କ-ଫି-ନରେ ଜୀ-ଅ-ନ୍ତା ସ-ମା-ଧି ନେବା କୌଣସି ଖରାପ ସ୍ବପ୍ନଠାରୁ କମ ନୁହେଁ। କିନ୍ତୁ ୟୁଟ୍ୟୁବର ଜିମି ଡୋନାଲ୍ଡସନ ନାହିଁ କେବଳ ଏହି ସ୍ବପ୍ନକୁ ଉପଭୋଗ କଲେ ବରଂ କ୍ୟାମେରାରେ କ-ଏ-ଦ କରି ସାରା ଦୁନିଆକୁ ଦେଖାଇଥିଲେ। ତାଙ୍କର ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟକଳାପର ଭିଡିଓ ଭାଇରାଲ ହୋଇସାରିଛି। ଏହି ସକିଙ୍ଗ କ୍ଲିପ କୁ mr beast ନାମରେ ୟୁଟ୍ୟୁବ ଚ୍ୟାନେଲରେ ୨୮ ମାର୍ଚ୍ଚରେ ସେୟାର କରାଯାଇଥିଲା। ଯାହା ଖବର ଲେଖାହେବା ପର୍ଯ୍ୟନ୍ତ ୬୦ ମିଲିୟନରୁ ଅଧିକ ଭିୟୁଜ ଆସିସାରିଛି। ଭିଡ଼ିଓରେ ଆପଣ ଜିମି ତଥା mr beastଙ୍କୁ ଏକ କ-ଫି-ନ ଭିତରେ ଶୋଇ ଜୀ-ଅ-ନ୍ତା ସ-ମା-ଧି ନେବାର ଦେଖିବେ। ତାଙ୍କର ଦାବୀ ଯେ, ସେ କ-ଫି-ନ ଭିତରେ ବନ୍ଦ ହୋଇ ମାଟି ତଳେ ୫୦ ଘଣ୍ଟା ବିତାଇଥିଲେ।

କ-ଫି-ନରେ ଥିଲା ଏହି ସବୁ ଜିନିଷ:-
ଏହି ୧୨ ମିନିଟରେ ଜିମି ୫୦ ଘଣ୍ଟା ପର୍ଯ୍ୟନ୍ତ ମାଟି ଭିତରେ ସମାଧି ନେଇଥିଲେ। ସେ କ-ଫି-ନ ଭିତରେ ତକିଆ, ଚାଦର, ପାଣି ବୋତଲ ସହ ଖାଇବା ସାମଗ୍ରୀକୁ ନେଇ ଶୋଇଥିଲେ। ଏହା ସହ ସେ ୱାକି ଟାକି ସହ ବାହାରେ ଥିବା ସାଙ୍ଗମାନଙ୍କ ସହ ସବୁ ସମୟରେ ସମ୍ପର୍କ ରଖିଥିଲେ।
View this post on Instagram
ସାଙ୍ଗମାନେ କରୁଥିଲେ ବହୁତ ମଜା:-
ଜିମି କ-ଫି-ନର ପାଖାପାଖି ୨୦ ଘଣ୍ଟା ବିତାଇବା ପରେ ନିଜର ସ୍ଥାନ ବଦଳାଉଥିଲେ। କଥା ଏହାକି ଛୋଟ କ-ଫି-ନରେ ଛିଡ଼ା ହେବା ଅସମ୍ଭବ। ଏହିଭଳି ସେ ଶୋଇ ଶୋଇ ଆରପଟକୁ ବୁଲିଯାଉଥିଲେ। ଯେଉଁଠି ଜିମି କ-ଫି-ନରେ ରହି ସମୟ ବିତାଉଥିଲେ, ସେତେବେଳେ ସେଠାରେ ରହି ତାଙ୍କ ସାଙ୍ଗମାନେ ମଜା ମସ୍ତି କରୁଥିଲେ।

୧ ଦିନ ପରେ ଆସିଲା ଏହି ସବୁ ସମସ୍ୟା:-
କ-ଫି-ନରେ ପୁରା ଏକ ଦିନ ବିତାଇଲା ପରେ ଯେବେ ଜିମିର ସାଙ୍ଗ ତାଙ୍କୁ ପଚାରନ୍ତି କେମିତି ଲାଗୁଛି, ତେବେ ସେ ଉତ୍ତରରେ କହନ୍ତି, ତାଙ୍କର ପିଠିରେ କଷ୍ଟ ଅନୁଭୂତି ହେଉଛି, ବ-ନ୍ଦ ଜାଗାରେ ଅଛନ୍ତି ବୋଲି ତାଙ୍କୁ ଡ-ର ଭ-ୟ ଲାଗୁଛି। ବହୁତ ଅଧିକା ସେ ନି-ରା-ଶ ହୋଇଗଲେଣି ଏବଂ ତାଙ୍କଠାରୁ ଦୁ-ର୍ଗ-ନ୍ଧ ବା-ସ୍ନା ଆସିଲାଣି।-
ଏବେ ଦେଖନ୍ତୁ ସମ୍ପୂର୍ଣ ଭିଡିଓ:-
ଏହି ସବୁ କାମ ବଡ଼ ବୁଝାସୁଝା ଓ ଉପାୟ ସହ କରାଯାଇଥିଲା। ଏଥିପାଇଁ କୃପା କରି ଏହି ଷ୍ଟଣ୍ଟକୁ ନିଜେ ଟ୍ରାଏ କରନ୍ତୁ ନାହିଁ। କାରଣ ଏହା ବହୁତ ଆପଣଙ୍କ ପାଇଁ ବି-ପ-ଦ ଆଣିଦେବ। ଅବଶ୍ୟ ୟୁଟ୍ୟୁବରେ ଏହି ଭିଡିଓ ୩ ମିଲିୟନରୁ ଅଧିକ ଲାଇକ ଏବଂ ୪୪ ହଜାର ୟୁଜର୍ସ ଡିସଲାଇକ କରିଛନ୍ତି।