ଆମ୍ଭେମାନେ ଜାଣିଛେ ଯେ ପ୍ରେମ ଅନ୍ଧ ହୋଇଥାଏ। ପ୍ରେମିକ ଏବଂ ପ୍ରମିକା ପ୍ରେମ ପାଇଁ କିଛି ବି କରିପାରନ୍ତି । କିନ୍ତୁ ଏହା କ’ଣ ? ଏହି ଝିଅ ତ ସବୁ ସୀମା ପାର କରି ନିଜର ର ପ୍ରେମିକ କୁ କୁକୁର ବନେଇ ଦେଲା। ଏବଂ ବେକରେ କୁକୁର ଚେନ ବାନ୍ଧି ସାରା ସହର ବୁଲେଇଲା। ଦୁଇ ଜଣକ ର ଫଟୋ ସୋଶିଆଲ ମିଡିଆ ରେ ବହୁତ ଭାଇରାଲ ହେଉଛି। ନିଜର ପ୍ରେମିକ ସହିତ ଏହି ଝିଅ ମଲ ରୁ ରାସ୍ତା ପର୍ଯ୍ୟନ୍ତ ଛିଡା ହୋଇ ସିଗାରେଟ ଟାଣୁଛି। ଲୋକମାନେ ଏହି ଫଟୋ ରେ ବହୁତ କମେଣ୍ଟ ଦଉଛନ୍ତି। ଆସନ୍ତୁ ଆମେ ଦେଖଉଛୁ ଆପଣଙ୍କୁ ଏହି ନୃସଂଶ ପ୍ରେମିକା ର ଫଟୋ ।
BDSM ର ନାମ ଶୁଣି ପ୍ରଥମେ ଆମକୁ ” ଫିପଟି ଶେଡ୍ସ ଅଫ ଗ୍ରେ “ର କଥା ମନକୁ ଆସିଥାଏ। ଯେଉଁଥିରେ ଦୁଇ ଜଣ ପରସ୍ପର କୁ ଭଲ ପାଉଥିବା ଯୋଡି ଜଣେ ଅନ୍ୟ ଜଣକୁ କଷ୍ଟ ଦେଇଥାଏ। ଏମିତି କିଛି କରିଛି ସେହି ଝିଅ।
ଲାଲ ଚୁଟି ଗୋଟିଏ ହାତରେ ସିଗାରେଟ ଓ ଅନ୍ୟ ହାତରେ କୁକୁର ର ଚେନ ଧରିଛି ଏହି ଝିଅ। ଏହା ଅନ୍ୟ କହାକୁ ନୁହେଁ ନିଜ ପ୍ରେମିକ କୁ ଏପରି ରାସ୍ତା ସାରା ବୁଲାଉଛି। ଏହି ଜୀବନ ଶୈଳି କୁ ବିଡିଏସଏମ ନାମ ରେ ଜଣା ଯାଏ। ଏହି ପ୍ରକାର ର ଲାଇଫ ଷ୍ଟାଇଲି ରେ ଜଣେ ଲୋକ dominate କରିଥାଏ ଏବଂ ଅନ୍ୟ ଜଣେ ତା ଅଧିନରେ ରହିଥାଏ।
ଏହି ଝିଅ ନିଜର ପ୍ରେମିକ ଉପରେ କ୍ରୋଧଭରା ହୋଇ ନିଜର ପ୍ରେମିକ କୁ କୁକୁର ପରି ବନେଇ ଦେଇଛି। କେତେବେଳେ ମଲ ରେ ତାକୁ ଏହି ପରି ବୁଲାଉଛି ତ ଆଉ କେତେବେଳେ ଜନତା ଙ୍କ ସାମ୍ମନା ରେ।
ଏହି ଦୁଇ ଜଣ ଙ୍କର ଫଟୋ ସୋସିଆଲ ମିଡିଆ ରେ ବହୁତ ଭାଇରାଲ ହେଉଛି। କେତେକ ଏହାକୁ ବହୁତ ନିଚ ବା ଖରାପ କହିଛନ୍ତି ଆଉ କେତେକ ଏହି ଫଟୋ କୁ ଟ୍ରୋଲ କରୁଛନ୍ତି।
ଜଣେ ୟୁର୍ଜର ଫଟୋ ଦେଖି କମେଣ୍ଟ ରେ ଲେଖିଲା କି” ଏହି ସମୟ ରେ ମାସ୍କ ପିନ୍ଧିବା ବହୁତ ଜରୁରୀ କିନ୍ତୁ ନିଜର ପ୍ରେମିକ କୁ ଏପରି କୁକୁର ପରି ବୁଲେଇବା ଠିକ୍ ନୁହେଁ। ଏହି କଥାକୁ କେତେକ ୟୁର୍ଜର ବହୁତ ଲଯ୍ୟା ଜନକ କାମ ବୋଲି କହିଛନ୍ତି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।