ଆଜିର ଏହି ପୋଷ୍ଟରେ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣେଇ ଦେବା ପାଇଁ ଯାଉଛୁ ଯେ ଆଜି ରାତିଠାରୁ ଚମକିବ ଏହି ୫ ଟି ରାଶିର ଭାଗ୍ୟ।ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ।
ବନ୍ଧୁଗଣ ଯେତେବେଳେ କୌଣସି ଗ୍ରହର ଦଶା ଦୋଷରେ ଅଦଳବଦଳ ହୋଇଥାଏ ତେବେ ନିଶ୍ଚିତ ଭାବରେ ତାହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡିଥାଏ। କିନ୍ତୁ ଆମେ ଏହି ପ୍ରଭାବକୁ ବୁଝିପାରି ନଥାଉ। ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ। କିନ୍ତୁ ଏହି ଠାରେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ପ୍ରତ୍ୟେକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ। ତେବେ ଆଜି ଆମେ ଆପଣଙ୍କୁ ଭଗବାନ ଶନି ଗ୍ରହ ବିଷୟରେ ଜଣେଇବାକୁ ଯାଉଛୁ।

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଭଗବାନ ଶନିଦେବ ଯେତେବେଳେ କାହା ଉପରେ ଖୁସି ହୋଇଥାନ୍ତି, ତେବେ ସେହି ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଯାଏ। ଭଗବାନ ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ, ତାହା ଠାରୁ ଅଧିକ ସେହି ଲୋକମାନଙ୍କୁ ଖୁସି ଦେଇଥାନ୍ତି। ଭଗବାନ ଶନିଦେବ କାହାର ଶତ୍ରୁ ନୁହନ୍ତି ବରଂ ମିତ୍ର ଅଟନ୍ତି। ଭଗବାନ ଶନିଦେବ ଜଣେ ନ୍ୟାୟପ୍ରିୟ ଗ୍ରହ ଅଟନ୍ତି। ଯିଏକି ପ୍ରତ୍ୟେକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି। କିନ୍ତୁ ଯେଉଁ ଲୋକମାନେ ଅନୈତିକ ବା ଭୁଲ କାର୍ଯ୍ୟ କରନ୍ତି ସେହି ଲୋକ ମାନଙ୍କୁ ଭଗବାନ ଶନିଦେବଙ୍କର ଦଣ୍ଡ ଭୋଗିବାକୁ ପଡ଼ିଥାଏ। ଆପଣଙ୍କୁ ଜଣେଇ ଦେଉଛୁ ଯେ ଯେତେବେଳେ ଭଗବାନ ଶନିଦେବ ନିଜର ଚଳନ ବଦଳାଇ ଥାଆନ୍ତି ତେବେ ସେହି ରାଶି ମାନଙ୍କର ଅନୁସାରେ କାହାର ଉପରେ ଭାରି ପଡ଼ନ୍ତି ତ ଆଉ କାହାର ଉପରେ ଖୁସି ହୋଇଥାନ୍ତି।
ଏମିତିରେ ସବୁ ୧୨ ଟି ରାଶି ମାନଙ୍କର ଉପରେ ଭଗବାନ ଶନିଦେବଙ୍କର ପ୍ରଭାବ ରହିଥାଏ। କିନ୍ତୁ ଏହି ମାସରେ ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାର ଉପରେ ଭଗବାନ ଶନିଦେବଙ୍କର ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସିପୁର୍ଣ ରହିବେ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ।
ମେଷ ରାଶି:

