ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇ-ରାଲ ହେଉଛି, ଯାହାକୁ ଦେଖି ଆପଣଙ୍କର ବିଶ୍ଵାସ ମଧ୍ୟ ହେବନାହିଁ ଏବଂ ମଜା ମଧ୍ୟ ଲାଗିବ। ଏହି ଭିଡିଓରେ ଗୋଟିଏ ପକ୍ଷୀ (Bird Video) କିଛି ଏମିତି କରିଛି ଯାହା ଆପଣ ଚିନ୍ତା ମଧ୍ୟ କରି ପାରିବେ ନାହିଁ। ଭିଡିଓରେ ପକ୍ଷୀଟି ବହୁତ ସୁନ୍ଦର ଶୈଳୀରେ ଚୋରି କରୁଥିବାର ଦେଖାଯାଇଛି।
ସୋସିଆଲ ମିଡିଆରେ ବୋଧହୁଏ ମଜାଦାର ଭିଡିଓ (Funny Videos) ଭାଇ-ରାଲ ହେବାରେ ଲାଗିଥାଏ। କିଛି ଭିଡିଓ ଏମିତି ହୋଇଥାଏ, ଯାହାକୁ ଦେଖିବା ପରେ ଆପଣଙ୍କୁ ବିଶ୍ଵାସ ହିଁ ହେବ ନାହିଁ କି ବାସ୍ତବରେ ଏମିତି ମଧ୍ୟ ହୋଇପାରେ କି। ବର୍ତ୍ତମାନ ଏମିତି ହିଁ ଏକ ଭିଡିଓ ଭାଇ-ରାଲ ହେଉଛି, ଯାହାକୁ ଦେଖି ଆପଣଙ୍କର ବିଶ୍ଵାସ ମଧ୍ୟ ହେବନାହିଁ ଏବଂ ମଜା ମଧ୍ୟ ଲାଗିବ। ଏହି ଭିଡିଓରେ ଗୋଟିଏ ପକ୍ଷୀ (Bird Video) କିଛି ଏମିତି କରିଛି ଯାହା ଆପଣ ଚିନ୍ତା ମଧ୍ୟ କରି ପାରିବେ ନାହିଁ। ଆଜ୍ଞା ହଁ, ଭିଡିଓରେ ଗୋଟିଏ ପକ୍ଷୀ ବହୁତ ହିଁ ସୁନ୍ଦର ଶୈଳୀରେ ଚୋରି କରୁଥିବାର ଦେଖାଯାଇଛି।
Cutest thief ever! 😅😅 pic.twitter.com/ejMHd7ocF0
— Dipanshu Kabra (@ipskabra) February 17, 2021
ଏହି ଭିଡିଓ ଆଇପିଏସ ଅଫିସର ଦୀପାଂଶୁ କାବରା (IPS Officer Dipanshu Kabra) ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓ ସହିତ ସେ କ୍ୟାପଶନରେ ଲେଖିଛନ୍ତି, ‘ସବୁଠାରୁ ପ୍ୟାରା ଚୋର’। ଏହି ଭିଡିଓ ବହୁତ ହିଁ ମଜାଦାର ଅଟେ। ଭିଡ଼ିଓରେ ଆପଣ ଦେଖି ପାରୁଥିବେ ଗୋଟିଏ ପକ୍ଷୀ କେମିତି ଚୁପିଚୁପି ରେଷ୍ଟୁରାଣ୍ଟ ଭିତରକୁ ପଶୁଛି ଏବଂ ଲୋକମାନଙ୍କ ନଜରରୁ ବଞ୍ଚି ନିଜ ଥଣ୍ଟରେ ଚିପ୍ସ ପ୍ୟାକେଟ ଧରି ପଳେଇ ଆସିବାକୁ ଲାଗିଛି। ସେ ବହୁତ ସହଜରେ ଚୋରି କରି ବାହାରକୁ ବାହାରି ଯାଇଛି ଏବଂ ଲୋକମାନେ ଏହାକୁ ଦେଖି ହିଁ ରହି ଯାଇଛନ୍ତି।
ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୨୮ ହଜାରରୁ ଅଧିକ ଥର ଦେଖାଯାଇ ସାରିଛି। ଏହି ଭିଡିଓଟି ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି ଏବଂ ଲୋକମାନେ ଏହି ଭିଡିଓ ଉପରେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି। କଣ ଆପଣ କେବେ କୈାଣସି ପକ୍ଷୀକୁ ଏମିତି ଚୋରି କରୁଥିବାର ଦେଖିଛନ୍ତି? ଯଦି ଦେଖି ନାହାନ୍ତି ତ ଏବେ ଦେଖି ନିଅନ୍ତୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।