ଘରକୁ ଯିବା ପାଇଁ ବ୍ୟସ୍ତ ହେଉଥିଲା ପ୍ରେମିକା , ଏପଟେ ରାତିରେ ରହିବା ପାଇଁ ବାଧ୍ୟ କରୁଥିଲା ପ୍ରେମିକ , ନ ମାନିବାରୁ ପ୍ରେମିକ କଲା ଏମିତି

କୁହାଯାଏ ପ୍ରେମ ପବିତ୍ର । ପ୍ରେମ କିଛି ବି କରିପାରେ । ପ୍ରେମରେ ପଡ଼ିବା ପରେ ମଣିଷ ଶକ୍ତିଶାଳୀ ହୋଇ ଯାଇଥାଏ । ସେ ସବୁ କାମ କରିଦେଇଥାଏ । ତାକୁ ସବୁଥିରେ ସଫଳତା ମିଳିଥାଏ । କୁହାଯାଏ ନା ଯଦି ଜୀବନସାଥି ସଠିକ୍ ହୋଇଥିବ ତେବେ ଜୀବନ ବଦଳି ଯିବ ଆଉ ଯଦି ସଠିକ୍ ହୋଇ ନଥିବ , ତେବେ ଜୀବନ ବ-ର୍ବାଦ । ଅନ୍ୟ ପକ୍ଷରେ ଆଜିକାର ସମୟରେ ପ୍ରେମ କିଏ କରୁଛନ୍ତି ଆପଣ ସେ ବିଷୟରେ ଭଲ ଭାବରେ ଜାଣିଥିବେ । ପ୍ରେମ ସେମାନେ କରୁଛନ୍ତି , ଯେଉଁମାନେ ବିବାହ କରି ସାରିଛନ୍ତି । ମୁଖ୍ୟତଃ କହିବାକୁ ଗଲେ , ବର୍ତ୍ତମାନ ସମୟରେ ପର-କୀୟାପ୍ରୀ-ତି ବଢ଼ିବାକୁ ଲାଗିଛି ।

ପର-କୀୟା ପ୍ରୀତିରେ ଅନ୍ଧ ହୋଇ ସମସ୍ତେ ନିଜ ପରିବାରକୁ ଭୁଲି ଯାଉଛନ୍ତି ଆଉ ପ୍ରେମ ପାଖକୁ ଚାଲି ଯାଉଛନ୍ତି । ସେମାନେ ଅନେକ ଆଶା ନେଇ ଆଉ ଜଣକ ପାଖକୁ ଚାଲି ଯାଉଛନ୍ତି କିନ୍ତୁ ଧୋ-କା ପାଇବା ପରେ ନିଜ ଜୀବନ ହାରି ଦେଉଛନ୍ତି । ତେବେ ଏପରି ଖବର ସାମ୍ନାକୁ ଆସିବା କିଛି ବି ନୂଆ କଥା ନୁହେଁ , ଆଗରୁ ଅନେକ ଘ-ଟଣା ଏହିପରି ଘ-ଟିଛି ଆଉ ବର୍ତ୍ତମାନ ମଧ୍ୟ ଘଟୁଛି । ତେବେ ବର୍ତ୍ତମାନ ସମୟରେ ଏପରି ଏକ ଘଟ-ଣା ବିଷୟରେ ଶୁଣିବାକୁ ମିଳିଛି , ଯାହା ଆପଣଙ୍କ ଲୋମ ଟାଙ୍କୁରି ଦେବ । ଆପଣଙ୍କୁ ଭୟଭୀତ କରିଦେବ ଏହି ଘ-ଟଣା । କୌଣସି ହୋଟେଲ ରୁମ୍ କିମ୍ବା ଓୟୋ ଯାଉଥିଲେ ହୋଇ ଯାଆନ୍ତୁ ସାବଧାନ ।

