ଏହି ୫ ଟି ନାମର ଝିଅ ମାନେ ଗଙ୍ଗା ଭଳି ପବିତ୍ର ହୋଇଥାଆନ୍ତି, ଜାଣନ୍ତୁ ସେହି ୫ ଟି ନାମ ଥିବା ଝିଅ ମାନଙ୍କ ବିଷୟରେ

ବନ୍ଧୁଗଣ ଏହି ଦୁନିଆରେ ସମସ୍ତ ଝିଅମାନଙ୍କୁ ବୁଝିବା ବହୁତ କଠିନ ହୋଇଥାଏ। କାହିଁକିନା ଗୋଟେ ଝିଅ ମନରେ କେତେବେଳେ କୋଣ ଚାଲିଥାଏ ଏହା କେହିବି କହିପାରିବେ ନାହିଁ। ସେମିତିରେତ ଆପଣ ଗୋଟେ କଥା ଶୁଣି ଥିବେ ଯେବେ ଭଗବାନ ନାରୀଙ୍କୁ ବୁଝି ପାରିଲେ ନାହିଁ,ତାହେଲେ ସାମାନ୍ୟ ମଣିଷ କିପରି ବୁଝି ପାରିବ? ପ୍ରକୃତରେ କଥା ଏହା ଯେ ଝିଅମାନଙ୍କର ବ୍ୟବହାର ଏତେ ଅଲଗା ହୋଇଥାଏ ଯେ ସେମାନେ କେବେ କୋଉ ଜିନିଷ ଉପରେ କୋଣ ପ୍ରତିକ୍ରିୟା ଦେବେ ଏହା କେହିବି କହି ପାରିବେ ନାହିଁ।

ଏହି ଦୁନିଆରେ ଏମିତି ବହୁତ ଝିଅମାନେ ଏମିତି ମଧ୍ୟ ହୋଇଥାଆନ୍ତି ଯେଉଁମାନେ ପାଣି ଭଳି ନିର୍ମଳ ଏବଂ ଗଙ୍ଗା ଜଳ ଭଳି ପବିତ୍ର ହୋଇଥାଆନ୍ତି ଏବଂ ବହୁତ ଶାନ୍ତ ସ୍ୱଭାବରେ ହୋଇଥାଆନ୍ତି। ସେମିତି ବହୁତ ଝିଅମାନେ ଏମିତିବି ଥାଆନ୍ତି ଯେଉଁମାନେ ବହୁତ ଚାଲାକ ହୋଇଥାଆନ୍ତି ଏବଂ ଭରସାର ଯୋଗ୍ୟ ହୋଇ ନଥାନ୍ତି। ଆଜି ଆମେ ସେହି ଝିଅମାନଙ୍କ ବିଷୟରେ କହିବା ଯେଉଁମାନେ ବହୁତ ପବିତ୍ର ହୋଇଥାଆନ୍ତି।

ଆପଣ ମାନଙ୍କୁ ଜାଣିବା ପାଇଁ କହି ଦେଉଛୁ ଯେ ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ, ସେମାନେ ବହୁତ ପବିତ୍ର ହୋଇଥାଆନ୍ତି। ସେଥିପାଇଁ ଆପଣ ମାନେ ଏହି ପୋଷ୍ଟଟିକୁ ଧ୍ୟାନରେ ସହିତ ପଢ଼ନ୍ତୁ। ହୋଇପାରେ ଆପଣଙ୍କର ନାମ ବି ଥାଇ ପାରେ।

“S” ଅକ୍ଷରର ନାମ ଥିବା ଝିଅ ମାନେ:

ଯେଉଁ ଝିଅମାନଙ୍କର ନାମ “S” ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ବୋଲି ମାନାଯାଏ। ଏମାନେ ବହୁତ ଲାଜକୁଳୀ ମଧ୍ୟ ହୋଇଥାଆନ୍ତି। କିନ୍ତୁ ଏମାନେ ତାଙ୍କ ପରିବାରର ମାନ ମର୍ଯ୍ୟଦାର ପୁରା ଧ୍ୟାନ ରଖିଥାନ୍ତି। ଆମେ ସିଧା ଶବ୍ଦରେ କହିବାତ ଏମାନେ କୌଣସି ପରିସ୍ଥିତିରେ ନିଜ ପରିବାରକୁ ଖୁସିରେ ରଖିବା ପାଇଁ ପୁରା ଚେଷ୍ଟା କରିଥାନ୍ତି। ଏବଂ ନିଜ ପରିବାର ଲୋକଙ୍କର ଇଛା ପୂରଣ କରିବାରେ ପୁରା ଚେଷ୍ଟା କରିଥାନ୍ତି।

