ସାଂଖିକ ତୁଳନାରେ ତେଲୁଗୁ ସିେମାର ଏହି ଆକ୍ଟର ଆନ୍ଧପ୍ରଦେଶର ପୂର୍ବ ମୁଖ୍ୟ ମନ୍ତ୍ରୀ ଏବଂ ଆକ୍ଟର ଏନଟି ରାମା ରାଓଙ୍କ ପୁଅ ଅଟନ୍ତି। ସେ ୧୪ ବର୍ଷ ବୟସରୁ କାମ କରୁଛନ୍ତି ଏବଂ ସେ ବର୍ତ୍ତମାନ ପାଖାପାଖି ୧୦୦ ଟି ଫିଲ୍ମ କରି ସାରିଛନ୍ତି। ସେ କେତେକ କମ୍ପାନୀରେ ସେୟାର ମଧ୍ୟ ଅଛନ୍ତି ଏବଂ ଏହା ସହତ ସେ କେତେକ କମ୍ପାନୀର ମାଲିକ ମଧ୍ୟ ଅଛନ୍ତି। ବାଳକୃଷ୍ଣ ପାଖାପଖି ୮୦୦ କୋଟି ଟଙ୍କାର ମାଲିକ ଅଟନ୍ତି।
ସାଉଥ ଫିଲ୍ମର କ୍ରେଜ ଏବେ କେବଳ ସାଉଥରେ ରହି ନାହିଁ ଏହାକୁ ଏବେ ହିନ୍ଦୀ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି। ବହୁତ ଫିଲ୍ମକୁ ହିନ୍ଦୀରେ ଡବିଙ୍ଗ କରା ଯାଏ ଯାହା ପର୍ଦା ଉପରେ କମାଲ କରି ଦେଇଥାଏ। ସାଉଥର କେତେକ ସ୍ଟାର ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରନ୍ତି। ତାଙ୍କର ସ୍ଟାରଡମ କୌଣସି ହିନ୍ଦୀ ଫିଲ୍ମ ଆକ୍ଟର ମାନଙ୍କ ଠାରୁ କମ ନୁହେଁ। କ’ଣ ଆପଣ ଯାଣିଛନ୍ତି କେଉଁ ଆକ୍ଟରଙ୍କ ପାଖରେ କେତେ ସମ୍ପତି ଅଛି।
ରଜନୀକାନ୍ତ
ସାଉଥର ସବୁଠାରୁ ବଡ ଆକ୍ଟର ରଜନୀକାନ୍ତ ନିଜେ ନିଜ ଭିତରେ ବହୁତ ବଡ ନାମ ଅଟନ୍ତି। ରଜନୀ ଫିଲ୍ମ ବ୍ୟତିତ ରିୟଲ ଏସ୍ଟେଟ ଇନଭେସ୍ଟମେଣ୍ଟ , ଶେୟାର୍ସ , ପ୍ରୋଡକଶନ ଏବଂ ସ୍ଟୁଡିଓଜରେ ନିଜର ପଇସା ଲଗାଇ ଥାନ୍ତି। ତାଙ୍କ ପାଖରେ ପାଖାପାଖି ୩୩୪ କୋଟି ଟଙ୍କାର ସମ୍ପତି ରହିଛି।
କମଲ ହାସନ
କମଲ ଯେତେ ସାଉଥରେ ଫେମସ ସେତିକି ବଲିଉଡରେ ମଧ୍ୟ। ସେ ବଲିଉଡର କେତେକ ଫିଲ୍ମରେ ନିଜର କଳା ପ୍ରଦର୍ଶନ କରିଛନ୍ତି। ‘ ଚାଚି 420 ‘ ପରି ଫିଲ୍ଡରେ ଅତି ସୁନ୍ଦର ଅଭିନୟ କରିଥିବା କମଲ ୬୭୫ କୋଟି ଟଙ୍କାର ମାଲିକ ଅଟନ୍ତି। ଆକ୍ଟିଙ୍ଗ୍ ବ୍ୟତିତ ରିୟଲ ସ୍ଟେଟ ଏବଂ ପ୍ରୋଡକ୍ସନ ହାଉସ ଉନ୍ନୌପୋଲ ଓରୂଓ୍ବନ ତାଙ୍କ ରୋଜଗାର ର ମୁଖ୍ୟ ସ୍ରୋତ ଅଟେ।
ନାଗାର୍ଜୁନ