ଏହି ରାଶି ଉପରେ ଭଗବାନ ଶନିଦେବ ପ୍ରସନ୍ନ ଅଛନ୍ତି। ଏବଂ ଏହି ରାଶିକୁ ଚିନ୍ତା କରିବାର ଏବେ କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କର ଅସୀମ କୃପା ହେବ। ଏବଂ ଏହା ପୁଣି ସମ୍ପୂର୍ଣ୍ଣ ୨୧ ବର୍ଷ ପର୍ଯ୍ୟନ୍ତ ଏହାର ମଝିରେ ଏହି ରାଶିର ଲୋକମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ। ଏମାନଙ୍କର ସବୁ ମନସ୍କାମନା ଭଗବାନ ଶନିଦେବ ପୂରଣ କରିଦେବେ।ତେବେ କିନ୍ତୁ ଏଥିରେ ସବୁବେଳେ କେବଳ ଗୋଟିଏ ସର୍ତ୍ତ ଯେ ଏବଂ ତାହା ହେଉଛି ଏମାନଙ୍କୁ ଭଗବାନ ଶନିଦେବଙ୍କର ଉପରେ ସମ୍ପୂର୍ଣ୍ଣ ଭରସା ଏବଂ ବିଶ୍ୱାସ କରିବା ନିହାତି ଦରକାର।
ସିଂହ ରାଶି:
ଭଗବାନ ଶନିଦେବଙ୍କର କୃପା ଏହି ରାଶି ଉପରେ ମଧ୍ୟ ବର୍ଷିବ।ଏବଂ ଏମାନଙ୍କର ଭିତରେ କୌଣସି ପ୍ରକାରରେ ଆତ୍ମବିଶ୍ବାସର ଅଭାବ ଆଉ ରହିବ ନାହିଁ।ଏମାନଙ୍କର ସମସ୍ତ ମନସ୍କାମନା ଭଗବାନ ଶନିଦେବଙ୍କର ଦ୍ୱାରା ପୂରଣ ହୋଇଯିବ। କିନ୍ତୁ ଆପଣ ଗୋଟେ କଥାର ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ସମ୍ପୂର୍ଣ୍ଣ ପରିଶ୍ରମ ଏବଂ ମନ ଧ୍ୟାନ ଦେଇ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବା ନିହାତି ଦରକାର।
କନ୍ୟା ରାଶି:
ଆପଣଙ୍କର କରଜ ଭଗବାନ ଶନି ମହାରାଜ ଉଧାର ମଧ୍ୟ କରିବେ କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଯେ ଆପଣଙ୍କୁ ନିଜର ସମୟ ନିଜର ଜୀବନ ସାଥୀଙ୍କ ସହିତ କାଟିବାକୁ ପଡିବ। ତେବେ ଯାଇ ଭଗବାନ ଶନିଦେବଙ୍କର କୃପା ଦ୍ୱାରା ଆପଣଙ୍କର ସାରାଜୀବନ ସୁଖମୟ ରହିବ। ଏବଂ ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ।ଯଦି ଆପଣଙ୍କର ଏ ପର୍ଯ୍ୟନ୍ତ ବିବାହ ହୋଇନାହିଁ ତେବେ ଆପଣ ନିଜର ମାତା ପିତାଙ୍କର ସହିତ ଅଧିମ ସମୟ କାଟିବାକୁ ଚେଷ୍ଟା କରନ୍ତୁ।
ତୁଳା ରାଶି:
ସଫଳତା ଆପଣଙ୍କର କବାଟ ସାମ୍ନାରେ ଛିଡା ହୋଇଛି। ହଁ ଆଜ୍ଞା ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ ଯେ କୌଣସି ଝିନଣ୍ଟ ବା କଳି ଝଗଡ଼ା ଠାରୁ ଆପଣ ଦୁରେଇ ରୁହନ୍ତୁ। ତେବେ ଯାଇ ଆପଣଙ୍କର ଘର ପରିବାରରେ ସୁଖ ଶାନ୍ତି ଲାଗି ରହିବ। ଭଗବାନ ଶନିଦେବଙ୍କର କୃପାରୁ ବ୍ୟର୍ଥ କାମରୁ ନିବୃତ ହୋଇ ନିଜର କାର୍ଯ୍ୟ ଉପରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ। ଭଗବାନ ଶନିଦେବଙ୍କର କୃପାରୁ ସମ୍ପୂର୍ଣ୍ଣ ୨୧ ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଜୀବନରେ ସବୁ ପ୍ରକାରର ସୁଖ ଲାଗି ରହିବ।
କର୍କଟ ରାଶି:

ଏହି ରାଶି ଉପରେ ଭଗବାନ ଶନିଦେବ ଖୁସିରେ ରହିବେ। ଏମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ଭଗବାନ ଶନିଦେବଙ୍କର କୃପା ଅସୀମ କୃପା ହେବ। ଏବଂ ତା ପୁଣି ସମ୍ପୂର୍ଣ୍ଣ ୨୧ ବର୍ଷ ପର୍ଯ୍ୟନ୍ତ ତେବେ ଏହା ପୁଣି ମଝିରେ ମଝିରେ ଏହି ରାଶିର ଲୋକମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ।ଏବଂ ଏମାନଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ଜୋରସରରେ ଚାଲୁ ହେବ।
କୁମ୍ଭ ରାଶି:
ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କର ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ ମଜବୁତ ରହିବ। ଏବଂ ଏହି ବର୍ଷ ଆପଣ ନୂଆ ବାହାନ କିଣିବାର ମନ ବଳାଇ ପାରନ୍ତି ଏବଂ ଏହି ବର୍ଷ ଧାର୍ମିକ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି।ଭଗବାନ ଶନିଦେବନଙ୍କର କୃପାରୁ ଆପଣଙ୍କ ଘର ଉପରେ ସର୍ବଦା ସୁଖ, ଶାନ୍ତି ଏବଂ ସମୃଦ୍ଧି ଲାଗି ରହିବ। ତେବେ