ସୂଚନା ଅନୁଯାୟୀ , ଗାଜିଆବାଦରେ ଘଟି ଯାଇଥିବା ଏହି ଘ-ଟଣା ସମସ୍ତଙ୍କୁ ଭ-ୟଭୀ-ତ କରି ରଖି ଦେଇଛି । ଗାଜିଆବାଦର ଅର୍ଚ୍ଚନା ନିଜ ସ୍ଵାମୀ ଏବଂ ପିଲାଙ୍କ ସହିତ ସେଠାରେ ରହୁଥିଲେ । ପରିବାର ତାଙ୍କ ସୁଖ ଶାନ୍ତିରେ ଚାଲିଥିବା ମଧ୍ୟରେ ଅର୍ଚ୍ଚନାଙ୍କ ଜୀବନକୁ ଜଣେ ବ୍ୟକ୍ତି ପ୍ରବେଶ କରିଥିଲେ ।

ଆଉ ସେ ଅର୍ଚ୍ଚନାଙ୍କୁ ଭଲ ପାଇ ବସିଥିଲେ ଆଉ ଅର୍ଚ୍ଚନା ମଧ୍ୟ ତାଙ୍କ ଜା-ଲରେ ପଡ଼ି ଯାଇଥିଲେ । ତେବେ ଦୁହେଁ ଦୁହିଁଙ୍କୁ ଅତ୍ୟନ୍ତ ପ୍ରେମ କରୁଥିଲେ । ତେବେ ଅର୍ଚ୍ଚନା ବିବାହିତା ଥିବା ବେଳେ ଯୁବକ ଜଣକ ଥିଲେ ଅବିବାହିତ । ସେଥିପାଇଁ ଦେହର ବାସ୍ନା ତାଙ୍କୁ ପାଗଳ କରି ଦେଉଥିଲା। ଅନେକ ଥର ସେ ଅର୍ଚ୍ଚନାଙ୍କ ସହିତ ସ-ମ୍ପର୍କ ରଖୁଥିଲେ ।

ଦୁହେଁ ହୋଟେଲ ରୁମ ଚାଲି ଯାଉଥିଲେ ଆଉ ସେଠାରେ ମନ ଭରି ଉପଭୋଗ କରିବା ପରେ ଘରକୁ ଫେରି ଆସୁଥିଲେ । ତେବେ ସେଦିନ ମଧ୍ୟ ଦୁହେଁ ଯାଇଥିଲେ । ଆଉ ଡେରି ହେବାରୁ ଅର୍ଚ୍ଚନା ଘରୁ ଫୋନ୍ ଆସିଥିଲା ଆଉ ସେ ଯିବା ପାଇଁ ବ୍ୟସ୍ତ ହୋଇଥିଲେ । କିନ୍ତୁ ପ୍ରେମିକର ମନ ମାନି ନଥିଲା ।

ସେ ରାତି ଯାକ ରହିବା ପାଇଁ କହିଥିଲା । କିନ୍ତୁ ଅର୍ଚ୍ଚନା ମାନି ନଥିଲେ ଆଉ ଘରେ ତାଙ୍କ ସ୍ଵାମୀ ଏବଂ ପିଲା ଛୁଆ ଅପେକ୍ଷା କରି ବସିଛନ୍ତି ବୋଲି କହିଥିଲେ । ତେବେ ଏହି ସମୟ ମଧ୍ୟରେ ପ୍ରେମିକ ଅତ୍ୟନ୍ତ କ୍ରୋ-ଧିତ ହୋଇ ଯାଇଥିଲା ଆଉ ତାଙ୍କୁ ହ-ତ୍ୟା କରି ଦେଇଥିଲା । ତେବେ ଏହାପରେ ଅନେକ ତ-ଦନ୍ତ ପରେ ହୋଟେଲ ରୁମରେ ଦେଖିବା ପରେ ଅର୍ଚ୍ଚନାଙ୍କ ମୃ-ତ ଦେହ ମିଳିବା ସହିତ ପ୍ରେମିକକୁ ପୋ-ଲିସ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *