ପରିବାର ଲୋକ କରି ଚାଲିଥିଲେ ଏପରି ଭୁଲ , କୁକୁର ଛୁଆ ଭାବି ଭାଲୁକୁ ପାଳି ଥିଲେ

ସୋସିଆଲ ମିଡିଆରେ ଅନେକ ଜିନିଷ ଭାଇରାଲ ହୋଇଥାଏ । ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଥାଏ । କେବେ କେବେ ଏପରି ଜିନିଷ ଭାଇରାଲ ହୋଇଥାଏ , ଯାହାକୁ ଦେଖିବା ପରେ ହସ ଅଟକି ନଥାଏ ତ ଆଉ କେବେ ଏପରି ଜିନିଷ ଭାଇରାଲ ହୋଇଥାଏ , ଯାହା ମନରେ ଦୁଃ-ଖ ଆଣି ଦେଇଥାଏ । ଆଉ କେବେ ପୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଘ-ଟଣା ବିଷୟରେ ଜାଣିବାକୁ ମିଳିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ଭ-ୟଭୀ-ତ ହୋଇଯିବେ । ଏପରି ଘ-ଟଣା ନିଶ୍ଚିତ ଭାବରେ ବିରଳ ହୋଇଥିବ । କାହିଁକି ନା ସୋସିଆଲ ମିଡିଆରେ ଆଗରୁ ଏପରି ଜିନିଷ ବିଷୟରେ ଶୁଣିବାକୁ ମିଳି ନାହିଁ ।

ତେବେ ଏହା କୌଣସି ସାଧାରଣ କଥା ନୁହେଁ , ନିଶ୍ଚିତ ଭାବରେ ଏଥିରେ ଟିକିଏ ଅସାଧାରଣ କଥା ଲୁ-ଚି ହୋଇ ରହିଛି । କାହିଁକି ନା ମଣିଷ ତାର ଜୀବନରେ ଏପରି କିଛି ଭୁଲ କରି ଦେଇଥାଏ , ଯାହା ବିଷୟରେ ସେ ନିଜେ ମଧ୍ୟ ଜାଣି ନଥାଏ କି , ସେ ଭୁଲ କରିବାରେ ଲାଗିଛି । ଆଉ ଏପରି ଭୁଲ ନିଶ୍ଚିତ ଭାବରେ ତାର ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।

ତେବେ ବର୍ତ୍ତମାନ ସମୟରେ ଭାଇରାଲ ହୋଇଥିବା ଭିଡିଓ ଚୀନର ଅଟେ । ଚୀନ ରେ ଘଟି ଯାଇଥିବା ଏହି ଘଟ-ଣାକୁ ନେଇ ଚର୍ଚ୍ଚା ଜୋର ଧରଛି । ଜଣେ ବ୍ୟକ୍ତି ଦୁଇ ବର୍ଷ ପୂର୍ବରୁ କୁକୁର ଭାବି ନିଜ ଘରେ ଭାଲୁ ଛୁଆକୁ ପୋଷି ଚାଲିଥିଲେ । ଆଉ ଦିନେ ଏପରି କିଛି ଘ-ଟଣା ଘଟିଥିଲା , ଯାହା ଫଳରେ ତାଙ୍କ ମନରେ ସ-ନ୍ଦେହ ବଢ଼ିବାକୁ ଲାଗିଥିଲା ।

ତେବେ ସୂଚନା ଅନୁଯାୟୀ , ଚୀନର ଏକ ପରିବାର ଦୁଇ ବର୍ଷ ପୂର୍ବରୁ ତିବତିୟ ମ୍ୟାସିକ କୁକୁର ଛୁଆ ଘରକୁ ଆଣିଥିଲେ । ଦୋକାନୀ ତାଙ୍କୁ ଠକାଇ ଦେଇଥିଲା ଆଉ ଏହି କୁକୁର ବହୁତ ଭଲ ବୋଲି ସେମାନଙ୍କୁ କହି ଦେଇ ଘରକୁ ପଠାଇ ଦେଇଥିଲା । ତେବେ ଏହି ଦୁଇ ବର୍ଷ ମଧ୍ୟରେ କୁକୁର ମଧ୍ୟରେ ଏପରି ଅନେକ ପାର୍ଥକ୍ୟ ଅନୁଭୂତ ହୋଇଥିଲା , ଯାହା ସେମାନଙ୍କୁ ସ-ନ୍ଦେହ କରିବାକୁ ବାଧ୍ୟ କରିଥିଲା । ଭାଲୁଟି ଦୁଇ ବର୍ଷ ମଧ୍ୟରେ ୧୧୪ କେଜି ଓଜନ ବୃଦ୍ଧି କରିଥିଲା । ଏପରିକି ତାର ଖାଇବା ପିଇବା ଢ଼ଙ୍ଗ ମଧ୍ୟ ଟିକିଏ ଅଲଗା ଥିଲା । କାହିଁକି ନା ସାଧାରଣ କୁକୁର ଭଳି ଖାଇବା ପିଇବା କରୁ ନଥିଲା । ସେ ଅଧିକ ଅଧିକ ଖାଇବାକୁ ଲାଗିଥିଲା ।

ତାର ଖାଇବା ବିଷୟରେ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ । କାହିଁକି ନା ସେ ଗୋଟିଏ ସମୟରେ ଦୁଇ ବାଲ୍ଟି ମ୍ୟାଗି ଖାଇଦେବା ସହିତ ଦୁଇ ବାସ୍କେଟ ଫଳ ମଧ୍ୟ ଖାଇ ଦେଉଥିଲା । ଯାହା ପରିବାର ଲୋକଙ୍କୁ ଭ-ୟଭୀ-ତ କରି ଦେଇଥିଲା । ଆଉ ସେମାନେ ବାଧ୍ୟ ହୋଇ ବନ ବିଭାଗକୁ ଏ ବିଷୟରେ ଜଣାଇ ଥିଲେ ।

ତେବେ ବନ ବିଭାଗ ଆସି କୁକୁରଟିକୁ ଯାଞ୍ଚ କରିବା ପରେ ଜଣା ପଡ଼ିଥିଲା କି , ତାହା କୁକୁର ନୁହେଁ ବରଂ ଏକ ଏସୀୟ ଭାଲୁ । ଯାହା ପରେ ପରିବାର ଲୋକ ପୁରାପୁରି ସ୍ତବ୍ଧ ହୋଇ ଯାଇଥିଲେ । ଆଉ ଏହାପରେ ବନ ବିଭାଗ ଭାଲୁଟିକୁ ଉଠାଇ ନେଇ ଯାଇଥିଲେ । ତେଣୁ ସଦାବେଳେ କୁକୁର କିଣିବା ପୂର୍ବରୁ ତାର ବ୍ରିଡ ଭଲ ଭାବରେ ଯାଞ୍ଚ କରି ଘରକୁ ଆଣିବା ପାଇଁ ପରାମର୍ଶ ଦିଆ ଯାଇଥାଏ ।

Leave a Reply

Your email address will not be published. Required fields are marked *