ସୁଶାନ୍ତ ସିଂ ରାଜପୁତ ଙ୍କ ମୃତୁ ପୂର୍ବରୁ ଏତେ ସାରା ଧମକ ପୂର୍ଣ୍ଣ ଫୋନ କଲ ଆସୁଥିଲା କି ସେ ତାଙ୍କ ଘରେ ସୋଇନଥିଲେ ମଧ୍ୟ ଅଧା ଟାଇମ୍। ଏହା ସହ ତାଙ୍କ କୁକୁର ଫର୍ଜ୍ ତାଙ୍କ ହତ୍ୟାକାରୀଙ୍କୁ ଚିହ୍ନି ଦେଇଥିଲା । ସୁଶାନ୍ତ ସିଂ ରାଜପୁତ ମୃତୁବରଣ କରିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଘରେ ପାର୍ଟି କରିଥିଲେ। ସେ ପାର୍ଟି କଣ ପାଇଁ କରିଥିଲେ ? ଏ ଯେଉଁ ପ୍ରଶ୍ନ ସବୁ ଆପଣଙ୍କ ମନରେ ଉଙ୍କି ମାରୁଛି ଏହାର ଜବାବ ଆପଣଙ୍କୁ ଏଠାରେ ମିଳିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।
ପୂର୍ବ RAW ଅଫିସର ଜଣଙ୍କ ବହୁତ ବଡ଼ ଖୋଲାଶା କରିଛନ୍ତି। ବହୁତ ବଡ଼ ବଡ଼ ତଥ୍ୟ ପ୍ରକାଶ କରିଛନ୍ତି। ଯେଉଁ RAW ଅଫିସର ଏହି ବଡ଼ ଖାେଲାସା କରିଛନ୍ତି ତାଙ୍କ ନାମ ହେଉଛି ଏନ୍. କେ ସୁଧ । ସେ ବହୁତ ସାହସିକ ବ୍ୟକ୍ତି ଅଟନ୍ତି, ସେ ବହୁତ ବଡ଼ ବଡ଼ ଖୋଲାସା କରନ୍ତି। ସେ ବହୁତ ଭିତର କଥା ମଧ୍ୟ କୁହନ୍ତି ଯାହା ଜଣେ ସାଧା ମଣିଷ ଜାଣିବା କଷ୍ଟ କାର । ସେ ଆଗରୁ RAW ଅଫିସର ରହିଛନ୍ତି ସେ ବଡ଼ ବଡ଼ ଖାେଲାସା କଲେ ମଧ୍ୟ ତାଙ୍କର କେହି କିଛି କରି ପାରିବେ ନାହିଁ।
ମିଷ୍ଟର ସୁଦ୍ ଙ୍କ କହିବା ମୁତାବିକ, ସୁଶାନ୍ତ ସିଂ ରାଜପୁତ ଙ୍କ ହତ୍ୟା ହୋଇଛି ଏହା କେବେ ଆତ୍ମହତ୍ୟା ନୁହେଁ । ସୁଶାନ୍ତ ସିଂ ରାଜପୁତ ଙ୍କୁ କେହି ନିଜର ଲୋକ ହିଁ ମାରିଛନ୍ତି । ସେ କେହି ବି ବ୍ୟକ୍ତି ହୋଇଥାଇ ନା କାହିଁକି । କାହିଁକି ନା ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ ଏକ କୁକୁର ରହୁଥିଲା ତା ନାଁ ଫର୍ଜ, ସେ କୁକୁର ସବୁବେଳେ ସୁଶାନ୍ତ ସିଂ ଙ୍କ ସହିତ ରହିଥାଏ। ଯଦି ବି ସୁଶାନ୍ତ ଙ୍କ ସହ ରହିନଥାଏ କିନ୍ତୁ ସେ ସୁଶାନ୍ତ ସିଂ ଙ୍କ ଘରେ ରହିଥାଏ। ଯଦି ସୁଶାନ୍ତ ସିଂ ଙ୍କ ଘରକୁ କେହି ଅଜଣା ବ୍ୟକ୍ତି ଆସିଥାନ୍ତା ତାହାଲେ ସେ ନିଶ୍ଚିନ୍ତ ଭୁଲି ଥାଆନ୍ତା । ଏଥି ପାଇଁ ମିଷ୍ଟର ସୁଧ୍ କହୁଛନ୍ତି କି କେହି ନିଜର ଜଣା ସୁଣା ବ୍ୟକ୍ତି ଯିଏ କି ଆଗରୁ ସୁଶାନ୍ତ ଙ୍କ ଘରକୁ ଯିବା ଆସିବା କରିଛି ଏବଂ ପର୍ଜ୍ ତାକୁ ଜାଣିଛି। ସେ ବ୍ୟକ୍ତି ସାଙ୍ଗ ହୁଅନ୍ତୁ ଅଥବା ଚାକର କେହି ବି ହୁଅନ୍ତୁ କିନ୍ତୁ କେହି ଜଣେ ପାଖ ଲୋକ ଏହି ହତ୍ୟା କରିଛି।
ଏହା ସହିତ ମିଷ୍ଟର ସୁଧ କହିଛନ୍ତି କି, ସୁଶାନ୍ତ ସିଂ ରାଜପୁତ ଙ୍କୁ ଏତେ ଅଧିକ ଧମକ ପୂର୍ଣ୍ଣ ଫୋନ କଲ ଆସୁଥିଲା ଯେ କେତେ ଥର ସେ ଘରଠୁ ବାହାରକୁ ଯାଇ ସୋଉଥିଲେ। ଏମିତି କି ବହୁତ ଦିନ ନିଜ ଗାଡ଼ିକୁ ଏକ ସୁନ ସାନ୍ ଜାଗାରେ ରଖି ସେଥିରେ ଶୋଉଥିଲେ। ଏବଂ କେବେ ହୋଟେଲ ଯାଇ ସୋଇଯାଇଥିଲେ। ଏହାର ଅର୍ଥ ତାଙ୍କୁ ଧମକ ଏଭଳି ଭାବରେ ମିଳୁଥିଲା ଯେ ତାଙ୍କ ପଛରେ ପ୍ରଫେସନାଲ କିଲର୍ ଲାଗିଥିଲ। ଆପଣ ଜାଣିଥିବେ ପ୍ରଫେସନାଲ ଗ୍ୟାଙ୍ଗ “ଦାଉଦ୍” ଏମାନେ ଯାହା ପଛରେ ଲାଗି ଯାନ୍ତି ସେ ବ୍ୟକ୍ତି ଡରିବାକୁ ଲାଗେ । ତା ଭିତରେ ଘବ୍ରହଟ୍ ହେବାକୁ ଲାଗେ ।
ଏବଂ ମିଷ୍ଟର ସୁଧ ଙ୍କ କହିବା ଅନୁସାରେ ପୋଲିସଙ୍କୁ ସୁଶାନ୍ତ ସିଂ ଙ୍କ ଚାକର ଙ୍କୁ ଭଲ ଭାବରେ ପଚରା ଉଚରା କରିବା ଦରକାର । କାରଣ ସୁଶାନ୍ତ ସିଂ ରାଜପୁତ ଙ୍କୁ ଧମକ ପୂର୍ଣ୍ଣ ଫୋନ କଲ ଆସୁଥିଲା ଏବଂ ସେ ଘରୁ ବାହାରି ଯାଉ ଶୋଉ ଥିଲେ ମାନେ ତାଙ୍କ ଚାକରଙ୍କୁ କିଛି ଜଣା ଥିବ । ହୋଇପାରେ ତାଙ୍କ ଚାକର ଏଥିରେ ସାମିଲ ଥାଇ ନପାରନ୍ତି କିନ୍ତୁ ତାଙ୍କୁ କିଛି ତଥ୍ୟ ନିଶ୍ଚିନ୍ତ ଜଣାଥିବ । ଏବଂ ସେମାନେ କିଛି ତଥ୍ୟ ଲିଚେଇବାକୁ ଚେଷ୍ଟା କରୁଛନ୍ତି କାରଣ ଚାକର ତାର ବୟାନ ବଦଳେଇଛି । କାରଣ କେତେ ବେଳେ କହୁଛି କି ସାହାବ ମରିବା ପୂର୍ବରୁ ଯୁଶ୍ ମାଗିଥିଲେ ତ କେବେ କହୁଛି ମାଗି ନଥିଲେ।