“M” ଅକ୍ଷରର ନାମ ଥିବା ଝିଅ ମାନେ:

ଯେଉଁ ଝିଅମାନଙ୍କର ନାମ “M” ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଶାନ୍ତ ସ୍ୱଭାବରେ ହୋଇଥାଆନ୍ତି। ଏମାନଙ୍କର ସ୍ଵଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇଥାଏ। ଏହି ନାମ ଥିବା ଝିଅମାନେ ବହୁତ ଜୋରରେ କଥା କହିଥାନ୍ତି। କାହାରିକୁ ନିରାକାର କରନ୍ତି ନାହିଁ। ଏମିତି ଏମାନେ ନିଜର ଜୀବନସାଥୀଙ୍କୁ ଖୁସିରେ ରଖିବା ପାଇଁ ପୁରା ଚେଷ୍ଟା କରିଥାନ୍ତି।

“B” ନାମ ଥିବା ଝିଅ ମାନେ:

ଯେଉଁ ଝିଅମାନଙ୍କର ନାମ “B” ଅକ୍ଷରରୁ ଆରମ୍ଭ ହୋଇଥାଏ,ସେହି ଝିଅ ମାନେ ବହୁତ ଶାନ୍ତ ସ୍ୱଭାବରେ ହୋଇଥାଆନ୍ତି ଏବଂ ନିଜ ଜୀବନସାଥୀଙ୍କର ବହୁତ ବିଶ୍ୱସ୍ତ ହୋଇଥାଆନ୍ତି। ଏମାନେ କୌଣସି ପରିସ୍ଥିତିରେ ମଧ୍ୟ ନିଜ ଜୀବନସାଥୀଙ୍କର ସାଥି ଛାଡ଼ନ୍ତି ନାହିଁ ଏବଂ ଏମାନଙ୍କର ବ୍ୟବହାର ମଧ୍ୟ ବହୁତ କୋମଳ ହୋଇଥାଏ। ସେଥିପାଇଁ ଏହି ଝିଅମାନଙ୍କୁ ବହୁତ ପବିତ୍ର ବୋଲି ମାନାଯାଏ।

“A” ଅକ୍ଷର ନାମ ଥିବା ଝିଅମାନେ:

ଯେଉଁ ଝିଅମାନଙ୍କର ନାମ “ଅ” ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ତେଜସ୍ବ ସ୍ୱଭାବରେ ହୋଇଥାଆନ୍ତି। ଏମାନେ ନିଜ ପରିବାରର ଏବଂ ନିଜ ଜୀବନସାଥୀଙ୍କର ବହୁତ ଧ୍ୟାନ ରଖିଥାନ୍ତି। ଆଜ୍ଞା ହଁ ଏମାନେ ଜୀବନରେ ଏମିତି କିଛି କାମ କରି ନଥାନ୍ତି ଯେଉଁଥି ପାଇଁ ତାଙ୍କ ପରିବାରର ନାମ ଖରାପ ହେବ। ଏବଂ ନିଜ ଜୀବନସାଥୀଙ୍କୁ କଷ୍ଟ ଗେବ। କହିଦେଉଛୁ ଯେ ଏହି ନାମ ଥିବା ଝିଅମାନଙ୍କର ବ୍ୟବହାର ମଧ୍ୟ ବହୁତ ଭଲ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ବହୁତ ପବିତ୍ର ବୋଲି ମାନାଯାଏ।

“P” ଅକ୍ଷର ନାମ ଥିବା ଝିଅ ମାନେ:

ଯେଉଁ ଝିଅମାନଙ୍କର ନାମ “P” ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କୁ ସମ୍ପର୍କ ବାନ୍ଧି ରଖିବାରେ ବହୁତ ଭଲ ଭାବରେ ଜଣାଥାଏ। ଆଜ୍ଞା ହଁ କହିଦେଉଛୁ ଯେ ଏହି ନାମ ଥିବା ଝିଅମାନେ ପ୍ରତ୍ୟେକ ମଣିଷର ଭାବନାକୁ ଧ୍ୟାନର ସହିତ ବୁଝିପାରନ୍ତି। ହୋଇପାରେ ସେମାନେ ତାଙ୍କ ଠାରୁ ବଡ଼ ହୋଇଥାନ୍ତୁ କିମ୍ବା ସାନ। କିନ୍ତୁ ଏମାନେ କେବେ କାହାରିକୁ ଦୁଖଃ ଦିଅନ୍ତି ନାହିଁ। ଏବଂ ଏମାନେ ସମସ୍ତଙ୍କ ସହିତ ମଧୁର କଥା କହିଥାନ୍ତି। ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମାନାଯାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *