ମୁମ୍ବାଇର ବିଜିନେସମ୍ୟାନ ମୁକେଶ ଅମ୍ବାନୀ (Mukesh Ambani)ଙ୍କ ଘର ଏଣ୍ଟୀଲିୟା ପାଖ ସ୍କୋର୍ପିୟୋରୁ ବିସ୍ପୋରକରେ ଭରା ସନ୍ଦେହଜନକ କାର ମିଳିଛି। ଏହାର ସୂଚନା ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଦେଇଛନ୍ତି।
ମୁମ୍ବାଇ: ମୁମ୍ବାଇର ବିଜିନେସମ୍ୟାନ ମୁକେଶ ଅମ୍ବାନୀ (Mukesh Ambani)ଙ୍କ ଘର ଏଣ୍ଟୀଲିୟା ପାଖ ସ୍କୋର୍ପିୟୋରୁ ବିସ୍ପୋରକରେ ଭରା ସନ୍ଦେହଜନକ କାର ମିଳିଛି। ଏହାର ସୂଚନା ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଦେଇଛନ୍ତି।
ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, “ମୁମ୍ବାଇର ମୁକେଶ ଅମ୍ବାନୀଙ୍କ ଘର ଠାରୁ କିଛି ଦୂରରେ ଗୋଟିଏ ସ୍କୋର୍ପିୟୋ ଭ୍ୟାନ ମିଳିଛି, ସେହି ସ୍କୋର୍ପିୟୋ ଭ୍ୟାନରୁ କିଛି ଜିଲେଟିନ ମିଳିଛି। ଏହାର ପୂରା ତଦ-ନ୍ତ ମୁମ୍ବାଇ କ୍ରାଇ-ମବ୍ରାଞ୍ଚ କରୁଛି, ଯାହା ବି ବାସ୍ତବତା ଅଟେ ବହୁତ ଶୀଘ୍ର ସାମ୍ନାକୁ ଆସିଯିବ।”
ସନ୍ଧ୍ୟା ୪ଟା ପାଖାପାଖି ପୋ-ଲିସଙ୍କୁ ଲାବାରିସ କାରର ସୂଚନା ମିଳିଥିଲା। ସନ୍ଦେହଜନକ କାରର ସୂଚନା ମିଳିବା ମାତ୍ରେ ହିଁ ତାକୁ ସେଠାରୁ ହଟାଇ ଦୂରକୁ ନିଆଯାଇଛି। ସେଠାରେ ତାର ସନ୍ଧାନ ନିଆଯାଇଥିଲା ଏବଂ ତର୍ଜମା ବର୍ତ୍ତମାନ ମଧ୍ୟ ଜାରି ରହିଛି। ସେଠାରୁ ହଟାଇବା ସମୟରେ କାରରେ ଜିଲେଟିନ ଭଳି ବସ୍ତୁ ଦେଖାଯାଇଥିଲା। ସଙ୍ଗେସଙ୍ଗେ ବମ୍ବେ ସ୍କ୍ୱାର୍ଡକୁ ଡାକି ତ-ଦନ୍ତ ଆରମ୍ଭ କରାଯାଇଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।