ଝିଅକୁ ପ୍ରେମରେ ମିଳିଲା ଧୋକା, ତ ସହରରେ ଲଗାଇଦେଲେ ‘ସିଦ୍ଧୀ ହେଟ୍ସ ଶିବାର’ର ପୋଷ୍ଟର, ଲୋକମାନେ କହିଲେ କହିଲେ ଏମିତି କଥା

ଭାଲେନଣ୍ଟାଇନ ସପ୍ତାହର ରୋମାଣ୍ଟିକ ପରିବେଶରେ ସବୁ ପ୍ରେମୀଯୋଡି ଅଲଗା ଅଲଗା ପ୍ରକାରରେ ନିଜ ପ୍ରେମର ପ୍ରକାଶ କରୁଛନ୍ତି। କିନ୍ତୁ, ସେହି ସମୟରେ ଉତ୍ତର ପ୍ରଦେଶର ରାଜଧାନୀ ଲଖନଞ୍ଜ (Lucknow)ର ପାଖ ଅଞ୍ଚଳ ଗୋମତୀନଗରର ଚୌରାହୋଂ ରେ ଏମିତି ପୋଷ୍ଟର ଲଗାଯାଇଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭାଲେନଣ୍ଟାଇନ ସପ୍ତାହର ରୋମାଣ୍ଟିକ ପରିବେଶରେ ସବୁ ପ୍ରେମୀଯୋଡି ଅଲଗା ଅଲଗା ପ୍ରକାରରେ ନିଜ ପ୍ରେମର ପ୍ରକାଶ କରୁଛନ୍ତି। କିନ୍ତୁ, ସେହି ସମୟରେ ଉତ୍ତର ପ୍ରଦେଶର ରାଜଧାନୀ ଲଖନଞ୍ଜ (Lucknow)ର ପାଖ ଅଞ୍ଚଳ ଗୋମତୀନଗର (Gomtinagar)ର ଚୌରାହଂ ରେ ଏମିତି ପୋଷ୍ଟର ଲଗାଯାଇଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରାସ୍ତାରେ ଲୋକମାନେ ଏହି ‘Siddhi Hates Shiva’ର ପୋଷ୍ଟରକୁ ଦେଖି ତ ଏହା ଭାବୁଛନ୍ତି କି କୌଣସି ଝିଅକୁ ନିଶ୍ଚିତ ପ୍ରେମରେ ଧୋକା ମିଳିଛି। ପୋଷ୍ଟର ଦେଖି ଅନୁମାନ କରାଯାଇ ପାରିବ କି ଝିଅଟି ସହିତ କେହି ଜଣେ ବିଶ୍ବାସଘାତକତା କରିଛନ୍ତି। ସେଠାର ‘ଶିବା’ଙ୍କୁ ଘୃଣା କରୁଥିବା ‘ସିଦ୍ଧୀ’ ନିଜ ବ୍ୟବହାରକୁ ଏମିତି ପ୍ରଦର୍ଶନ କରିଛନ୍ତି। ଝିଅଟି ନିଜ ପ୍ରେମୀଙ୍କ ଉପରେ ବିରକ୍ତି ଭାବକୁ ଦେଖାଇବା ପାଇଁ ଏହି ନୂଆ ଉପାୟ ବାହାର କରିଛନ୍ତି।

ଗୋମତୀନଗର, ଲଖନଞ୍ଜର ଏମିତି ଅଞ୍ଚଳ ଅଟେ, ଯେଉଁଠାରେ ବୁଲିବା ପାଇଁ ଲୋକମାନେ ସବୁବେଳେ ପ୍ରଥମେ ପସନ୍ଦ କରନ୍ତି। ଏଥିପାଇଁ ଏହି ଅଞ୍ଚଳ ସବୁବେଳେ ୟୁଥ ଏବଂ କପଲ୍ସମାନଙ୍କ ଦ୍ଵାରା ଭରି ହୋଇ ରହିଥାଏ। ଏମିତି ଜାଗାରେ ‘ସିଦ୍ଧୀ ହେଟ୍ସ ଶିବା’ର ପୋଷ୍ଟରକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ତ ହୋଇ ଯାଇଛନ୍ତି,ଏହା ସହିତ ପୋଷ୍ଟର ପଛରେ ଲୁଚିଥିବା କାହାଣୀ ଏବଂ କାରଣକୁ ଜାଣିବା ପାଇଁ ମଧ୍ୟ ଆଗ୍ରହୀ ଅଟନ୍ତି। ହେଲେ,ଏ‌ ପର୍ଯ୍ୟନ୍ତ ଏହି କଥା ସାମ୍ନାକୁ ଆସିନାହିଁ କି ଏହି ପୋଷ୍ଟର କିଏ ଲଗାଇଛନ୍ତି ଏବଂ ସେ ଏମିତି କଣ ପାଇଁ କରୁଛନ୍ତି,ଏହା ପଛରେ କାରଣ କ’ଣ? ସହରରେ ଲଗା ଯାଇଥିବା ଏହି ପୋଷ୍ଟର ସୋସିଆଲ ମିଡିଆରେ ବହୁତ ଜୋରରେ ଭାଇରାଲ ହେଉଛି।

https://twitter.com/Bengaluruhudugi/status/1359755784922427395?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1359755784922427395%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fthe-girl-got-cheated-in-love-then-installed-siddhi-hates-shiva-posters-in-the-city-goes-viral-2369153

https://twitter.com/ambika_Mam/status/1359750727413862400?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1359750727413862400%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fthe-girl-got-cheated-in-love-then-installed-siddhi-hates-shiva-posters-in-the-city-goes-viral-2369153

https://twitter.com/hiriadka2015/status/1359750329487683588?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1359750329487683588%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fthe-girl-got-cheated-in-love-then-installed-siddhi-hates-shiva-posters-in-the-city-goes-viral-2369153

https://twitter.com/___unidentified/status/1359756562886086658?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1359756562886086658%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fthe-girl-got-cheated-in-love-then-installed-siddhi-hates-shiva-posters-in-the-city-goes-viral-2369153

https://twitter.com/i_m_venom/status/1359753975768117250?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1359753975768117250%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fthe-girl-got-cheated-in-love-then-installed-siddhi-hates-shiva-posters-in-the-city-goes-viral-2369153

https://twitter.com/Im_Advay/status/1359755663312736258?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1359755663312736258%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fthe-girl-got-cheated-in-love-then-installed-siddhi-hates-shiva-posters-in-the-city-goes-viral-2369153

ଏହି ପୋଷ୍ଟରକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ମଜା ନେଉଛନ୍ତି,କି ବାସ୍ତବରେ ଶିବା ଏମିତି କଣ କରିଛନ୍ତିି ଯେ ସିଦ୍ଧୀ ତାଙ୍କୁ ଘୃଣା କରିବାକୁ ଲାଗିଛନ୍ତି ଏବଂ ଏହା ମଧ୍ୟ ଏତେ ଅଧିକ ଯେ ଚୌରାହଂରେ ପୋଷ୍ଟର ଲଗାଯାଇଛି,ଯାହା ଏବେ ମୁଖ୍ୟ ଖବର ପାଲଟିଛି। ପୋଷ୍ଟର ଉପରେ ଲେଖା ହୋଇଛି, ‘ସିଦ୍ଧୀ ହେଟ୍ସ ଶିବା’ ମାନେ ସିଦ୍ଧୀ,ଶିବାଙ୍କୁ ଘୃଣା କରୁଛନ୍ତି। ଏମିତି ପୋଷ୍ଟରକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏହା ସହିତ ମଜା ମଧ୍ୟ ନେଉଛନ୍ତି ଏବଂ ପୋଷ୍ଟରର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଏହା ସହିତ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି।

https://twitter.com/20asphuck/status/1359856262997970950?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1359856262997970950%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fthe-girl-got-cheated-in-love-then-installed-siddhi-hates-shiva-posters-in-the-city-goes-viral-2369153

Leave a Reply

Your email address will not be published. Required fields are marked *