ପ୍ରେମର ନିଶାନି ତାଜମହଲ ନଗର ଆଗ୍ରା କୁ ପ୍ରେମର ନଗର ବୋଲି କୁହାଯାଏ। ହେଲେ ଏଠାରେ ଏମିତି କିଛି ପ୍ରେମ ଜୋଡି ନିଜର ପତି କିମ୍ବା ପତ୍ନୀ କୁ ଧୋକା ଦେଇକି ମିଳୁଛନ୍ତି। ଏହି ଭଳି ହିଁ ଗୋଟିଏ ଘଟଣା ବାକ୍ୟା ଥାନାର ତାଜଗଞ୍ଜ ହୋଟେଲ ରେ ଦେଖିବାକୁ ମିଳିଛି। ସେଠାରେ ଜଣେ ପତ୍ନୀ ତାର ବୟଫ୍ରେଣ୍ଡ ସହିତ ହୋଟେଲ ଭିତରେ ଥିଲା। ତା ସ୍ବାମୀ ଆସି ସେଠାରେ ଧମାକା ମଚେ଼ଇ ଦେଇଥିଲା। ଯେବେ ତା ସ୍ତ୍ରୀ କୁ ଆପତ୍ତି ଜନକ ସ୍ଥିତିରେ ହୋଟେଲ ରେ ଦେଖିଥିଲା ସେ ଆବାକ ହୋଇଯାଇଥିଲା। ଏହା ପରେ ତା ସ୍ତ୍ରୀ ଉପରେ ଚପଲ ବର୍ଷା ଆରମ୍ଭ ହୋଇଯାଇଥିଲା। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।
ହୋଟେଲ ରେ ପ୍ରେମିକ ସହିତ ରଙ୍ଗା ହାତରେ ଧରା ପଡିଲା ସ୍ତ୍ରୀ:
ପ୍ରକୃତରେ ତାଜଗଞ୍ଜ ରେ ରହୁଥିବା ଏକ ବିବାହିତ ମହିଳା ର ତା ବୟଫ୍ରେଣ୍ଡ ସହିତ ଆଫେୟର ଚାଲିଥିଲା। କୁହାଯାଇଛି କି ଏହି ହୋଟେଲ ବିନା ଆଇଡି ରେ ରୁମ ଦେଇଥିଲା। ହେଲେବି ମହିଳା ର ଯୋଜନା ଧରା ପଡିଯାଇଥିଲା। ଯେବେ ହୋଟେଲ ରୁମରେ ତା ପତି ଆସି ପହଁଚି ଯାଇଥିଲା। ପତି ଯେବେ ସ୍ତ୍ରୀ କୁ ଅନ୍ୟ ପୁରୁଷ ପାଖରେ ଦେଖିଥିଲା ସେ ରାଗି ଯାଇଥିଲା।
ପୋଲିସ କୌଣସି ଆକ୍ସନ ନେଇ ନାହିଁ:
ଏସପି ସିଟି ବୋତ୍ରେ ରୋହନ ପ୍ରମୋଦ କହିଛନ୍ତି କି ଆମ ପାଖରେ ଏହି ବାବଦରେ କୌଣସି FIR ଦିଆଯାଇନାହିଁ। ହେଲେବି ମିଡିଆରୁ ମିଳୁଥିବା ତଥ୍ୟ ଅନୁସାରେ ପରେ ସେ ଏହାର ଯାଞ୍ଚ କରିବେ ବୋଲି କହିଛନ୍ତି। ଏହା ସହିତ ଏସପି ଏହା ମଧ୍ୟ କହିଛନ୍ତି କି ଅନୈତିକ କାର୍ଯ୍ୟ ରେ ଲିପ୍ତ ଥିବା ହୋଟେଲ ଏବଂ ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦେଖନ୍ତୁ ଭିଡ଼ିଓ:
ପ୍ରକୃତରେ ଆଗ୍ରାରେ କରୋନା ମହାମାରୀ ଯୋଗୁଁ ଅଧିକ ପର୍ଯ୍ୟଟନ ଆସୁନାହାନ୍ତି। ଏମିତିରେ ବହୁତ ହୋଟେଲ ନିଜର ଖର୍ଚ୍ଚ ବାହାର କରିବା ପାଇଁ ନିଜର ଘର ଭଡାରେ ଦେଉଛନ୍ତି। ଏମିତିରେ ହୋଟେଲ ମାଲିକଙ୍କୁ ଅଧିକ ଲାଭ ହୋଇ ଯାଇଛି। ଏଥି ମଧ୍ୟରୁ ଯଦି ପୋଲିସ ର ଚଢାଉ ହୁଏ ତ ମାଲିକର ନାମ ବଦଳାଇ ଦେଇଥାନ୍ତି ଏବଂ ପୁନର୍ବାର ଆରମ୍ଭ କରିଥାନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।