ମୁମ୍ବାଇ: କୋରୋନାର ଆତଙ୍କ ଏବେ ଯାଏ ବି କମ ହୋଇନାହିଁ। ରୋଗର ପ୍ରଭାକରେ ପ୍ରତ୍ୟକ ଦିନ ଲୋକ ଆକ୍ରାନ୍ତ ହେଉଛନ୍ତି ଏବଂ କେତେକ ଲୋକମାନଙ୍କର ମୃତ୍ୟୁ ମଧ୍ୟ ହେଉଛି। ଦେଶର କିଛି ଯାଗରେ କୋରୋନା ପାଇଁ ପୁଣି କର୍ଫ୍ୟୁ ମଧ୍ୟ ଲଗାଯାଇଛି। ସାଧାରଣ ଲୋକମାନଙ୍କ ପରି ବଲିଉଡ ସ୍ଟାର ମଧ୍ୟ ନିଜର ଆବଶ୍ୟକତା ପାଇଁ ଘରୁ ବାହାରି ପାରୁ ନାହାନ୍ତି। ଏମିିତିରେ ସେଲିବ୍ରେଟିଜଙ୍କର କେତେକ କାହାଣୀ , ଫଟୋଜ ଏବଂ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଏହା ମଧ୍ୟରେ ପ୍ରିୟଙ୍କା ଚୋପରା ଏବଂ ନିକ ଜୋନାସଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଏହା ପ୍ରଥମ ଥର କପଲ ମାନଙ୍କ ମଧ୍ୟରେ ହୋଇଥିବା ସମସ୍ୟା ବୋଲି ଏହି ଘଟଣା କୁହାଯାଉଛି।
ପ୍ରିୟଙ୍କା ଏବଂ ନିକ ନିଜର ଆକ୍ଟିଭିଟିକୁ ନେଇ ନିଜ ଜୀବରେ ଖୁସି ଥିଲେ। ବର୍ତ୍ତମାନ ଖବର ଆସୁଛି କି ଦୁଇ ଜଣଙ୍କ ମଧ୍ୟରେ ସମସ୍ୟା ଚାଲୁଛି ବୋଲି, ଯାହାପାଇଁ ପ୍ରିୟଙ୍କା ଖରାପ ଶବ୍ଦ ରେ ଗାଳି କରି ନିଜଠାରୁ ଦଶ ବର୍ଷ ସାନ ସ୍ବାମୀ ନିକଙ୍କୁ ଧକ୍କା ମାରି ଗାଡିରୁ ବାହାର କରି ଦେଇଥିଲେ।
ମିଡିଆ ରିର୍ପୋଟ ଅନୁସାରେ ଏହି ଘଟଣା ଏକ ଫିଲ୍ମ ସୁଟିଂଗର ଅଟେ। ପ୍ରିୟଙ୍କା ଏବଂ ନିକ ଜୋନସ ସୋଫି କ୍ରମରର ଉପନ୍ୟାସ ଉପରେ ଆଧାରିତ ଜର୍ମାନ ଭାଷାର ଫିଲ୍ମ ଏସଏମଏସ ଫର ଡିଚ ର ଇଂଗ୍ରେଜୀ ରୋମିକରେ କାମ କରୁଛନ୍ତି। ଏହି ଫିଲ୍ମର ର୍ନଦ୍ଦେଶକ ଏବଂ ରାଇଟର ଜିମ ସ୍ଟ୍ରାସେ ଅଟନ୍ତି। ଫିଲ୍ମରେ ସୈମ ହୈଘନ ମଧ୍ୟ ଖାସ ରୋଲରେ ଅଛନ୍ତି।
ପ୍ରିୟଙ୍କା ଏବଂ ନିକଙ୍କୁ ବହୁତ ଲମ୍ବା ସମୟ ପରେ ଫିଲ୍ମର ବଡ ପରଦାରେ ଦେଖିବାକୁ ମିଳିବ। କିଛି ଦିନ ପୂର୍ବେ ଖବର ଆସିଥିଲା କି ପ୍ରିୟଙ୍କା କୌଣସି ନୂଆ ଫିଲ୍ମ ଦେଖିବାକୁ ମିଳିବେ ବୋଲି। କିନ୍ତୁ ଏଥିରେ ଏହା କ୍ଲିଅର ନଥିଲାକି ସେହି ଫିଲ୍ମରେ ତାଙ୍କ ସହିତ ତାଙ୍କ ସ୍ବାମୀ କାମ କରିବେ ବୋଲି।
ନିକ ଏବଂ ପ୍ରିୟଙ୍କା ଙ୍କର ଏକା ସହିତ ମ୍ୟୁଜିକ ଭିଡିଓ ପରେ ତାଙ୍କ ଫ୍ୟାନସ୍ ତାଙ୍କୁ ବଡ ପରଦାରେ ଦେଖିବେ ବୋଲି ବହୁତ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କ ଫ୍ୟାନସ୍ ମାନଙ୍କ ପାଇଁ ଏହି ଫିଲ୍ମ କୌଣସି ଟ୍ରିଟ ଠାରୁ କମ୍ ନୁହେଁ।
ବର୍ତ୍ତମାନ ନିକ ଏବଂ ପ୍ରିୟଙ୍କାର ବିବାହକୁ ଦୁଇ ବର୍ଷ ହୋଇଗଲାଣି। ଦୁଇ ଜଣ ସୋଶିଆଲ ମିଡିଆରେ ପରସ୍ପରକୁ ବିବାହ ବାର୍ଷିକର ଶୁଭେତ୍ସା ଜଣାଇଥିଲେ।
ପ୍ରିୟଙ୍କା ନିକଙ୍କ ୧-୨ ନଭେମ୍ବର ୨୦୨୦ରେ ବିବାହ କରିଥିଲ। ଦମ୍ପତି ଦୁଇ ଜଣ ଉଭୟ ହିନ୍ଦୁ ଏବ ଖ୍ରୀଷ୍ଟିଆନ ନିତୀରେ ବିବାହ କରିଥିଲେ। ନିକ ଆମେରିକାର ମ୍ୟୁଜିସିଆନ ଅଟନ୍ତି।
ପ୍ରିୟଙ୍କା ଙ୍କ ଓ୍ବାର୍କଫ୍ରଣ୍ଡର କ କଥା କହିବାକୁ ଗଲେ ସେ ବହୁତ ଜଲଦି ଦ ହ୍ବାଇଟି ଟାଇଗର ଏବଂ ଓ୍ବୀ କୌନ ବୀ ରେ ଦେଖିବାକୁ ମିଳିବେ। ଦ ଓ୍ବାଇଟ ଟାଇଗରରେ ତାଙ୍କ ସହିତ ରାଜକୁମାର ରାଓ ଲିଡ ରୋଲରେ ଦେଖିବାକୁ ମିଳିବେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।