ସିରିୟଲ ଦୁନିଆରେ ଧୁମ ମଚାଉ ଥିବା ଆଦି ଭକ୍ତିଙ୍କ ଯୋଡ଼ି ଏବେ ବାସ୍ତବରେ ସତ ହୋଇଯାଇଛି। ବିବାହ ବଦ୍ଧନରେ ବାନ୍ଧି ହୋଇ ସାରିଛନ୍ତି zee sarthakର ଜୀବନ ସାଥୀ ସିରିୟଲର ଦମ୍ଫତ୍ତି ଆଦି ଓ ଭକ୍ତି।

ବନ୍ଧୁଗଣ ସିରିୟଲ ଦୁନିଆରେ ଧୁମ ମଚାଉ ଥିବା ଆଦି ଭକ୍ତିଙ୍କ ଯୋଡ଼ି ଏବେ ବାସ୍ତବରେ ସତ ହୋଇଯାଇଛି। ବିବାହ ବଦ୍ଧନରେ ବାନ୍ଧି ହୋଇ ସାରିଛନ୍ତି zee sarthakର ଜୀବନ ସାଥୀ ସିରିୟଲର ଦମ୍ଫତ୍ତି ଆଦି ଓ ଭକ୍ତି। ତେବେ ଏହା କେତେ ସତ ଏବଂ କେତେ ମିଛ ତାହା ଜାଣିବା ଆସନ୍ତୁ।

ବନ୍ଧୁଗଣ ଜୀବନ ସାଥୀ ସିରିୟଲର ହିରୋଇନ ଭକ୍ତିଙ୍କ ରିୟଲ ନାମ ହେଉଛି ଜେସି ଏବଂ ହିରୋ ଆଦିଙ୍କ ରିୟଲ ନାମ ହେଉଛି ଅମର। ଯେସି ଉଆଁସି କନ୍ୟା ସିରିୟଲରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ପରେ ପରେ ତୋ ଅଗଣାର ତୁଳସୀ ମୁଁ ରେ ସେ ଅଭିନୟ କରି ଅନେକ ଫେମସ ହୋଇ ପାରିଥିଲେ। ଏବଂ ସେ ଅମରଙ୍କ ସହିତ ଜୀବନ ସାଥୀ ସିରିୟଲ କରି ଓଡିଶା ବାସୀଙ୍କ ମନ କିଣି ପାରିଥିଲେ। ଅମର ଜୀବନ ସାଥୀ ସିରିୟଲ କରିବା ପୁର୍ବରୁ Colors ଓଡ଼ିଆରେ କୁମ୍ କୁମ୍ ସିରିୟଲରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

ଏବଂ ଏହି ଜୀବନ ସାଥୀ ସିରିୟଲରେ ସେ ଦୁହେଁ ଅଭିନୟ କରୁ କରୁ କେତେବେଳେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଲେ ଜାଣିପାରି ନଥିଲେ। ତେବେ ଭକ୍ତି (ଜେସି) ଏବଂ ଆଦି(ଅମର) ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ବୋଲି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। କିନ୍ତୁ ବନ୍ଧୁଗଣ ଆଦୌ ବିବାହ କରି ନାହାନ୍ତି ଅମର ଏବଂ ଜେସି। ଯାହା ଚର୍ଚ୍ଚା ହେଉଛି ଦୁହେଁ ଦୁହିଁଙ୍କୁ ଅନେକ ଭଲ ପାଆନ୍ତି। ଏବଂ ବିବାହ ମଧ୍ୟ କରିବାକୁ ଯାଉଛନ୍ତି। ତେବେ ଭବିଷ୍ୟତରେ କେବେ ବିବାହ କରିବେ ତାହା ଏତେ ପର୍ଯ୍ୟନ୍ତ ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇ ନାହାଁନ୍ତି। ଯଦି ସେ ଦୁହିଁଙ୍କର ବିବାହ ସମ୍ପର୍କରେ କିଛି ଖବର ମିଳେ ତେବେ ଆମେ ଆପଣଙ୍କୁ ସର୍ବପ୍ରଥମେ ଜଣାଇବୁ।

Leave a Reply

Your email address will not be published. Required fields are marked *