କୁହାଯାଉଛି କି ରିୟା ଚକ୍ରବତି ଓ ସନ୍ଦୀପ ସିଂ ଙ୍କୁ ପୁଣି ଥରେ ପଚରା ଉଚରା ପାଇଁ ପୋଲିସ ଡାକିଛି । ଏଠାରେ ଜାଣି ରଖନ୍ତୁ ଏଥର ପଚରା ଉଚରା ପାଇଁ ଏମିତି ହିଁ ଡାକି ନାହାନ୍ତି । ବରଂ ଏହି କେସ ରେ ସନ୍ଧିକ୍ତ ମାନି ତାଙ୍କୁ ପଚରା ଉଚରା ପାଇଁ ଡକା ଯାଇଛି । ଏବଂ କୁହାଯାଉଥିଲା କି ରିୟା ଚକ୍ରବର୍ତ୍ତୀ ନିଶ୍ଚିତ ଏହି ଚକ୍ର ରେ ଜଡିତ ଅଛନ୍ତି । ବହୁତ ଦିନରୁ ଏ କଥା ଚାଲି ଆସୁଛି, ଏବଂ ଏପଟେ ସନ୍ଦୀପ ସିଂ ଉପରେ ପ୍ରଥମରୁ ସମସ୍ତଙ୍କ ନଜର ଥିଲା ।
ଏବେ ଏହି କଥା ସାମ୍ନାକୁ ଆସୁଛି କି ଯେବେ ପୋଲିସ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ ଚେକ୍ କରୁଥିଲେ । କୁହାଯାଉଛି କି ସୁଶାନ୍ତ ସିଂ ରାଜପୁତ ଙ୍କ ମୃତୁ ପୂର୍ବରୁ ତାଙ୍କ ଆକାଉଣ୍ଟ କୁ ୧୦ କୋଟି ଟଙ୍କା ଆସିଥିଲା । ଏବଂ ସୁଶାନ୍ତ ସିଂ ଙ୍କ ମୃତୁ ପରେ ୧୦ କୋଟି ଟଙ୍କା ତାଙ୍କୁ ପୁଣି ମିଳିଲା। ୧୦ କୋଟି ୧୦ କୋଟି ଟଙ୍କାର କାରଣ କଣ ଯେତେବେଳେ ପୋଲିସ ପଚାରିଲେ । କିନ୍ତୁ ସନ୍ଧିପ ଙ୍କ ପାଖରେ ସେମିତି କିଛି କାରଣ ହିଁ ନଥିଲା ଯାହା ସେ ଦେଖେଇ ପାରିଥାନ୍ତା । ଏଥିପାଇଁ ସନ୍ଦେହ କରି ପୋଲିସ ତାଙ୍କୁ ପଚରା ଉଚରା ପାଇଁ ଡକାଇଛନ୍ତି ।
ଏଠାରେ ପ୍ରଶ୍ନ ଆସୁଛି ରିୟା ଚକ୍ରବର୍ତ୍ତୀ ଙ୍କୁ କଣ ପାଇଁ ଡକା ଯାଇଛି? ଆପଣ ଜାଣିଥିବେ ପୂର୍ବରୁ ରୀୟ ଙ୍କ ଉପରେ ନିଷାନା ଲାଗିଥିଲା । ଏବେ କୁହା ଯାଉଛି କି ସେ ଯେଉଁ ସୁଶାନ୍ତ ସିଂ ରାଜପୁତ ଙ୍କ କମ୍ପାନୀ ରେ ପାର୍ଟନର ଥିଲେ, ଯେତେବେଳେ ସେ ବିଷୟରେ ପୋଲିସ ତଦନ୍ତ କଲେ ସେତେବେଳେ ରିୟା ଫସିଗଲା ଏହା ଭିତରେ । ପୋଲିସ ଦେଖିଲେ କି ରିୟା ଏକ ଟଙ୍କା ବି ସେ କମ୍ପାନୀରେ ଲଗେଇନାହନ୍ତି ହେଲେ ପୁଣି ସେ ୫୦ % ମାଲିକ କେମିତି ସେ କମ୍ପାନୀ ରେ। ଏବଂ ଏତିକି ନୁହେଁ ସେହି କମ୍ପାନୀ ରେ ତାଙ୍କ ଭାଇ କେମିତି ଯୋଡିଏ ହୋଇଗଲେ ? ଯେତେ ବେଳେ ଏକ କମ୍ପାନୀର ରେ କେହି ବରାବର ପଇସା ଲଗେଇଥନ୍ତି ସେତେବେଳେ ପାର୍ଟନର ହୋଇଥାନ୍ତି। କିନ୍ତୁ ବିନା ପଇସା ଲଗେଇ ସେ କେମିତି ହୋଇଗଲେ ପାର୍ଟନର ।
