ଦେଖାଇଥିଲେ କି ଯଦି ଆମେ କିଛି କରିବାକୁ ଲକ୍ଷ କରିବା ତାହେଲେ କ’ଣ କରି ପାରିବା ନାହିଁ।

ବିଶ୍ଵାସ ହେଉନାହିଁ ନା?

 

View this post on Instagram

 

A post shared by John Thomas Allaire (@540fitness)

ନିଜ ସ୍ତ୍ରୀଙ୍କ ସହିତ ଜନ

 

View this post on Instagram

 

A post shared by John Thomas Allaire (@540fitness)

ଡେଡଲିଫ୍ଟ ବର୍କଆଉଟ କରି

 

View this post on Instagram

 

A post shared by John Thomas Allaire (@540fitness)

ତ ଦେଖିଲେ ଆପଣମାନେ… ଓଜନକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ। ତାକୁ ଜିତିବାର ଅଛି। ଜନଙ୍କ ସତ୍ୟ କାହାଣୀରୁ ଆପଣ ମଧ୍ୟ ପ୍ରେରଣା ନେଇ ପାରିବେ।

Leave a Reply

Your email address will not be published. Required fields are marked *