ଆସନ୍ତା ବର୍ଷ ମାର୍କେଟ କୁ ଆସିଯିବ ଆକାଶ ରେ ଉଡୁଥିବା ଏହି କାର , ଜାଣନ୍ତୁ ଏହାର ମୂଲ୍ୟ

ଦୁନିଆ ଆଡଭାନ୍ସ ଟେକନୋଲୋଜି ଆଉ ଏକ ଆରମ୍ଭ। ଶେଷରେ ସମସ୍ତ ଙ୍କୁ ଯାହାର ଆବଶ୍ୟକ ଥିଲା ସେ ସମୟ ଆସିଗଲା। କେତେ ବର୍ଷରୁ ଉଡିବା କାର ଚର୍ଚ୍ଚା ଥିଲା। କେତେକ କମ୍ପାନୀ ଏହାକୁ ବନେଇବାକୁ ଚେଷ୍ଟା କରିଛନ୍ତି। କେତେକ କହିଲେ କି ସେ ଉଡୁଥିବା କାର ବନେଇ ସାରିଛନ୍ତି। କିନ୍ତୁୁ ଆଜି ପର୍ଯ୍ୟନ୍ତ ଏଥିରେ କାହାକୁ ସଫଳ ମିଳିନି। ୨୦୨୦ ରେ ଏହା ପୁରା ହୋଇଗଲା। ଏହାକୁ ସ୍ଲୋବାକିଆ ର ଏକ କମ୍ପାନୀ ବନେଇଛି। ଏହାକୁ ଆସନ୍ତା ବର୍ଷ ମାର୍କେଟ କୁ ଛଡା ଯିବ। ଯାହାପରେ ଲୋକମାନେ ଏହାକୁ ପର୍ସନାଲ କିମ୍ବା ଟ୍ୟାକ୍ସି ପରି ବ୍ୟବହାର କରି ପାରିବେ। ଆସନ୍ତୁ ଏହି କାର ବିଷୟରେ ସବୁ ଡିଟେଲ୍ସ ଜଣାଉଛୁ ।

ସ୍ଲୋବାକିଆ ରେ ମାତ୍ର ତିନି ମିନିଟ ରେ ରୋଡ ରୁ ଆକାଶ କୁ ଉଡି ଯାଉଥିବା କାର ଟେଷ୍ଟ କରାଗଲା। ଡେବଲ୍ପର୍ସ ମାନେ ଏହାକୁ ସଫଳ ବୋଲି କହିଲେ। ଏହାକୁ ଆସନ୍ତା ବର୍ଷ ମାର୍କେଟ ରେ ଛଡା ଯିବ।

ଏହାର ଏକ ବହୁତ ଭଲ ଭିଡିଓ ମଧ୍ୟ କରାଯାଇଛି। ଏହି କାର ରନଅଓ୍ବେ ରେ ନିଜର ପଙ୍ଖା ବହାର କରି ଆରାମ ରେ ଆକାଶ ରେ ତୁରନ୍ତ ଉଡିବାକୁ ଲାଗିଲା। ମାତ୍ର ତିନି ମିନିଟ ରେ ସେ ଆକାଶ ରେ ପହଁଚି ଗଲା।

ଏହି କାର କୁ ଡେଭେଲପ କରିଛନ୍ତି ସ୍ଲୋବାକିଆନ ର୍ଫମ କ୍ଲେନବିଜନ। ଏହା କମ୍ପାନୀ ଦ୍ବାରା କରାଯାଇ ଥିବା ପଞ୍ଚମଥର ର ଟେଷ୍ଟ। ଯାହା ସଫଳ ହେଲା। ଏହାକୁ ଲୋକ ପ୍ରଇଭେଟ କିମ୍ବା କର୍ମସିୟଲ ବ୍ୟବହାର ପାଇଁ କିଣି ପାରିବେ।

ସ୍ଲୋବାକିଅନ କମ୍ପାନୀ କହିଛି କି ଏହି କାର ୬୨୦ ଜୋର ରେ ଚାଲିବ। ଏବଂ ଆସନ୍ତା ବର୍ଷ ଏହାକୁ ଲୋକମାନେ ରାସ୍ତା ରୁ ଆକାଶ ପର୍ଯ୍ୟନ୍ତ ଦେଖିବାକୁ ପାଇବେ।

ଏହାକୁ ଡିଜାଇନ କରିଛନ୍ତି ପ୍ରଫେସର ସ୍ଟିଫନ କ୍ଲେନ। ଏହାକୁ ଶେଷ ଟେଷ୍ଟ ରେ ଏହିକାର କୁ ଦୁଇ ଥର ଲ୍ୟାଣ୍ଡ କରାଗଲା ଏବଂ ଦୁଇ ଥର ଉଡାଇବା ଗଲା। କୌଣସି ପ୍ରକାର ଅସୁବିଧା ହେଲା ନାହିଁ। ଯେଉଁଥିରେ ର୍ନିମାତା ମାନେ ବହୁତ ଖୁସି ଦେଖିବାକୁ ମିଳୁଛି।

ସ୍ଟେଫନ କ୍ଲେନ କହିଛନ୍ତି କି କାର ଭାରି ହୋଇଥାଏ କିନ୍ତୁ ପ୍ଲେନ ହା୍ଲକା ହେବା ଦରକାର। ଏଥିପାଇଁ ଏହାକୁ ବାଲାନ୍ସ କରି ଡିଜାଇନ କରାଯାଇଛି। ଯଦି ଏହି ଉଡିବା କାର ଓଜନ କଥା କୁହାଯାଏ ଏହାର ଓଜନ ୧ ହଜାର ୯୯ କିଲୋ ଅଟେ।

ଏହି କାର ସମୁଦାୟ ଦୁଇ ଜଣ ବସି ପାରିବେ। ଏହି କାର BMW 1.6 ଅଟେ। ଇଂଜିନ ଦ୍ବାରା ଏହା ଚାଲିଥାଏ। କାର ପ୍ଲେନ ରେ ୧୪୦ HP ପ୍ରଭାବ ଆଉଟ ପୁଟ ଅଛି। ଏବଂ ଏୟାର କାର ର ଆନୁମାନିକ ଯାତ୍ରା ୬୨୧ ମିଲ ଅଟେ।

ଏୟାର କାର ରେ ପଙ୍ଖା ଅଛି। ଯହା ପଛ ପଟେ ଗୋଟିଏ ପ୍ରୋପେଲର ଏବଂ ଏକେଲା ପ୍ରୋପେଲର ଥାଏ। ଯେତେବେଳେ କାର ରାସ୍ତା ରେ ଥାଏ ସେତେବେଳେ ପଙ୍ଖା ଉପରକୁ ହୋଇଯାଏ। ଏବଂ ର୍ନମାଲ ପାର୍କିଙ୍ଗ ଯାଗରେ ରହିଯାଏ।

ଏବେ ଏହି କାର ମୂଲ୍ୟ କମ୍ପାନୀ କହି ନାହିଁ। ଏବେ ସେ କହିଛନ୍ତି କି ଆସନ୍ତା ବର୍ଷ ଏହା ମାର୍କେଟ କୁ ଆସିବ ଏବଂ ସେତେବେଳେ ଏହାର ମୂଲ୍ୟ କୁହାଯିବ।

Leave a Reply

Your email address will not be published. Required fields are marked *