ସନ୍ଦୀପ ସିଂ ଉପରେ ଆଗରୁ ସୁଶାନ୍ତ ସିଂ ରାଜପୁତ ଙ୍କ ପରିବାର ଲୋକ ଆରୋପ ଲଗେଉଥିଲେ। କାରଣ ପରିବାରଙ୍କୁ ଏହା ସନ୍ଦେହ ହେଉଥିଲା କି ସନ୍ଦୀପ ସିଂ ହିଁ ସୁଶାନ୍ତ ସିଂ ଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସହ କିଛି ଛେଡ ଛାଡ଼ କରୁଛନ୍ତି । ଏଥି ପାଇଁ ସେ ବିହାରରେ କେସ ମଧ୍ୟ କରିଥିଲେ। ଏତିକି ହିଁ ନୁହେଁ ସୁଶାନ୍ତ ସିଂ ରାଜପୁତ ବାପା ଏହାର ମଧ୍ୟ କହିଥିଲେ, ଏ ସନ୍ଧିପ କିଏ ଆମେ ଜାଣିନୁ, ସୁଶାନ୍ତ ମୋସହ ସବୁ କଥା ସେୟାର କରୁଥିଲେ ହେଲେ ସନ୍ଦୀପ ବିଷୟରେ କିଛି ବି କହିନି। ଏବଂ କେବେ ବି ସେ ଘରେ କାହାକୁ ଏମିତି ସାଧାରଣ ସାଙ୍ଗକୁ ରହିବାକୁ ଦିଏ ନାହିଁ । ଯଦି ସେ ଘରେ ରହିବାକୁ ଦେଉନଥିଲେ ତ ତାଙ୍କୁ ଘରେ କେମିତି ରହିବାକୁ ଦିଆଗଲା ।
ଯଦି ବି ସେ ରହିଲା ଏବଂ ଯଦି ବି ସୀ ଭଲ ସାଙ୍ଗେ ହେଲେ ସୁଶାନ୍ତ ସିଂ ରାଜପୁତ ଙ୍କ ସାଥ ଆଜି ପର୍ଯ୍ୟନ୍ତ ଦେଇନାହିଁ । ଯେତେବେଳେ ନିଜର ବାର୍ତ୍ତା ରଖିଛି ନିଜର ଇଣ୍ଡଷ୍ଟ୍ରି ସପକ୍ଷରେ ସଫେଇ ଦେଇଛି । ସବୁବେଳେ ଏହା କହିବାକୁ ଚେଷ୍ଟା କରିଛି କି ସୁଶାନ୍ତ ସିଂ ରାଜପୁତ ଡିପ୍ରେସନ୍ ଥିବା କାରଣରୁ ଆତ୍ମହତ୍ୟା କରିଛନ୍ତି । କେବେ ହେଲେ CBI ତଦନ୍ତ ପାଇଁ ଦାବି କରି ନାହାନ୍ତି। ଏହା ସହ ରିୟା ଚକ୍ରବର୍ତ୍ତୀ ଙ୍କ ମୁହଁରୁ ଥରଟେ ପାଇଁ ବାହାରିଲା ନାହିଁ କି CBI ତଦନ୍ତ ହେବା ଦରକାର।
ହୋଇଥାଇ ପାରେ ଏ ଦୁହେଁ ଏହି କେସ ରେ ସାମିଲ ଅଛନ୍ତି ପୋଲିସ କୁ ଏହା ଲାଗୁଛି କାରଣ ୨୦ କୋଟି ଟଙ୍କାର ମାମଲା ଏହି ସନ୍ଦେହକୁ ଆହୁରି ବଢେଇ ଦେଇଛି । ଏବଂ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତ ଙ୍କ କମ୍ପାନୀରେ ରେ ନିର୍ଦେଶ ଅଛନ୍ତି ଏବଂ ରିୟା ଭାଇ ମଧ୍ୟ ଅଛନ୍ତି । ବିନା ପଇସା ଲଗେଇ କେମିତି କଣ ପାଇଁ ସେ କଲେ ? ସେ ଯାହାବି ହେଉ ଏଥର ଖୁସି ଖବର ଏହା କି ପୋଲିସ ଏ ଦୁଇ ଜଣକୁ ଦକେଇଛି ଜେରା କରିବାକୁ ହୁଏତ ଆଗକୁ କିଛି ତଥ୍ୟ ସାମ୍ନାକୁ ଆସିବ।
ଆପଣକୁ କଣ ଲାଗୁଛି ସନ୍ଦୀପ ଓ ରିୟା ଏ କେସ ରେ ସାମିଲ ଅଛନ୍ତି? ଏବଂ ଏହି କେସ CBI ତଦନ୍ତ କରିବା ଉଚିତ୍ କି?