ବିସ୍କୁଟ ଖାଇବା ବଦଳରେ ୪୦ ଲକ୍ଷ ଦରମା ଦଉଛି ଏହି କମ୍ପାନୀ ଏହା ସହିତ ୩୫ ଟି ଛୁଟି। ଏମିତି କରନ୍ତୁ ଆପ୍ଲାଏ।

ଯଦି ଆପଣଙ୍କୁ କୁହାଯାଏ ଆପଣଙ୍କ ଜବ୍ ରେ କେବଳ ବିସ୍କୁଟ୍ ଖାଇବା ର ଅଛି ଏବଂ ଏହାର ଟେଷ୍ଟ କୁ ରେର୍କଡ କରିବା ବଦଳରେ ଆପଣଙ୍କୁ ୪୦ ଲକ୍ଷ ଦିଆ ଯିବ ତେବେ? ଏହା ଉଚିତ୍ କି ଆପଣ ଏହା ଶୁଣି ଆପଣଙ୍କୁ ମିଛ ଲାଗି ପାରେ। ଏହି ଜବ ସ୍ବପ୍ନ ନୁହେଁ ସତ ଅଟେ। ଆଜିର ସମୟ ରେ ଜବ୍ ର କମି ଆପଣଙ୍କୁ ମଧ୍ୟ ଜଣା ଥିବ କିନ୍ତୁ ବିସ୍କୁଟ କମ୍ପାନୀ ର ଜବ୍ ଆପଣଙ୍କ ଆଶା ଠାରୁ ଅଧିକ। ମୌଜ,ମସ୍ତି ଏବଂ ଆରାମ ରେ ବିସ୍କୁଟ ଖାଇ କମେଇ ପାରିବେ ୪୦ ଲକ୍ଷ ଟଙ୍କା। କେମିତି ଏହା ଜାଣିବା ପାଇଁ ପଢନ୍ତୁ ପୁରା ଖବର। ଭିତରେ ଏହି ଜବ୍ ସହ ଯଡିତ ସବୁ ତଥ୍ୟ ଦିଆଯାଇଛି। ଏହା ସହିତ ଏହି ଜବ୍ କୁ ଆପଣ କେମିତି ଆପ୍ଲାଏ କରିବେ ଏହା ମଧ୍ୟ କୁହାଯାଇଛି।

ବିସ୍କୁଟ ଖାଇ ପଇସା କମେଇ ବାର ଏହି ଅଫର ଦେଇଛି ସ୍କଟଲ୍ୟାଣ୍ଡ ର ଏକ କମ୍ପାନୀ। ବାଡର ବିସ୍କୁଟ କମ୍ପାନୀ ନିଜର ସ୍ମାଟର ବିସ୍କୁଟର ଖୋଜ ରେ ଅଛି। ଯାହାକୁ ବିସ୍କୁଟ ର ଟେଷ୍ଟ ଲୋକମାନଙ୍କ ପାଖେ ପହଁଚେଇ ପାରିବ।

କମ୍ପାନୀ ଏହି ପୋଷ୍ଟ ପାଇଁ ଭାକେନ୍ସି ବାହର କରିଛି। ଏହା ପାଇଁ ନିଆ ଯାଇଥିବା ଲୋକ କୁ ୪୦ ଲକ୍ଷ ବର୍ଷକୁ ପ୍ୟାକେଜ୍ ରେ ରଖାଯିବ। ଏହା ସହିତ ରହିବା ଖାଇବା ମଧ୍ୟ ଫ୍ରି।

ନା କେବଳ ଏହି ବିସ୍କୁଟର ଙ୍କୁ ୪୦ ଲକ୍ଷ ମିଳିବ ବର୍ଷ କୁ ୩୫ ଟି ଛୁଟି ମଧ୍ୟ ଦିଆଯିବ। ଏହି ଛୁଟି ଶନିବାର ଏବଂ ରବିବାର କୁ ଛାଡି ମିଳିବ।

ଏହାତ ହେଉଛି ଜବ୍ ସହ ଜଡିତ ସୁବିଧା ଏବେ ଜଣି ନିଅନ୍ତୁ ଯେ ଆପଣଙ୍କୁ କାମ କ’ଣ କରିବାର ଅଛି? ଏହି ଜବ୍ ରେ ଆପଣଙ୍କୁ ଟେଷ୍ଟ କରିର ଧନୀ ହେବାର ଜରୁରୀ ଅଟେ। ବା ଆପଣଙ୍କ ପାଟି କୁ ସ୍ବାଦ ଲାଗୁଥିବା ଦରକାର।

ବିଷ୍କୁଟ ରେ କ’ଣ କ’ଣ ମିଶିଛି। ଏହା ଟେଷ୍ଟ କରୁଥିବା ଲୋକ ଟେଷ୍ଟ କରି କହିବାକୁ ପଡିବ। ଏହା ସହିତ ତାଙ୍କୁ ଏହା କହିବାକୁ ପଡିବ ଯେ ଏଥିରେ କ’ଣ ମିଶିଛି ଏବଂ ସେଥିରେ ଆଉ କ’ଣ ମିଶେଇଲେ ଅଧିକ ସ୍ବାଦିଷ୍ଟ ହୋଇପାରିବ ତାହା ମଧ୍ୟ କହିବାକୁ ପଡିବ।

ଯଦି ଆବେଦନ କରିବା ବାଲା ବିସ୍କୁଟ ର ସେଲ୍ ବଢେଇବାର ଆଇଡିଆ ମଧ୍ୟ ଦେବ ତେବେ ଏହା ପରେ ଜବ୍ ପକ୍କା। ଆଇଡିଆ ଯେତେ ହୃଦୟଗମ୍ୟ ହେବ ବ୍ୟକ୍ତି କୁ ଜବ୍ ରେ ସେତିକି ଧ୍ୟାନ ଦିଆଯିବ।

ଏହା ପରେ ଆପଣ ଜବ୍ ପାଇଁ କିପରି ଆପ୍ଲାଏ କରିବେ। ଯିଏ ବି ହେଉ ଏହି ଜବ୍ ପାଇଁ ନିଜକୁ ଯୋଗ୍ୟ ଭାବୁଛନ୍ତି, ଏହି କମ୍ପାନୀ ର ଓ୍ବେବସାଇଟ୍ ରେ ଜବ୍ ପାଇଁ ଆପ୍ଲାଏ କରିପାରିବେ।

ଏହା ସହିତ ଯଦି ଆପଣ ଚାହିଁବେ ତ ଏହି କମ୍ପାନୀ ର ଲିଂକ୍ଡଇନ ପ୍ରୋଫାଇଲ ରେ ମଧ୍ୟ ଆପ୍ଲାଏ କରିପାରିବେ। କମ୍ପାନୀ ପ୍ରତି ଅଳ୍ପ ଦିନ ରେ ଭାକେନ୍ସି ବାହର କରେ। ଆପଣ ଏହାକୁ ର୍ଫଲୋ କରିପାରନ୍ତି ଏହାର ଅପଡେଟ୍ ପାଇଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *