ମଣିଷ ର ଆତ୍ମବିଶ୍ବାସ ଓ ଦୃଢ଼ ନିଷ୍ପତ୍ତି ସବୁଠାରୁ ବଡ଼ ସଫଳତା ର ସିଢି ଅଟେ। କାରଣ ଯଦି ବ୍ୟକ୍ତି ର ଆତ୍ମବିଶ୍ବାସ ପ୍ରବଳ ଥାଏ ତାହେଲେ ସେ କୌଣସି ବି କଠିନ ପରିସ୍ଥିତି କୁ ସମ୍ମୁଖୀନ କରି ନିଜର ଲକ୍ଷ୍ୟ କୁ ହାସଲ କରିପାରିବ। ଏହି ଦୁନିଆ ରେ ପ୍ରତ୍ୟେକ ବ୍ୟକ୍ତି ଏହା ଚାହିଁ ଥାଏ କି ସେ ନିଜ ଜୀବନ ରେ ସଫଳ ହେଉ, ପରନ୍ତୁ ସଫଳତା ର ମାର୍ଗ ରେ ବହୁତ ସାରା ବାଧା ଉତ୍ପନ୍ନ ହୋଇଥାଏ। ଯିଏ ଏହି ବାଧା ଗୁଡ଼ିକୁ ପାରି କରିଦିଏ ସିଏ ଏକ ସଫଳ ବ୍ୟକ୍ତି ହୋଇଥାଏ କିନ୍ତୁ ଜୀବନରେ ଆସୁଥିବା ସମସ୍ୟା ଆଗରେ ଯେଉଁ ବ୍ୟକ୍ତି ନିଜର ଆଣ୍ଠୁ ମାଡ଼ି ପଡ଼ି ଯାଏ, ସେ କେବେ ବି ସଫଳ ହୋଇ ପାରିବନାହିଁ।
କିଏ ସତ କହିଛନ୍ତି, ମନରେ ଯଦି ମୁଲ ସୁଝିବାର ଇରାଦା ଥାଏ ତାହେଲେ ଏହି ଦୁନିଆ ରେ ଅସମ୍ଭବ କିଛି ନୁହେଁ। ଦୃଢ଼ ନିଷ୍ପତ୍ତି ବ୍ୟକ୍ତି କୁ ଦିନେ ନା ଦିନେ ସଫଳତା ନିହାତି ପ୍ରାପ୍ତି ହୋଇଥାଏ। ଆଜି ଆମେ ଆପଣଙ୍କୁ ଜଣେ ଏମିତି ମହିଳା ର ସଂଘର୍ଷ ର କାହାଣୀ ବିଷୟରେ କହିବାକୁ ଯାଉଛୁ ଯିଏ ଅସୁବିଧା ସମୟରେ ନିଜର ଲକ୍ଷ୍ୟ କୁ ନେଇ କେବେ ବି ବିଚଳିତ ହୋଇନଥିଲା।ଏହା ମହିଳା ନିଜର ସଂଘର୍ଷ ଓ ସାହସ ବଳରେ ସଫଳତା ହାସଲ କରିଛି।
ଶିଳବଟା ଓ ଫଳ ବିକ୍ରି କରୁଥିବା ମହିଳା ହେଲା ସବ-ଇନ୍ସପେକ୍ଟର:
ଆମେ ଆପଣଙ୍କୁ ଯେଉଁ ମହିଳା ର ସାହସ ଓ ସଂଘର୍ଷ ବିଷୟରେ ସୂଚନା ଦେଉଛୁ, ସେ ମହିଳା ର ନାମ ପଦ୍ମଶିଳା ତେରପୁଡେ ଅଟେ। ପଦ୍ମଶିଳା ତେରପୁଡେ ପଥର ର ଶିଳବଟା ତିଆରି କରି ବିକ୍ରି କରୁଥିଲା ପରନ୍ତୁ ସେ ନିଜର ପରିଶ୍ରମ ଓ ନିଷ୍ଠା ସହିତ ଏମପିଏସି ରେ ପାସ୍ କରି ପୁଲିସ ସବ ଇନ୍ସପେକ୍ଟର ହୋଇଗଲା। ସୋସିଆଲ ମିଡିଆରେ ତାଙ୍କ ସଂଘର୍ଷ ର କାହାଣୀ ବହୁତ ଜୋରେ ଭାଇରାଲ ହେଉଛି ଓ ସବୁଲୋକ ଏହି ସବ ଇନ୍ସପେକ୍ଟର ର ବହୁତ ପ୍ରଶଂସା କରୁଛନ୍ତି।
ଆଇପିଏସ ଶେୟାର କଲେ ଫୋଟୋ:
परिस्थितियाँ आपकी उड़ान नहीं रोक सकती.
