ପଶୁ ମାନଙ୍କ ଔଷଧ ରେ ଜିମ ରେ ବନଉ ଥିଲେ ବଡି, ଜାଣନ୍ତୁ ପରେ କ’ଣ ହେଲା

ଯଦି ଆପଣ ଆପଣଙ୍କ ଫିଟନେସ କୁ ନେଇ ସଯୋଗ ଅଛନ୍ତି ତ ଆପଣଙ୍କୁ ଆଉ ଟିକେ ସର୍ତକ ହେବା ଆବଶ୍ୟକ। କହିଁକି ନା ଏମିତି ନ ହେଇଯାଉ କି ଆପଣଙ୍କ ଜିମ ଟ୍ରେନର ଆପଣଙ୍କୁ ଭୁଲ ଔଷଧ ବା ଏମିତିକା ଡାଇଟ୍ କରିବା ପାଇଁ ଉପଦେଶ ଦେଉ ଯାହାକି ପ୍ରତିବନ୍ଧକ ଅଟେ। ଆଜ୍ଞା ହଁ ଏହି ସମୟ ରେ ଏକ ଚକିତ କଲା ଭଳି ଘଟଣା ସମ୍ମନା କୁ ଆସିଛି। ଯାହାକୁ ଶୁଣି ସମସ୍ତେ ଚକିତ ହୋଇ ଯାଇଛନ୍ତି।

ବାସ୍ତବରେ ମୁଜାଫରନଗର ଥାନା ନଗର କୋତବାଲି ପୋଲିସ ଏବଂ ଡ୍ରଗସ ବିଭାଗର ଟିମ ଜିଲ୍ଲା ର କେତେକ ଜିମ ରେ ଖୋଜ ଖବର କରିଛି। ପୋଲିସ ଏହି ଖୋଜଖବର ପରେ ବଡ ଖୁଲାସା କଲା। ଜଣାପଡିଲା କି ସହର ର ଜିମ ରେ ଯୁବକ ଙ୍କୁ ଷ୍ଟେରାଉଡ ଏବଂ ପଶୁ ମାନଙ୍କର ପ୍ରତିବନ୍ଧି ଔଷଧ ଦିଆଯାଉଥିଲା। ପୋଲିସ ଟିମ ଏବଂ ଡ୍ରେସ ବିଭାଗ ମିଶି ସହର ର ତିନୋଟି ଥାନା କ୍ଷେତ୍ରର ପାଞ୍ଚୋଟି ଜିମ ର ସଂଞ୍ଚାଳକ ଙ୍କୁ ଗିରଫ କରିଛି। ଏହି ଜିମ ସଂଞ୍ଚାଳକ ଙ୍କ ଦ୍ବାରା ବହୁତ ମାତ୍ରା ରେ ପ୍ରବନ୍ଧିକ ଔଷଧ ଅଣାଯାଇଛି।

ପୋଲିସ କହିଛି କି ଖୋଜ ଖବର କରୁଥିବା ସମୟରେ ଗିରଫ ହୋଇଥିବା ଜିମ ସଂଞ୍ଚାଳକ ଙ୍କ ଦ୍ବାରା ଦିଆଯାଉଥିବା ବିସାକ୍ତ ଔଷଧ ମିଳିଥିଲା। ଏହି ଔଷଧ ବିନା ଲାଇସେନ୍ସରେ କଂବୋଡିୟା , ଥାଇଲାଣ୍ଡ ,ଋୁଷ ଆଦି ବିଦେଶ ରୁ ଇମପୋର୍ଟ କରି ଜିମ ସଂଞ୍ଚାଳକ ଙ୍କ ଦ୍ବାରା ଅଣାଯାଉ ଥିଲା। ଜିମ ସଂଞ୍ଚାଳକ ଯୁବକ ଙ୍କୁ ବଡି ବନେଇବା ନାମ ରେ ବିସାକ୍ତ ଔଷଧ ଦେଉଥିଲେ। ଯାହା ପଶୁ ମାନଙ୍କୁ ଦିଆ ଯାଇଥାଏ।

ତଥ୍ୟ ଅନୁସାରେ ଏହି ଔଷଧ କୁ ବହୁତ ସସ୍ତା ଦାମ ରେ କିଣା ଯାଏ , ପୁଣି ଯୁବକ ଙ୍କୁ ଧୋକା ଦେଇ ଏହି ଔଷଧ କୁ ବହୁତ ମହଙ୍ଗା ଦାମ ରେ ଯୁବକ ଙ୍କୁ ବିକ୍ରି କରାଯାଏ। ଏହି ଔଷଧ ଖାଇବା ଦ୍ବାରା ଜିମ ଆସୁଥିବା ଯୁବକ ଙ୍କର କିଡନୀ ଖରାପ ହେବା , ହାଡ ଉପରେ ହାନିକାରକ ଯନ୍ତ୍ରଣା ହେବା ସହିତ ଶରୀର ଅସୁସ୍ଥ ହୋଇଯାଇଥାଏ।

ଜିମ ସଂଞ୍ଚାଳକ ଙ୍କ ପାଖରୁ ଏଡିନୋସାଇନ ମୋନୋଫାସ୍କେଟ ଇନଜେକ୍ସନ, ମେପିନ୍ତରିନମାଇନ ସଲ୍ଫେଟ , ଟ୍ରେନବେଲୁନ, ଏଏମପି, ରିଡେକ୍ସ ଟ୍ରୋପିନ, ଫ୍ରଗ ଆର, ବିନ ଷ୍ଟେନଜୋଲୋଲ ଆଦି ପ୍ରତିବନ୍ଧକ ଔଷଧ ମିଳିଛି। ପୋଲିସ ନଇ ମଣ୍ଡି ରେ ରହୁଥିବା ଦୀପକ ଧୀମାନ ଙ୍କ ପୁଅ ଓମପ୍ରକାଶ ଧୀମାନ , ଖାଲା ପୁର ର ଶାହିଦ ଙ୍କ ପୁଅ ମହମ୍ମଦ ଶହିଦ , ସରବଟ ର ଫୁରକାନ ଙ୍କ ପୁୁଅ ଇକବାଲ , ରାମ ପୁରୀ କତବାଲି ର ଅର୍ଜୁନ କୋରି ଙ୍କ ପୁଅ ଜଗତ ସିଂହ, ଲଦ୍ୟାବାଲା ର ମୋହମୋଦ ଅମୀର ଙ୍କ ପୁଅ ଅବ୍ଦୁଲ କୁ ପୋଲିସ ବହୁତ ଚତୁରତାର ସହ ଗିରଫ କଲା। ପୋଲିସ ଗିରଫ କରିଥିବା ଯୁବକ ଙ୍କ ଉପରେ ଗମ୍ଭୀର ଧାରା ରେ କେସ ଦର୍ଜ କରି ଜେଲ ପଠେଇ ଦେଇଛି। ଏସଏସପି କହିଛନ୍ତି କି ଏବେ ଆପର ର୍ଟାଗେଟ ଏହି ପ୍ରବନ୍ଧିକ ଔଷଧ ବିକ୍ରି କରୁଥିବା ମେଡିସିନ ଷ୍ଟୋର ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *