ଲକଡାଉନ ରେ ଦେଶ ଛାଡି ୧୦ ଝିଅ ଙ୍କ ସହ କ୍ବାରେଣ୍ଟଟାଇନ ରେ ଥିଲେ ରାଜା, ଫେରିଲେ ତ ଲୋକମାନେ କଲେ ଏପରି ସ୍ବାଗତ

କଥାରେ କୁହନ୍ତି କି ସବୁ ପାପ ର ଘଡି କେବେ ନା କେବେ ପୂରଣ ହୋଇଥାଏ। ଆଜିର ସମୟ ରେ ଯେଉଁଠି ଟେମୋକ୍ରେଟିକ ସରକାର ଅଛନ୍ତି। ସଈଠି କେତେ ଦେଶରେ ରାଜା ଙ୍କୁ ସମ୍ମାନ ଦେଉଛନ୍ତି। କିନ୍ତୁ ଯଦି ଏହି ରାଜା ଜନତା ଙ୍କ ସେବା ବ୍ୟତିତ ନିଜର ସ୍ବାର୍ଥ ଦେଖିବ ତ କେବେ ନା କେବେ ଲୋକ ଏହାର ପ୍ରତିବାଦ କରିବେ। ଯେଉଁଠାର ଜନତା ଏବେ ରାଜା ଙ୍କ ବିରୋଧ ରେ କହିବା ଆରମ୍ଭ କରିଦେଇଛନ୍ତି।

ନିଜର ରାଜା ର ଭୁଲ୍ କୁ କେତେ ବର୍ଷ ରୁ ଅଣଦେଖା କରିବା ପରେ ଏବେ ଏହି ଦେଶ ର ଜନତା ମାନେ ଖୋଲିକି ତାର ଅୟଶିୟା ର ବିରୋଧ ରେ ମୁହଁ ଖୋଲି ବାରେ ଲାଗିଛନ୍ତି। ଏମିତି ହେବ କ’ଣ ପାଇଁ? କୋରୋନା ସମୟ ରେ ଯେତେବେଳେ ଦେଶ କୁ ରାଜା ଙ୍କ ସାଥ ସବୁଠାରୁ ଅଧିକ ଜରୁରୀ ଥିଲା , ସେତେବେଳେ ରାଜା ର୍ଜମାନୀ ରେ ନିଜର କେତେକ ପ୍ରେମୀକା ଙ୍କ ସହ ସମୟ କାଟୁ ଥିଲେ। ଏହାର ଫଟୋ ବି ସାମ୍ମନା କୁ ଆସିଛି। ଏବେ ଯେତେବେଳେ ରାଜା ଦେଶ କୁ ଫେରିଲେ ତ ସେଠାରେ ଆରମ୍ଭ ହୋଇଗଲା ରାଜା ଙ୍କ ବିରୋଧ ର ଲହରୀ।

ଥାଇଲାଣ୍ଡ ର ଲୋକ ରାଜା ମହା ବଜୀରାଲୋଂଗକୋର୍ନ ଙ୍କ ବିରୋଧ ରେ ଯାଉଛନ୍ତି। ଲୋକଙ୍କୁ ରାଜା ଙ୍କ ହର୍ରକତ ଏବେ ଦେଖିହେବ ନାହିଁ ବୋଲି ନଜର ଆସିଛି। ସେମିତି ତ ରାଜା କାଫି ସମୟ ରୁ ଜନତା ଙ୍କ ସେବା ଅପେକ୍ଷା ନିଜର ଅୟଶିୟା ଉପରେ ଧ୍ୟାନ ଦଉଥିଲେ ବୋଲି ବଦନାମ ଥିଲେ। କିନ୍ତୁ ଏବେ ଯାଇ ଜନତା ଖୋଲିକି ତାଙ୍କ ବିରୋଧ ରେ କହିବା ଆରମ୍ଭ କଲା।

ରାଜା ଙ୍କର ଏମିତି କିଛି ହରକତ ସାମ୍ମନା କୁ ଆସିଛି କି ଯାହା ଦେଶ କୁ ଠିକ୍ ଛବି ବନେଇ ବାକୁ ଦଉନି। କିଛି ସମୟ ପରେ ମହାରାଜ ଙ୍କର ଏକ ଫଟୋ ସାମ୍ମନା କୁ ଆସିଥିଲା, ଯେଉଁଥିରେ ରାଜା ପେଟ ଯାଏ ଟପ ପିନ୍ଧିବାର ନଜର ଆସିଥିଲେ। କୌଣସି ଦେଶ ର ରାଜା ର ଏପରି ଡ୍ରେସ୍ ପିନ୍ଧିବାର ଦେଖି ସମସ୍ତେ ଆସ୍ଚର୍ଯ୍ୟ ହୋଇଗଲେ।

ଏହା ପରେ ରାଜା ନିଜର ପାଳିତ କୁକୁର ଉପରେ ପ୍ରେମ ର ଚର୍ଚା ରେ ଆସିଥିଲା। ରାଜା ନିଜର ପାଳିତତ କୁକୁର କୁ ଥାଇଲାଣ୍ଡ ର ରୟାଲ ଏୟାରଫୋର୍ସ ଅଫିସର ର ୟୁନିର୍ଫମ ପିନ୍ଧେଇ ଥିଲା। ଏହା ସହିତ ତାକୁ ଉଚ୍ଚା ଅଧିକାରୀ ଙ୍କ ସହିତ ହେଉଥିବା ଡିନର୍ସ କୁ ନେଇ ଯାଉଥିଲା।

ରାଜା ମହା ବଜୀରାଲୋଂଗକୋର୍ନ ଙ୍କ ସାମ୍ମନା ରେ ତାଙ୍କ ସର୍ମଥକ ଆଣ୍ଠେଇ ବସୁଥିଲେ। ସେ ନଇଁ କି ରାଜା ଙ୍କୁ ସମ୍ମାନ ଦେଉଥିଲେ। ମହାରାଜା ଏହି ସଭିଙ୍କୁ ନିଜର ଗର୍ବ ମାନୁଥିଲେ। ଏତିକି ହିଁ ନୁହେଁ ଥରେ ଏହି ରାଜା ନିଜର ଏକ ଏକ୍ସ ଓ୍ବାଇଫ୍ କୁ ନିଜର କୁକୁର ର ବାସନ ରେ ଖାଇବାକୁ ଦେଇଥିଲା।

ଏହା ପରେ ବି ଥାଇଲାଣ୍ଡ ର ଜନତା ରାଜା ଙ୍କୁ ମାନୁ ଥିଲେ। କିନ୍ତୁ ଯେତେବେଳେ ଦେଶରେ କୋରୋନା ବ୍ୟାପିଲା ସେତେବେଳେ ରାଜା ଦେଶ ଛାଡି ପଳେଇଲା। ଏହି ପୂରା ସମୟ ରାଜା ର୍ଜମାନୀ ର ଏକ ଫାଇପ୍ ଷ୍ଟାର ହୋଟେଲ୍ ରେ ରହିଥିଲେ। ତା ସହିତ କେତକ ଝିଅ ମଧ୍ୟ ରହିଥିଲେ ହୋଟେଲ ରେ। ଏଥି ପାଇଁ ସେହି ଦେଶର ଜନତା ରାଜା ବିରୋଧ ରେ ବହୁତ ରାଗ ଭରି ଯାଇଥିଲା।

ଥାଇଲାଣ୍ଡ ରେ ରାଜା ଙ୍କୁ ଭଗବାନ ମାନନ୍ତି। ତାଙ୍କ ବିରୋଧ ରେ ଯିଏ ଯିବ ମାନେ ୧୫ ବର୍ଷ ର ଜେଲ ହୋଇଥାଏ। କେହିବି ରାଜା ଙ୍କ ବିରୋଧ ରେ କୁହଁନ୍ତି ନାହିଁ। କିନ୍ତୁ ଏବେ ଏଠାରେ କିଛି ବଦଳୁଛି।

ଲକଡାଉନ୍ ପରେ ରାଜା ଦେଶ କୁ ଫେରି ଆସିବା ପରେ ଜନତା ଖୋଲିକି ତାଙ୍କ ବିରୋଧ ରେ ଆସି ଯାଇଥିଲେ। ଵ୍ୟାକଙ୍ଗରେ ଲୋକମାନେ ରାଜା ବିରୋଧ ରେ ଦେଖିବାକୁ ମିଳୁଛି। ଲୋକ ଏବେ ନୂଆ ସମ୍ଭିଧାନ ର ଦାବି କରୁଛନ୍ତି।


ରାଜା ଙ୍କ ବିରୋଧ ରେ ଯିବା କାରଣ ରୁ ଥାଇଲାଣ୍ଡ ରେ କରଥ୍ୟୁ ଲଗେଇ ଦିଆଯାଇଛି । ଏହି ସମୟରେ କେତେକ ଲୋକ ରାଜା ଙ୍କୁ ହଟେଇ ବାକୁ ଚହୁଁଛନ୍ତି। ଏବଂ ଦେଶ ରେ ସାମ୍ଭିଧାନିକ ନିୟମ ଲାଗୁ କରାଯାଉ ବୋଲି ଦାବି କରୁଛନ୍ତି। ଦେଖିବାକୁ ହେବ କି ସେହି ରାଜା ଯିଏ ନିଜର କୁକୁର ମରିବା ପରେ ୩ ଦିନ ର ରାଜସୀ ଶୋକ କରେଇଥିଲା ସେ ଆଗକୁ କ’ଣ କରିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *