ନିଦର ଔଷଧ ଖାଇବା ମାତ୍ରେ ଉଠିଗଲା ୮ବର୍ଷ ଧରି ଶୋଇ ଥିବା ବ୍ୟକ୍ତି, ନିଜେ ଉଠି ଖାଇବା ଅର୍ଡର କଲେ ଏବଂ ହୋଇଗଲେ ଜୀବିତ

ମେଡିକାଲ ସାଇନ୍ସ ରେ ଔଷଧ ସହିତ ଆର୍ଶୀବାଦ ମଧ୍ୟ ଜରୁୁରୀ ଏହା ଆପଣ ଶୁଣି ଥିବେ। କିନ୍ତୁ ଏହାର ଉଦାହରଣ କେବେ କେମିତି ଦେଖିବାକୁ ମିଳିଥାଏ। ଏବେ କିଏ ଭାବିଥିଲା କି ଏକ ବ୍ୟକ୍ତି ଯିଏ ଗତ ୮ ବର୍ଷ ହେବ ସେଜ ରେ ପଡିଥିଲା ସେ ଅଚାନକ୍ ଉଠି ଦୌଡିବ। ସେ ବି ବିନା କିଛି ଥିରୋପୀ ରେ। ମାତ୍ର ଗୋଟିଏ ନିଦ ଔଷଧ ଖାଇ। ଆଙ୍ଗା ହଁ ଏହି ଚମତକାର ନେଦରଲ୍ୟାଣ୍ଡ ରେ ରହୁଥିବା ଏକ ବ୍ୟକ୍ତି ସହ ହୋଇଛି। ଡକ୍ଟର ତାଙ୍କୁ ଶୋଇବା ପାଇଁ ନିଦ ଔଷଧ ଦେବାକୁ କହିଥିଲେ। କିନ୍ତୁ ଏହି ଔଷଧ ଖାଇ ବ୍ୟକ୍ତି ଜଣକ ପୁରା ଠିକ୍ ହୋଇଗଲା। ସେ କେବଳ ଚାଲିଲା ନାହିଁ ତା ସହିତ ଏତେ ବର୍ଷ ପରେ ସେ ଖାଇବା ଅର୍ଡର କରି ଖାଇଲା ମଧ୍ୟ। ଆସନ୍ତୁ ଆମେ ଆପଣଙ୍କୁ ଜଣାଉଛୁ ସେହି ଜାଦୁ ର ଔଷଧ ବିଷୟ ରେ ଯିଏ ବ୍ୟକ୍ତି କୁ ୮ ବର୍ଷ ପରେ ଠିକ୍ କରିଦେଲା।

ନେଦରଲ୍ୟାଣ୍ଡ ରେ ରହୁଥିବା ୩୯ ବର୍ଷ ର ରିଚର୍ଡ ପୂର୍ବ ୮ ବର୍ଷ ହେବ ଲକବାଗ୍ରସ୍ତ ଥିଲେ। ୨୦୧୨ ରେ ହୋଇଥିବା ର୍ଦୁଘଟଣା ପରେ ସେ ନିଜେ ସେଜ ରୁ ହଲି ବି ପାରୁନଥିଲେ।

ରିର୍ଚଡ ୨୦୧୨ ରେ ଯେତେବେଳେ ଖାଦ୍ୟ ଖାଉଥିଲେ ସେତେବେଳେ ଅଚାନକ ମାଟି ର ଖଣ୍ଡ ତାଙ୍କ ତଣ୍ଟି ରେ ଲାଗି ଯାଇଥିଲା। ଏହି କାରଣ ରୁ ରିର୍ଚଡ ଙ୍କ ନିଶ୍ବାସ ବନ୍ଦ ହୋଇଯାଇଥିଲା। ଏବଂ ତାଙ୍କ ମୁଣ୍ଡ ରେ ଆଘାତ ଲାଗିଯାଇଥିଲା।

ଲକବା(ଏକ ବାତ୍ତ ରୋଗ ) ମାରିବା ପରେ ସେ ୮ ବର୍ଷ ସେଜ ରେ ପଡିଥିଲେ। ସେ ସବୁ ଦେଖୁଥିଲେ ବୁଝୁ ଥିଲେ କିନ୍ତୁ କିଛି କହିପାରୁ ନଥିଲେ। ତାଙ୍କୁ ବାଥରୁମ୍ ଯାଏ ଯିବା ପାଇଁ ମଧ୍ୟ ଜଣେ ଲୋକ ର ସାହାର୍ଯ୍ୟ ଦରକାର ଥିଲା।

