ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ ନିଜ ମାଆଙ୍କ ପରି ଦେଖାଯାନ୍ତି | ଅମୃତା ସିଂହଙ୍କ ସହିତ ତାଙ୍କ ମୁହଁ ବହୁତ ପରିମାଣରେ ମିଶି ଯାଇଥାଏ |
ଶାହରୁଖ ଖାନଙ୍କ ସାନ ପୁଅ ଆର୍ୟନ ଖାନ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି | ଆର୍ୟନ ଖାନ ଅବିକଳ ନିଜ ପିତା ଶାହରୁଖ ଖାନଙ୍କ ପରି ଦେଖାଯାଇଥାନ୍ତି | ସେହିପରି ଇବ୍ରାହିମ ଖାନ ପିତା ଶାହରୁଖଙ୍କର ଅବିକଳ ନକଲ ଅଟନ୍ତି |
କରିସ୍ମା କପୁର ମଧ୍ୟ ନିଜ ମାଆ ଅଭିନେତ୍ରୀ ବବିତା କପୁରଙ୍କ ପରି ଦେଖାଯାନ୍ତି | କରିସ୍ମା କପୁର ୯୦ ଦଶକର ବହୁତ ଲୋକପ୍ରିୟ ଅଭିନେତ୍ରୀ ଥିଲେ |
ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ମଧ୍ୟ ନିଜ ପିତାଙ୍କ ପରି ଦେଖାଯାଇଥାନ୍ତି | ଇବ୍ରାହିମ ଅଲ୍ଲୀ ଖାନ, ସାରା ଅଲ୍ଲୀ ଖାନଙ୍କର ଭାଇ ଅଟନ୍ତି | ଉଭୟ ବହୁତଥର ଏକାସାଙ୍ଗରେ ନଜର ଆସିଛନ୍ତି |
ସୋନୀ ରାଜଦାନଙ୍କ ଝିଅ ଅଳିଆ ଭଟ୍ଟ ମଧ୍ୟ ଅବିକଳ ନିଜ ମାଆଙ୍କ ପରି ଦେଖାଯାଇଥାନ୍ତି | ଆପଣଙ୍କୁ କହିରଖୁଛୁ ଯେ, ଆଲିଆ ଭଟ୍ଟ ନିଜ କ୍ୟାରିୟରର ପ୍ରାରମ୍ଭ ସ୍ଟୁଡେଣ୍ଟ ଅଫ ଦ ଇୟରରୁ କରିଥିଲେ |
ବଲିଉଡର ନାମିଦାମୀ ଅଭିନେତ୍ରୀ ଡୀମ୍ପଲ କାପଡ଼ିଆଙ୍କ ଝିଅ ଟ୍ୱିକଲ ଖାନ୍ନା ସାମ୍ପୁଇର୍ଣ୍ଣ ଭାବରେ ନିଜ ମାଆଙ୍କ ପରି ଦେଖାଯାଇଥାନ୍ତି | ମୁହଁ ଠାରୁ ଆରମ୍ଭ କରି ଆଖି ପର୍ଯ୍ୟନ୍ତ ସବୁକିଛି ତାଙ୍କ ମାଆ ଡୀମ୍ପଲ କାପଡ଼ିଆଙ୍କ ପରି ରହିଛି |
ବଲିଉଡର ଡ୍ରିମ ଗାର୍ଲ ହେମା ମାଳିନୀଙ୍କ ଝିଅ ଇଶା ଦେୱାଲଙ୍କ ଲୁକ ମଧ୍ୟ ତାଙ୍କ ମାଆଙ୍କ ସହିତ ବହୁତ ପରିମାଣରେ ମିଶିଯାଇଥାଏ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।