ଶୋଶିଆଲ ମିଡ଼ିଆରେ ଏକ ଭିଡିଓ ବହୁତ ଜୋରରେ ଭାଇ-ରାଲ ହେଉଛି, ଯେଉଁଥିରେ ଗାଁର କିଛି ଲୋକମାନେ ମିଶି ପୂରା ଘରକୁ ହିଁ ହାତରେ ଉଠାଇ ନେଲେ ଏବଂ ତାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଛାଇ ରହିଛି ଏବଂ ଲୋକମାନେ ଏହାକୁ ଦେଖି ବହୁତ ଆ-ଶ୍ଚର୍ଯ୍ୟ ହୋଇଛନ୍ତି।
ଆମେ ସମସ୍ତେ ଘରର ଜିନିଷକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଉଥିବାର ବୋଧହୁଏ ଦେଖିଛେ। ବହୁତ ଲୋକ ତ ନିଜେ ମଧ୍ୟ ନିଜ ଜିନିଷକୁ ନେଇ ଯାଇଥାନ୍ତି। କିନ୍ତୁ, କଣ ଆପଣ କେବେ ପୂରା ଘରକୁ ନେଇଯିବାର ଦେଖିଛନ୍ତି, ଯଦି ଦେଖି ନାହାନ୍ତି ତାହାଲେ ଏବେ ଦେଖନ୍ତୁ। ବାସ୍ତବରେ, ଶୋଶିଆଲ ମିଡ଼ିଆରେ ଏକ ଭିଡିଓ ବହୁତ ଜୋରରେ ଭାଇ-ରାଲ ହେଉଛି, ଯେଉଁଥିରେ ଗାଁର କିଛି ଲୋକ ମିଶି ପୂରା ଘରକୁ ହିଁ ହାତରେ ଉଠାଇ ନେଇଛନ୍ତି ଏବଂ ତାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯାଉଛନ୍ତି। ଏହି ଭିଡିଓ ଶୋଶିଆଲ ମିଡ଼ିଆରେ ଛାଇ ରହିଛି ଏବଂ ଲୋକମାନେ ଏହାକୁ ଦେଖି ବହୁତ ଆ-ଶ୍ଚର୍ଯ୍ୟ ହୋଇଛନ୍ତି।
Yet another video where the Nagas show us that Unity is strength!
House shifting in progress at village in Nagalandpic.twitter.com/XUGhiEGNe7
— Sudha Ramen 🇮🇳 (@SudhaRamenIFS) February 5, 2021
ଏହି ଭିଡିଓଟି ନାଗାଲାଣ୍ଡ (Nagaland)ର ଏକ ଗାଁର ଅଟେ। ଯାହାକୁ ଦେଖି ଆମ ସମସ୍ତଙ୍କୁ ଏକ ଶିକ୍ଷା ମିଳିଛି କି ଯେଉଁଠାରେ ଏକତା ଥାଏ ସେଠାରେ ଶକ୍ତି ଥାଏ। ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସୁଧା ରାମେନ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓକୁ ଶେୟାର କରିବା ସମୟରେ ସେ କ୍ୟାପଶନରେ ଲେଖିଛନ୍ତି, ‘ଆଉ ଏକ ଭିଡିଓ ଯେଉଁଥିରେ ନାଗା ଆମକୁ ଦେଖାଇଛନ୍ତି କି ଏକତାରେ ଶକ୍ତି ଥାଏ! ନାଗାଲାଣ୍ଡରେ ଗାଁର ପ୍ରଗତି ପାଇଁ ଘରକୁ ସ୍ଥାନାନ୍ତର କରାଯାଇଛି।’ ଏହି ଭିଡିଓରେ ଆପଣ ନିଜେ ଦେଖି ପାରୁଥିବେ କେମିତି ଗାଁର କିଛି ଲୋକ ମିଶି ଗୋଟିଏ ଘରକୁ ନିଜ ହାତରେ ଉଠାଇଛନ୍ତି ଏବଂ ସେମାନେ ଘରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯାଉଛନ୍ତି। ସେମାନେ ଏମିତି କଣ ପାଇଁ କରୁଛନ୍ତି ତାହା ତ ଜଣାନାହିଁ କିନ୍ତୁ ଏହି ଭିଡିଓଟି ଏହା ପ୍ରମାଣ କରି ଦେଉଛି କି ଏକତାରେ ଶକ୍ତି ଥାଏ।
ଶୋଶିଆଲ ମିଡ଼ିଆରେ ଏହି ଭିଡିଓ ଏ ପର୍ଯ୍ୟନ୍ତ ୧୫ହଜାରରୁ ମଧ୍ୟ ଅଧିକ ଥର ଦେଖା ଯାଇ ସାରିଛି। ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ଏବଂ ଗାଁ ଲୋକଙ୍କର ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।