ଏହା ଛଡ଼ା ବି ଆହୁରି ବଡ଼ ଖୋଲାସା ମିଷ୍ଟର ସୁଧ କରିଛନ୍ତି ଯାହା ଜଣେ ସାଧାରଣ ଲୋକ କରିବା ତ ଦୂର କଥା ଜାଣିବା କଷ୍ଟକର। ସେ କହିଛନ୍ତି କି ବଲିଉଡ଼ କିପରି ପାକିସ୍ଥାନ ସହ ମିଶିକି କାମ କରିଥାଏ ଏବଂ କେମିତି ପାକିସ୍ଥାନ ର ପଇସା ବଲିଉଡ଼ ରେ ଲାଗିଥାଏ । ଏବଂ ପାକିସ୍ତାନ କେମିତି ବହୁତ ରୋଜଗାର କରିଥାଏ ବିଲିଉଡ୍ ରୁ ।
ସୁଶାନ୍ତ ସିଂ ରାଜପୁତ ମୃତୁ ପୂର୍ବରୁ ଏକ ପାର୍ଟି କରିଥିଲେ ଆପଣ ଜାଣିଥିବେ କିନ୍ତୁ ମରିବା ଏକ ଦିନ ପୂର୍ବରୁ ମାନେ ୧୩ ଜୁନ କୁ ସେ କଣ ପାଇଁ ପାର୍ଟି କରିଥିଲେ ? ସୁଶାନ୍ତ ସିଂ ରାଜପୁତ ଙ୍କୁ ୧୧ ଜୁନ କୁ ଏକ ଫିଲ୍ମ ମିଳିଥିଲା ଯାହା ଜୁମି ଯ୍ୟାଫିର୍ ଙ୍କ ଆଗକୁ ଆସୁଥିବା ଫିଲ୍ମ ରେ ସୁଶାନ୍ତ ସିଂ ରାଜପୁତ ଙ୍କୁ ସାଇନ୍ କରିଥିଲେ । ଯାହାପରେ ସୁଶାନ୍ତ ସିଂ ରାଜପୁତ ବହୁତ ଖୁସି ଥିଲେ ତେଣୁ ୧୩ ତାରିଖ କୁ ଯେଉଁ ପାର୍ଟି କରିଥିଲେ ସେହି ଫିଲ୍ମ ମିଳିବା ଖୁସିରେ ହୋଇଥିଲା। ଏଠାରେ କହି ରଖୁଛୁ ଏହି ଦାବି ଫେସବୁକ ରେ ପାୟେଲ୍ ନାମଙ୍କ ଜଣେ ଉଜର କରିଛନ୍ତି ।
ଏହି ଦାବି ପରେ କିଛି ନୂଆ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି, ଯେମିତି କି ୧୧ ଜୁନ କୁ ଫିଲ୍ମ ମିଳିଲା ଯଦି ତାଙ୍କର ଆତ୍ମହତ୍ୟା କରିବାର ଥିଲା ସେ ଫିଲ୍ମ ସାଇନ୍ କଣ ପାଇଁ କରିଥାନ୍ତେ । ଏତେ ଦିନ ପରେ ଫିଲ୍ମ ମିଳିବା କାରଣରୁ ସୁଶାନ୍ତ ସିଂ ବହୁତ୍ ଖୁସିଥିଲି ତାଙ୍କ ସାଙ୍ଗ ମାନଙ୍କୁ ପାର୍ଟି ମଧ୍ୟ ଦେଇଥିଲେ ତେଣୁ ସେ ଆତ୍ମହତ୍ୟା କେମିତି କରି ପାରିବେ ?