ନାଗାର୍ଜୁନ ଫିଲ୍ମରେ ଆକ୍ଟିଙ୍ଗ୍ ସହିତ ପ୍ରୋଡକ୍ସନ ମଧ୍ୟ କରନ୍ତି। ସେ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏହା ବ୍ୟତିତ ସେ ମା ଟିଭିର ବଡ ସେୟାର ହୋଲଡର , ଅନ୍ନପୂର୍ଣା ସ୍ଟୁଡିୟୋଜ , ଏନ – କନ୍ବେଂଶନ ସେଣ୍ଟର , ମୁମ୍ବାଇ ମାସ୍ଟର୍ସ ଅଫ ଇଣ୍ଡିଆନ ବୈଡମିଣ୍ଟିନ ଲିଗ ସହିତ ମାଲିକ ଟିଭି ପ୍ରୋଡ୍ୟୁସର । ଏହା ସହିତ ସେ ୩୩୦ କୋଟି ଟଙ୍କାର ମାଲିକ ଅଟନ୍ତି।
ପ୍ରଭାସ
ପ୍ରଭାସ ହିନ୍ଦୀ ସିନେମାରେ ବାହୁବଳୀରୁ ପରିଚିତ। ପ୍ରଭାସ ବଲିଉଡ ଫିଲ୍ମ ଅାକ୍ସନ ଜାକ୍ସନ ରେ କାମ କରି ସାରିଛନ୍ତି। ପ୍ରଭାସ ପାଖାପାଖି ୮୦ କୋଟି ଟଙ୍କାର ମାଲିକ ଅଟନ୍ତି।
ମହେଶ ବାବୁ
ସାଉଥ ଫିଲ୍ମର ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହେଶ ବାବୁ। ସେ ନିଜର ପଇସା ସ୍ଟୁଡୀଓଜ ଏବଂ ତେଲୁଗୁ ଫିଲ୍ମର ପ୍ରୋଡ୍ୟୁସରରେ ଲଗାନ୍ତି। ସେ ପାଖାପାଖି ୧୩୩ କୋଟି ଟଙ୍କାର ମାଲିକ ଅଟନ୍ତି।
ରାମଚରଣ ତେଜା
ଚିରଞ୍ଜିବଙ୍କ ପରି ତାଙ୍କ ପୁୁଅ ରାମଚରଣ ତେଜା ମଧ୍ୟ ସାଉଥ ଫିଲ୍ମରେ ବହୁତ ନାଁ କମେଇଛନ୍ତି। ଏୟାର ଲାଇନ କମ୍ପାନୀ , ପୋଲୋ ରାଇଡିଙ୍ଗ କ୍ଲବ , obstacle ରନିଙ୍ଗ ସିରିଜ , ଡେଓ୍ବିଲ୍ସ ସର୍କିଟ , କୋନିଡେଲା ପ୍ରୋଡକ୍ସନ କମ୍ପାନୀ , ମା ଟିଭି ରେ ଶେୟାର୍ସ , ଅପୋଲରେ ପୋଲୋ ରାଇଡିଙ୍ଗ କ୍ଲବର ଶେୟାର। ସେ ୧୪୦ କୋଟି ଟଙ୍କା ସମ୍ପତିର ମାଲିକ ଅଟନ୍ତି।
ବାଳକୃଷ୍ଣା
ମୁଖ୍ୟ ରୂପରେ ତେଲୁଗୁ ସିନେମାର ଏହି ଆକ୍ଟର ଆନ୍ଧ୍ରପ୍ରଦେଶର ପୂର୍ବ ମୁଖ୍ୟ ମନ୍ତ୍ରୀ ଏବଂ ଆକ୍ଟର ଏନ ଟି ରାମା ରାଓଙ୍କ ପୁଅ ଅଟନ୍ତି। ସେ ୧୪ ବର୍ଷ ବୟସରୁ ଫିଲ୍ମରେ କାମ କରୁଛନ୍ତି। ସେ ଏପର୍ଯ୍ୟନ୍ତ ୧୦୦ ଫିଲ୍ମରେ କାମ କରି ସାରିଛନ୍ତି। ତାଙ୍କର କେତେକ ସେୟାର ମଧ୍ୟ ଅଛି , ଏହା ସହିତ ସେ କେତେକ କମ୍ପାନୀର ମଧ୍ୟ ମାଲିକ ଅଛନ୍ତି। ବାଳକୃଷ୍ଣ ପାଖାପାଖି ୮୦୦ କୋଟି ଟଙ୍କାର ମାଲିକ ଅଟନ୍ତି।