ଆସାମ ର ଏକ ଡକ୍ଟର କୋରୋନା ରୋଗୀ ଙ୍କ ମୁହଁ ରେ ହସ ଆଣିବା ପାଇଁ ଓ୍ବାର ଫିଲ୍ମ ର ଘୁଙ୍ଗୁରୁ ଟୁଟ୍ ଗ୍ୟ ସଙ୍ଗ ରେ ଜବରଦସ୍ତ ଡାଂସ କରିଛନ୍ତି। ଡକ୍ଟର ଙ୍କର ଏହି ଭିଡିଓ ସୋସିଆଲ ମିଡିଆ ରେ ବହୁତ ଭାଇରାଲ ହେଉଛି। ଏହି ଭିଡିଓ କୁୁ ଦେଖି ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ୍ ଡକ୍ଟର ଙ୍କ ତାରିଫ୍ ନ କରି ନିଜକୁ ରୋକି ପାରିଲେନି। ଅଭିନେତା ତ ଏହି ଭିଡିଓ ସେୟାର କରିକି ଲେଖିଛନ୍ତି ‘ ଡାକ୍ଟର ଙ୍କୁ କୁହନ୍ତୁ କି ଆସାମ ରେ ଥରେ ମୁଁ ଡକ୍ଟର ଙ୍କ ସହ ଏହି ଡାଂସ ସେ୍ଟପ କରିବି।
ଅଭିନେତା ହ୍ରିତିକ୍ ରୋଶନ୍ ବି ଏହି ଭିଡିଓ କୁ ସେୟାର କରିଛନ୍ତି। ଭିଡିଓ ର କୈପ୍ଶନ ରେ ହ୍ରିତିକ୍ ଲେଖିଛନ୍ତି , ” ଡକ୍ଟର ଅରୂପ୍ ଙ୍କୁ କୁହନ୍ତୁ ମୁଁ ଆସାମ ରେ କୌଣସି ଦିନ ତାଙ୍କର ସେ୍ଟପ୍ ଶିକ୍ଷିବି।” ହ୍ରିତିକ୍ ରୋଶନ୍ ଙ୍କର ଏହି ପୋଷ୍ଟ ରେ ତାଙ୍କ ପ୍ରଶଂସକ ବହୁତ ତାରିଫ୍ କରିଛନ୍ତି।
ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଭିଡିଓ:
Tell Dr Arup I’m gonna learn his steps and dance as good as him someday in Assam . Terrific spirit . 🕺🏻 https://t.co/AdBCarfCYO
— Hrithik Roshan (@iHrithik) October 19, 2020
ଭିଡିଓ ରେ ଇଏନଟି୍ ସର୍ଜନ ଡକ୍ଟର ଅରୂପ ଙ୍କୁ ପିପି କଟ୍ ପିନ୍ଧି କୋରୋନା ସଂକ୍ରମିତ ରୋଗୀ ଙ୍କ ଆଗରେ ଘୁଙ୍ଗୁର୍ ଟୁଟ୍ ଗ୍ୟ ସଙ୍ଗ ରେ ଧମାକା ଦାର ଡାଂସ କରିବାର ଦେଖିବାକୁ ମିଳିଥିଲା। ଏହା ଦ୍ବାରା ହ୍ରିତିକ୍ ରୋଶନ ଙ୍କ ସିଗନେଚର ଷ୍ଟେପ୍ ମଧ୍ୟ କରିଥିଲେ। ସୋସିଆଲ ମିଡିଆ ଏହି ଭିଡିଓ ବହୁତ ବେଶି ଭାଇରାଲ ହେଉଛି।
ଏହି ଭିଡିଓ କୁ ଏବେ ଯାଏ ୮.୫୪ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି। ସେଇଠି ୫୧ ହଜାର ରୁ ଅଧିକ ଲୋକମାନେ ଏହାକୁ ଲାଇକ କରିଛନ୍ତି। ଏବେ ପାଖା ପାଖି ୧୨ ହଜାର ଲୋକମାନେ ଭିଡିଓ କୁ ରି-ଟ୍ବୁଇଟ୍ କରିଛନ୍ତି। ୟୁର୍ଜରସ୍ ମାନେ ଡକ୍ଟର ଅରୂପ ଙ୍କର ବହୁତ ପ୍ରଶଂସା କରିଛନ୍ତି। ଏକ ୟୁର୍ଜର ଲେଖିଲେ ‘ ଏହା ବହୁତ ସୁନ୍ଦର ଅଟେ ଆପଣଙ୍କୁ ସ୍ୟାଲୁଟ୍ ଏବଂ ବହୁତ ଭଲପାଇବା। କାନ୍ଦୁଥିବା ରୋଗୀ ଙ୍କ ମୁହଁ ରେ ହସ ଫୁଟେଇ ଥିବାରୁ ବହୁତ ବହୁତ ଧନ୍ୟବାଦ’।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।