किस्मत भले आपके माथे पर भारी पत्थर रखे लेकिन उनसे कामयाबी का पुल कैसे बनाना है ये भंडारा, महाराष्ट्र की #पद्मशीला_तिरपुडे से सीखें. पत्थर के सिलबट्टे बनाकर बेचने वाली पद्मशीला ने मेहनत की और MPAC में उत्तीर्ण होकर पुलिस उपनिरीक्षक बनीं pic.twitter.com/TjIUMBSkjH
— Dipanshu Kabra (@ipskabra) October 22, 2020
ଆପଣଙ୍କୁ କୁହାଯାଉଛି କି ଆଇପିଏସ ଅଧିକାରୀ ଦିପାଂଶୁ କାବରା ପଦ୍ମଶିଳା ତେରପୁଡେ ର ଫଟୋ ସେୟାର କରିଛନ୍ତି। ଆଇପିଏସ ଅଧିକାରୀ ଦିପାଂଶୁ ଙ୍କର କହିବା କଥା କି”ପରିସ୍ଥିତି ଗୁଡ଼ିକ ନିଜର ବିଜୟ କୁ ଅଟକାଇ ପାରିବ ନାହିଁ”। ଭାଗ୍ୟ ଆପଣଙ୍କ ମଥା ଉପରେ ଭାରୀ ପଥର ରଖୁ, କିନ୍ତୁ ସେଥିରୁ ସଫଳତା ର ବାଟ କେମିତି ବନାଇବାର ଅଛି ଏହି ଭଣ୍ଡାର, ମହାରାଷ୍ଟ୍ର ର ପଦ୍ମଶିଳା ତେରପୁଡେ ଙ୍କ ପାଖରୁ ଶିଖନ୍ତୁ। ପଥର ରେ ଶିଳବଟା ତିଆରି କରି ବିକ୍ରି କରୁଥିବା ପଦ୍ମଶିଳା ପରିଶ୍ରମ କଲା ଓ ଏମପିଏସି ରେ ଉତ୍ତୀର୍ଣ୍ଣ ହୋଇ ପୁଲିସ ଉପନିରିକ୍ଷକ ହେଲା।
ସ୍ୱାମୀ କରିଥିଲା ପୁରା ସହଯୋଗ:
उनके संघर्षों में पति ने पूरा साथ निभाया. शुरुवाती दिनों में वे पति के साथ मजदूरी करती थीं. आर्थिक तंगी के चलते पति ने ये तय किया कि वे पत्नी को आगे बढ़ाएंगे और पढ़ाई पूरी करवाएंगे। सिलबट्टे और फल बेचते पद्मशीला ने स्नातक पूरा किया और एमपीएसी क्लियर कर आज पुलिस उपनिरीक्षक बनीं.
— Dipanshu Kabra (@ipskabra) October 22, 2020
ଆଇପିଏସ ଅଧିକାରୀ ଦିପାଂଶୁ ଗୋଟେ ଟୁଇଟ ମାଧ୍ୟମ ରେ ସବ ଇନ୍ସପେକ୍ଟର ପଦ୍ମଶିଳା ତେରପୁଡେ ର ସଂଘର୍ଷ ବିଷୟରେ କହିଲେ। ସେ କହିଲେ କି”ତାଙ୍କର ଏହି ସଂଘର୍ଷ ରେ ତାଙ୍କ ସ୍ଵାମୀ ପୁରା ସାଥ ଦେଇଥିଲେ। ଆରମ୍ଭ ଦିନ ଗୁଡିକରେ ସେ ସ୍ଵାମୀ ଙ୍କ ସହିତ ମଜୁରୀ କାମ କରୁଥିଲା। ଆର୍ଥିକ ସମସ୍ୟା ଚାଲୁ ଥିବାରୁ ସ୍ଵାମୀ ନିଷ୍ପତ୍ତି ନେଲା କି ସେ ସ୍ତ୍ରୀ କୁ ଆଗକୁ ବଢ଼ାଇବ ଓ ପାଠପଢ଼ା ପୁରା କରେଇବ। ଶିଳବଟା ଓ ଫଳ ବିକ୍ରି କରୁଥିବା ପଦ୍ମଶିଳା ସ୍ନାତନ ପୁରା କଲା ଓ ଏମପିଏସ କ୍ଲିଅର କରି ଆଜି ପୁଲିସ ଉପନିରିକ୍ଷକ ହୋଇଗଲା।
ସୋସିଆଲ ମିଡିଆରେ ମହିଳା ର ଏହି ସଂଘର୍ଷ କୁ ଲୋକେ କରୁଛନ୍ତି ସଲାମ:
ସୋସିଆଲ ମିଡିଆରେ ସବ ଇନ୍ସପେକ୍ଟର ପଦ୍ମଶିଳା ତେରପୁଡେ ଙ୍କ ର ଫଟୋ ବହୁତ ଜୋରେ ଭାଇରାଲ ହେଉଛି। ଏହି ଫଟୋ ଗୁଡ଼ିକ ଭିତରେ ଜଣେ ମହିଳା ନାଲି ରଙ୍ଗର ଶାଢ଼ୀ ପିନ୍ଧିଛି ଓ ସେ ନିଜ କୋଳରେ ପିଲାକୁ ଧରିଛି। ତାର ମୁଣ୍ଡରେ ପଥର ର ଶିଳପୁଆ ରଖିଛି। ଦ୍ଵିତୀୟ ଫଟୋ ରେ ସେ ପୁଲିସ ର ପୋଷାକ ରେ ପରିବାର ସହିତ ବସିଥିବାର ନଜର ଆସୁଛି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କର ପରିଶ୍ରମ ଓ ସଂଘର୍ଷ କୁ ସଲାମ କରୁଛନ୍ତି। ଏହି ଫଟୋ ଗୁଡିକରେ ଲୋକଙ୍କର ଭଲ ପ୍ରତିକୀୟା ଆସୁଛି। କିନ୍ତୁ ସେ କହିଲେ କି ସେ ମୁଁ ନୁହେଁ, ମୁଁ କେବେ ଶିଳବଟା ଓ ଫଳ ବିକ୍ରି କରିନାହିଁ।