ସେ କେବଳ ନିଜର ଆଖି ରେ ନିଜର କଥା କୁ କହିପାରୁଥିଲେ। ଏହା ସହିତ ତାଙ୍କୁ ଖାଦ୍ୟ ବି ଟ୍ୟୁବ ରେ ଖୁଆଇବା ଯାଏ। ସେ ହଲି ମଧ୍ୟ ପାରୁ ନଥିଲେ।

ବିତି ଯାଇଥିବା କିଛି ଦିନ ପୂର୍ବରୁ ରିର୍ଚଡ ଙ୍କୁ ନିଦ ର ସମସ୍ୟା ହେଲା। ଏହା ପରେ ଡକ୍ଟର ମାନେ ଘର ଲୋକଙ୍କ ସହ କଥା ହୋଇ ତାଙ୍କୁ ଏମ୍ବିୟନ ନାମକ ଏକ ଔଷଧ ଦେଲେ। ସତ କହିବାକୁ ଗଲେ ଡକ୍ଟର ମାନେ ସେହି ଔଷଧ ର ଏକ୍ସପେରିମେଣ୍ଟ କରୁଥିଲେ।

ଏକ ସ୍ଟଡି ରେ ସାମ୍ମନା କୁ ଆସିଥିଲା ଯେ ନିଦ ଔଷଧ ଲକବାଗ୍ରସ୍ତ ରୋଗୀ ଙ୍କୁ ଠିକ୍ କରି ପାରିବ। ଏଥିପାଇଁ ଶେଷ ଆଶା ରେ ସେ ଏହି ଔଷଧ କୁ ରିର୍ଚଡ ଙ୍କୁ ଦେଇଥିଲେ ଏବଂ ସତ କୁ ସତ ଏହା ୨୦ ମିନିଟ୍ ରେ ଚମତ୍କାର ହୋଇଥିଲା।

ରିର୍ଚଡ ଔଷଧ ଖାଇବା ୨୦ ମିନିଟ୍ ପରେ ଚାଲିବାକୁ ଲାଗିଲେ। ସେ କଥା କହିବାକୁ ଲାଗିଲେ। ସେ ନିଜ ପାଇଁ ଖାଇବା ଅର୍ଡର କରିଥିଲେ ଏବଂ ଏହା ସହିତ ନିଜ ବାପା ଙ୍କ ସହ ଫୋନ ରେ କଥା ମଧ୍ୟ ହୋଇଥିଲେ। ଏହି ଜାଦୁ ଔଷଧ କମାଲ କରିଦେଲା।

ଡକ୍ଟର ମାନେ ଔଷଧ ର ଚମତ୍କାର କୁ ଔଷଧ ର ପ୍ରଭାବ ବୋଲି କହିଛନ୍ତି। ଏହା ସହିତ ନିଜର ଏନାଲିସି୍ସ ରେ ସେମାନେ ଲେଖିଲେ କି ଏକ ଟାବଲେଟ ରିର୍ଚଡ ଉପରେ ୨ ଘଣ୍ଟା ପ୍ରଭାବ ପକଉଛି। ଲଗାତାର ତାକୁ ଯଦି ଏହି ଔଷଧ ୫ ଦିନ ଦିଆଯିବ ତ ସେ ଏହା ପ୍ରଭାବ ପକେଇବ ନାହିଁ।

ଯଦିଓ ଡକ୍ଟର ଏହି ନିଦ ଔଷଧ କୁ ଠିକ୍ କରିବାରେ ଲାଗି ପଡିଛନ୍ତି। ସେମାନେ ଏହି ଚମତ୍କାରୀ ଏବଂ ଲକବା ପରି ବେମାରୀ ର ରାମବାଣ ବୋଲି କୁହିଛନ୍ତିି। କିଏ ଭାବି ବି ନଥିଲେ ନିଦ ର ଏକ ନର୍ମାଲ ଔଷଧ ଏତେ ବଡ ରୋଗ ର ଚିକିତ୍ସା କରିପାରିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *