ଦୁଇ ବର୍ଷର ନିଷ୍ପାପ ଶିଶୁ ଗଲା ଜେ-ଲ , ବାପା ମାଆଙ୍କ ଭୁଲ ପାଇଁ ଦ-ଣ୍ଡ ଭୋଗିଲା ପିଲା

ଛୋଟ ଶିଶୁଟିଏ , ଏ ଦୁନିଆଁ ବିଷୟରେ କିଛି ବି ଜାଣି ନାହିଁ । ପୁରା ନିଷ୍ପାପ ଆଉ ନିରୀହ । କାହା କଥା ବୁଝୁ ନାହିଁ କି ତା ସହିତ କଣ ହେଉଛି କିଛି ଜାଣି ପାରୁ ନାହିଁ । ବାସ୍ ଚୁପଚାପ୍ ହୋଇ ସମସ୍ତଙ୍କୁ ଅନାଇ ଦେଉଛି । ସେ କେଉଁଠି ଅଛି , କାହା ସହିତ ଅଛି ତାକୁ କିଛି ବି ଜଣା ନାହିଁ । ତାର ଭବିଷ୍ୟତ କଣ ହେବ କିଏ ସେ କଥା କହି ପାରିବ ନାହିଁ ।

ବାସ୍ ଜେଲ ଚାରିକାନ୍ଥ ମଧ୍ୟରେ ନିଜ ଭୁଲ ନଥାଇ ମଧ୍ୟ ଜୀବନ କାଟୁଛି । ଜାଣିନାହିଁ କେବେ ଏହି ଜେ-ଲ ମଧ୍ୟରୁ ବାହାରିବ ଆଉ ସାଧାରଣ ଜୀବନ ବଞ୍ଚିବ । କେବେ ଏ ଦୁନିଆଁ ସହିତ ପରିଚିତ ହେବ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଶିଶୁ ବିଷୟରେ କହିବାକୁ ଯାଉଛୁ , ଯିଏ ବର୍ତ୍ତମାନ ଜେ-ଲ ମଧ୍ୟରେ ସମୟ ବିତାଉଛି ।

ସେ ଜାଣି ନାହିଁ କେଉଁ ଭୁଲ ପାଇଁ ତାକୁ ଏମିତି ଦିନ ଦେଖିବାକୁ ପଡୁଛି । ବାସ୍ ସେ ଜେ-ଲ ଭିତରେ ଅଛି ବୋଲି ତା ବାପା ମାଆ ଜାଣିଛନ୍ତି ଆଉ ଏ ଦୁନିଆଁ । ତେବେ ଏପରି ଏକ ଦୁଃ-ଖଦ ଘ-ଟଣା ବିଷୟରେ ଆମେ କହିବାକୁ ଯାଉଛୁ , ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ତେବେ ଘଟ-ଣାଟି ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ଥା-ନା ଅଞ୍ଚଳର ।

ଯେଉଁଠାରେ ଏପରି ଏକ ଘ-ଟଣା ଘଟିଛି , ଯାହା ସମସ୍ତଙ୍କ ଆଖିରୁ ଲୁହ ଝରାଇ ଦେଉଛି । ବର୍ତ୍ତମାନ ଏହି ଘଟ-ଣା ବିଷୟରେ ସମସ୍ତେ ଆଲୋଚନା କରିବା ସହିତ ଏପରି ବାପା ମାଆଙ୍କୁ ଧିକ୍ କରୁଛନ୍ତି , ଯାହାଙ୍କ ପାଇଁ ତାଙ୍କର କୋମଳ ଶିଶୁ ଜେ-ଲ ଯାଇଛି । ଆଉ କେବେ ବାହାରିବ , ସେ କଥା ବି ଠିକ୍ ସେ କାହାକୁ ଜଣା ନାହିଁ ।

ସୂଚନା ଅନୁଯାୟୀ , ବାଲେଶ୍ଵର ଜିଲ୍ଲା ଭୋଗରାଇ ଥା-ନା ଅନ୍ତର୍ଗତ ଷଣ୍ଢପା ଗାଆଁର ଗୁରୁଚରଣ ଜେନାଙ୍କ ପୁଅ ରବି ଏବଂ ତାଙ୍କ ସ୍ତ୍ରୀ ଚନ୍ଦ୍ରକଳା କିଛି ମହିଳାଙ୍କ ଠାରୁ ୧୦ ଲକ୍ଷ ରୁ ଅଧିକ ଟଙ୍କା ନେଇ ଯାଇଥିଲେ । ଆଉ ସମୟ ପରେ ସମୟ ବିତି ଯିବା ପରେ ମଧ୍ୟ ସେମାନେ ସେହି ମହିଳା ମାନଙ୍କୁ ଟଙ୍କା ଫେରାଇବା ପାଇଁ ରାଜି ହେଉ ନଥିଲେ ।

ଏପରିକି ସେମାନେ ଗାଆଁର ସେହି ମହିଳା ମାନଙ୍କୁ ଆଦୌ ଧରା ଛୁଆଁ ମଧ୍ୟ ଦେଉ ନଥିଲେ । ଯାହାକୁ ନେଇ ମହିଳା ମାନେ ଚିନ୍ତାରେ ପଡି ଯାଇଥିଲେ । ଆଉ କଣ କରିବେ ବୋଲି ମଧ୍ୟ ଭାବି ପାରି ନଥିଲେ । ସେମାନେ ଅନେକ ଚେଷ୍ଟା କରିଥିଲେ କି , ସେହି ସ୍ଵାମୀ ସ୍ତ୍ରୀଙ୍କୁ ଧରିବା ପାଇଁ । କିନ୍ତୁ ସେମାନେ ଗାଆଁରୁ ପୁରାପୁରି ଗାଏବ ହୋଇ ଯାଇଥିଲେ । ଆଉ ମହିଳା ମାନଙ୍କ ଟଙ୍କା ଫେରାଉ ନଥିଲେ ।

ଶେଷରେ ମହିଳା ମାନେ ନିଜ ଟଙ୍କା ଫେରି ପାଇବା ଆଶା ନେଇ ଥା-ନାର ଦ୍ୱାରସ୍ଥ ହୋଇଥିଲେ । ଆଉ ଶେଷରେ ଥା-ନା ବାବୁ ସେମାନଙ୍କ ଅଭି-ଯୋଗ ଅନୁଯାୟୀ ରବି ଆଉ ତାଙ୍କ ସ୍ତ୍ରୀଙ୍କୁ ବାପଘର ଗାଆଁ ଠାକୁରମୁଣ୍ଡାରୁ ଗି-ରଫ କରିଥିଲେ । ତେବେ ବାପା ମାଆଙ୍କ ଗିରଫ ହେବା ପରେ ଦୁଇ ବର୍ଷର ଛୁଆ କେଉଁଠି ରହିବ ବୋଲି ସମସ୍ତେ ଚିନ୍ତା କରିଥିଲେ ।

ଆଉ ଶେଷରେ ଛୋଟ ଛୁଆ ମଧ୍ୟ ଜେଲ ମଧ୍ୟରେ ବାପା ମାଆଙ୍କ ସହିତ ରହିବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା। ତେବେ ମହିଳା ଜଣକ ଜା-ମିନ ପାଇଁ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଜା-ମିନ ଆବେଦନକୁ ଖାରଜ କରି ଦେଇଥିଲେ । ଆଉ ଶେଷରେ ଛୋଟ ଛୁଆ ବର୍ତ୍ତମାନ ନିଜ ବାପା ମାଆଙ୍କ ସହିତ ଜେ-ଲରେ ଅଛି । ତେବେ ଗତକାଲି ଛୁଆର ବାପା ଆଉ ମାଆଙ୍କୁ କୋର୍ଟ ଚା-ଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *