ଦୁନିଆରେ ବାପା ମା’ ହିଁ ନିଜର ଖୁସିକୁ ଜଳାଞ୍ଜଳି ଦେଇ ନିଜ ସନ୍ତାନକୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି । କିନ୍ତୁ ଦୁନିଆରେ ଆଉ କେହି ବ୍ୟକ୍ତି ନାହାଁନ୍ତି ଯିଏକି ସ୍ୱାର୍ଥପର ନୁହେଁ । ତେବେ ଆଜିକା ସମୟରେ ଏମିତି ଅନେକ ଘ-ଟଣା ଦେଖିବାକୁ ମିଳୁଛି ଯେଉଁଠି ବାପା ମା’ ବୃଦ୍ଧ ହୋଇଯିବା ପରେ ପୁଅ ଝିଅ ତାଙ୍କର ଯତ୍ନ ନେବାତ ଦୂରର କଥା , ଖାଇବାକୁ ମଧ୍ୟ ଦେଉ ନାହାଁନ୍ତି । ଯାହାକି ଆଜିକାଲିକା ଯୁବ ସମାଜର ଏକ ବଡ଼ ଭୁଲ ଅଟେ । ଆଜିକାଲି ମନୁଷ୍ୟ ପାଇଁ କାହାରି ଜୀବନ , କାହାରି ସ୍ନେହ ଜରୁରୀ ନୁହେଁ , ବରଂ ଜରୁରୀ ହେଉଛି ଆବଶ୍ୟକତା ।
ମନୁଷ୍ୟ ନିଜ ସ୍ୱାସ୍ଥ୍ୟ ପାଇଁ , ଧନ ସମ୍ପତ୍ତି ପାଇଁ ଏତେ ତଳକୁ ଖସି ଯାଉଛି ଯେ , ଏସବୁ ପାଇଁ ନିଜ ବାପା ମା’ ଙ୍କୁ ହ-ତ୍ୟା କରିବାକୁ ମଧ୍ୟ ପଛାଉ ନାହିଁ । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଏପରି ସବୁ ଘ-ଟଣା ପ୍ରସାରିତ ହେବା ସାଧାରଣ ହୋଇଗଲାଣି । କେଉଁଠି ନା କେଉଁଠି ପ୍ରତ୍ୟେକ ଦିନ କିଛି ନା କିଛି ଏହି ସମ୍ବନ୍ଧୀୟ ଘ-ଟଣା ଶୁଣିବାକୁ ମିଳିଥାଏ । ବର୍ତ୍ତମାନ ସମୟରେ ମଧ୍ୟ ଆଉ ଜଣେ ବୃଦ୍ଧା ବାପା ମା’ ଙ୍କ ଦୁଃ-ଖ ହୃଦୟର କରୁଣ କାହାଣୀ ସର୍ବସମ୍ମୁଖକୁ ଆସିଛି । ଯାହାକୁ ସମାଲୋଚନା କରି ଜଣେ ମନୁଷ୍ୟ ହୁଏତ ଅନ୍ୟ ଜଣେ ମନୁଷ୍ୟର ଭୁଲ ବୁଝିପାରେ ।
ତେବେ ଏପରି ଏକ ଘଟ-ଣା ଘ-ଟିଛି ଆଳି ଥା-ନା ଅନ୍ତର୍ଗତ ଶ୍ରୀଙ୍ଗିରି ପଞ୍ଚାୟତର ରାଉତା ଗ୍ରାମର । ତେବେ ସେହି ଗାଁର ଭୀମ ଲେଙ୍କା ବୟସ ୯୬ ବର୍ଷ ଏବଂ ଚେମାମଣି ଲେଙ୍କା ବୟସ ୮୮ ବର୍ଷ । ଅଭି-ଯୋଗ ଅନୁଯାୟୀ ତାଙ୍କର ତିନୋଟି ପୁଅ ଅଛନ୍ତି । ତେବେ ଦୁଇପୁଅ ତାଙ୍କର ବିଦେଶରେ ଅଛନ୍ତି । କିନ୍ତୁ ବଡ଼ ପୁଅ ଧ୍ରୁବ ଚରଣ ଲେଙ୍କା ଏବଂ ତାଙ୍କ ବୋହୂ ତାଙ୍କର ଧନ ସମ୍ପତ୍ତି ପାଇଁ ବୃଦ୍ଧା ବାପା ମା’ଙ୍କୁ ଖାଇବାକୁ ଦେଉନଥିବା ସହିତ ଗା-ଳି ଗୁ-ଲଜ କରୁଥିବା ଅଭି-ଯୋଗ କରିଛନ୍ତି ।
ତେବେ ବୃଦ୍ଧା ବାପା ମା’ଙ୍କ ଅଭି-ଯୋଗ ଅନୁଯାୟୀ କହିଛନ୍ତି ଯେ , ତାଙ୍କ ପୁଅ ବୋହୂ ତାଙ୍କୁ ଖାଇବାକୁ ଦେଉ ନାହାଁନ୍ତି ଏବଂ ଧନ ସମ୍ପତ୍ତି ପାଇଁ ପେଟ୍ରୋଲ ପକାଇ ଜାଳି ଦେବାକୁ ଧମକ ଦେଉଥିବା ଅଭି-ଯୋଗ ମଧ୍ୟ ଆଣିଛନ୍ତି । ତେବେ ଏହାକୁ ନେଇ ବୃଦ୍ଧା ବାପା ମା’ ଆଳି ଥା-ନାରେ ଏକ ଅଭି-ଯୋଗ କରିଛନ୍ତି । ଆଳି ଥା-ନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଅଭି-ଯୋଗ ଆଧାରରେ ଏକ ମା-ମଲା ରୁ-ଜ୍ଜୁ କରି ତ-ଦନ୍ତ ଆରମ୍ଭ କରିଛନ୍ତି । ଏହାଛଡା କେମିତି ବୃଦ୍ଧା ବାପା ମା’ ପୁଅ ବୋହୂର ଏମିତି ବ୍ୟବହାର କାରଣରୁ କହିଛନ୍ତି ଯେ ଏମିତି ପୁଅ ଆଉ କାହାକୁ ନମିଳୁ ।