ଅଧିକାଂଶ ଯୁବକଙ୍କ ଫେଶନ ଟ୍ରେଣ୍ଡ ବଲିଉଡ ସେଲିବ୍ରେଟୀଙ୍କ ଦ୍ଵାରା ପ୍ରେରିତ ହୋଇଥାନ୍ତି। ଯେତେବେଳେ କୈାଣସି ସିନେମା ତାରକା ଗୋଟିଏ ସ୍ବତନ୍ତ୍ର ଡ୍ରେସ ପିନ୍ଧି ନେଇଥାନ୍ତି ତ ତାଙ୍କ ଫ୍ୟାନ୍ସ ସେହି ଫେଶନକୁ ଫଲୋ କରିବାକୁ ଲାଗିଥାନ୍ତି। ଏମିତିରେ ତ ଏହି ତାରକାମାନେ ସବୁବେଳେ ଷ୍ଟାଇଲିଷ୍ଟ ରୂପରେ ଦେଖା ଯାଇଥାନ୍ତି, କିନ୍ତୁ ଅନେକ ଥର ଏମାନଙ୍କ ଫେଶନ ସେନ୍ସ ଉପରେ କଳଙ୍କ ମଧ୍ୟ ଲାଗି ଯାଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ତାରକାମାନଙ୍କ ସହିତ ଦେଖା କରିବାକୁ ଯାଉଛୁ ଯେଉଁମାନଙ୍କ ଷ୍ଟାଇଲ ଏବଂ ଫେଶନକୁ ଦେଖି ଆପଣଙ୍କୁ ବାନ୍ତି କରିବା ପାଇଁ ମନ ହେବ।
ସୈଫ ଅଲି ଖାନ: କକଟେଲ(Cocktail) ସିନେମାରେ ସୈଫ ଏହି ପ୍ରକାରର ବେକାର ଡ୍ରେସ ପିନ୍ଧିଥିଲେ। ତାଙ୍କୁ ଏହି ରୂପରେ ଦେଖି ଲୋକମାନେ ଚିନ୍ତାରେ ପଡ଼ି ଯାଇଥିଲେ କି ବାସ୍ତବରେ ସୈଫଙ୍କ ଭଳି ନବାବୀ ଅଭିନେତା ଏହି ଡ୍ରେସ ପିନ୍ଧିବା ପାଇଁ ପ୍ରସ୍ତୁତ କେମିତି ହୋଇ ପାରିଥିଲେ।
ସଞ୍ଜୟ ଦତ୍ତ: ଏହି ଫଟୋ ବର୍ଷ୨୦୦୦ରେ ଆସିଥିବା ସିନେମା ‘ଜଙ୍ଗ’ର ଅଟେ। ଏଥିରେ ସଞ୍ଜୟଙ୍କ ଲୁକ ବହୁତ ହିଁ ବେକାର ଲାଗୁଥିଲା। ଗୋଟିଏ ଜମାନା ଥିଲା ଯେତେବେଳେ ଲୋକମାନେ ସଞ୍ଜୁ ବାବାଙ୍କୁ ତାଙ୍କ ଡ୍ରେସିଂ ସେନ୍ସ ଏବଂ ହେୟାର ଷ୍ଟାଇଲ ପାଇଁ ଫଲୋ କରୁଥିଲେ। କିନ୍ତୁ ତାଙ୍କର ଏହି ଷ୍ଟାଇଲ ବହୁତ ଖ-ରା-ପ ଅଟେ।
ଅନିଲ କପୂର: ଏଭରଗ୍ରୀନ ୟଙ୍ଗ ଅଭିନେତା ଅନିଲ କପୂର ଯଦିଓ ସବୁବେଳେ ଯୁବକଙ୍କ ଭଳି ଦେଖା ଯାଉଛନ୍ତି, କିନ୍ତୁ ଯେତେବେଳେ ତାଙ୍କ ଛାତିର ବାଳ ଦେଖା ଯାଇଥାଏ ତ ଲାଗିଥାଏ ସାମ୍ନାରେ କୈାଣସି ଭାଲୁ ଛିଡ଼ା ହୋଇଛି। କମସେ କମ ସେ ଅନସ୍କ୍ରିନକୁ ଆସିବା ପୂର୍ବରୁ ନିଜ ଛାତିର ଚୁଟିକୁ ହଟେଇ ଦେଇଥାନ୍ତେ। କିନ୍ତୁ ତାଙ୍କର ଅନେକ ସିନେମାରେ ନିଜ ଶରୀରରେ ଭରି ହୋଇ ରହିଥିବା ବାଳ ଦେଖା ଯାଇଥାଏ ଯାହା କି ଦେଖିବାକୁ ବିଲକୁଲ ଭଲ ଲାଗିନଥାଏ।
ଜନ ଆବ୍ରାହମ: ଝିଅମାନେ ଯେତେବେଳେ ଉପରୁ ଗୋଟିଏ ଦୁଇଟି ବଟମ ଖୋଲି ଦିଅନ୍ତି ତ ଲୋକମାନେ ଧମାଲ କରି ଦେଇଥାନ୍ତି। ତାଙ୍କ ଚରିତ୍ର ଉପରେ ସନ୍ଦେହ କରିଥାନ୍ତି। ବର୍ତମାନ ଏଠାରେ ଜନ ଆବ୍ରାହମ ତ କେବଳ କହିବାକୁ ଗଲେ ଗୋଟିଏ ବଟମ ଲଗାଇଛନ୍ତି। ତାଙ୍କର ପୂରା ଛାତି ହିଁ ଦେଖା ଯାଉଛି। କହିବାର ଆବଶ୍ୟକତା ନାହିଁ କି ତାଙ୍କର ଏହି ଡ୍ରେସ ଏକଦମ ବେକାର ଅଟେ।
ଗୋବିନ୍ଦା: ସବୁବେଳେ ଭଲ ପୋଷାକରେ ନଜର ଆସୁଥିବା ଗୋବିନ୍ଦାଙ୍କ ଠାରୁ ଏହା ଆଶା କରାଯାଇ ନଥିଲା କି ତାଙ୍କର ଏହି ଲୁକ ମଧ୍ୟ ଫ୍ୟାନ୍ସଙ୍କୁ ଦେଖିବାକୁ ପଡ଼ିବ।
ଆଦିତ୍ୟ ପଞ୍ଚୋଲି: ପୀକେରେ ଆପଣମାନେ ଅମୀର ଖାନଙ୍କୁ ଏହି ଲୁକରେ ଦେଖିଥିବେ। କିନ୍ତୁ ଆଦିତ୍ୟ ପଞ୍ଚୋଲି ଏହି କାରନାମା ବହୁତ ଆଗରୁ ହିଁ କରି ସାରିଛନ୍ତି। ହେଲେ ତାଙ୍କର ଏହି ଷ୍ଟାଇଲ କିଛି ବି ଖାସ ଲାଗୁନାହିଁ।
ଶକ୍ତି କପୂର: ବର୍ତ୍ତମାନ ଶକ୍ତି କପୂରଙ୍କ ଫେଶନ ସେନ୍ସ ତ ସବୁବେଳେ ପାଇଁ ରଙ୍ଗହୀନ ହୋଇ ରହିଛି।ତ ଏଠାରେ ତାଙ୍କୁ ଏହି ରୂପରେ ଦେଖି ଆଶ୍ଚର୍ଯ୍ୟ ଲାଗୁନାହିଁ।
ସଞ୍ଜୟ ଦତ୍ତ: ବର୍ତ୍ତମାନ ରିପ୍ଡ ଜୀନ୍ସକୁ ନେଇ ସୋସିଆଲ ମିଡିଆରେ ଏତେ ଧମାକା ହେଉଛି। କିନ୍ତୁ ସଞ୍ଜୁ ବାବା ତ ଗୋଟିଏ ପାଦ ଆଗୁଆ ବାହାରିଲେ ଏବଂ ରିପ୍ଡ ବାନିୟାନ ମଧ୍ୟ ପିନ୍ଧି ନେଇଥିଲେ।
ସନୀ ଦେଓଲ: ବର୍ତ୍ତମାନ ସନୀ ପାଜୀଙ୍କୁ କଣ କହିବା? ତାଙ୍କୁ ଖ-ରା-ପ କହି ଅଢେଇ କିଲୋ ହାତରୁ ମାଡ ଖାଇବାର ନାହିଁ।
ଅକ୍ଷୟ କୁମାର: ଏକ୍ଶନ ଖିଲାଡ଼ିଙ୍କର ଏହି ଲୁକକୁ ଦେଖି ମୁହଁରୁ ଏହା ବାହାରୁଛି ‘ଆରେ ଛୁଆଙ୍କ ଜୀବନ ନେବ କି?’ମାନେ ଏହି ଲୁକକୁ ଦେଖି ଛୁଆମାନଙ୍କ ଉପରେ ସତରେ ଖ-ରା-ପ ପ୍ରଭାବ ପଡ଼ିବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।