ଏମଏଚ୩୭୦ ପ୍ଲେନ ର ସ୍ମୃତି ଆଜିବି ଲୋକଙ୍କ ମନରେ ସତେଜ ଥିବ। ମାର୍ଚ୍ଚ ୨୦୧୬ ରେ ଏହି ଜାହାଜ ହଠାତ ପବନରେ ଅଦୃଶ୍ୟ ହୋଇଯାଇଥିଲା। ଜାହାଜରେ ୨୩୯ ଯାତ୍ରୀ ଥିଲେ। ଏହି ଜାହାଜର ସମ୍ପର୍କ ଅଚାନକ ବିଚ୍ଛିନ୍ନ ହୋଇଗଲା। ଏବଂ ପୁଣି କାହାକୁ ବି ଜଣାପଡ଼ିଲା ନାହିଁ ଯେ ଜାହାଜ କୁଆଡେ ଗଲା। ମଲେସିଆନ ଏୟାରଲାଇନସ୍ ର ଏହି ଜାହାଜ ଗତ ୬ ବର୍ଷ ରୁ ରହସ୍ୟ ର ବିଷୟ ହୋଇଛି।
ଏହାର ଇଞ୍ଜିନ ରେ କୌଣସି ଖରାପ ନଥିଲା କି ପାଇଲଟ କୌଣସି ବି ସାହାଯ୍ୟ ମାଗିନଥିଲେ। ହଠାତ ଏହି ଜାହାଜ ଅଦୃଶ୍ୟ ହୋଇଗଲା। କିନ୍ତୁ ଏବେ ଲୋକଙ୍କୁ ଲାଗୁଛି କି ଏହାର ରହସ୍ୟ ଖୋଲିବ। ଜଣେ ବ୍ୟକ୍ତି କୁ ଅଷ୍ଟ୍ରେଲିଆ ର ଵିସଲ୍ୟାଣ୍ଡ ରେ ସମୁଦ୍ର ର କଡ଼ରେ ଗୋଟିଏ ବିମାନ ର ଧ୍ଵଂସବିଶେଷ ମିଳିଛି। ଏହାର ଛବି ଯେମିତି ସାମ୍ନାକୁ ଆସିଛି ଲୋକଙ୍କ ଭରଷା ବଢ଼ି ଯାଇଛି କି ଏ ଅଦୃଶ୍ୟ ହୋଇଥିବା ଜାହାଜ ଏମଏଚ୩୭୦ ର ଧ୍ଵଂସବିଶେଷ।
ଜାହାଜର ଏହି ଧ୍ଵଂସବିଶେଷ ଅଷ୍ଟ୍ରେଲିଆ ର ବିସଲ୍ୟାଣ୍ଡ ର ମଝିରେ ମିଳିଛି। ଏହାକୁ ସେଠି ରହୁଥିବା ମିକ ଏଲକୋଟ ସର୍ବପ୍ରଥମେ ଦେଖିଥିଲା। ପ୍ରଥମେ ତାକୁ ଲାଗିଲା କି ଏ କେଉଁ ସମୁଦ୍ର ଜାହାଜର ଧ୍ଵଂସବିଶେଷ କିନ୍ତୁ ପରେ ତାକୁ ତାହାର ବିଶେଷ ସାମ୍ନାକୁ ଆସିଲା।
ବ୍ୟକ୍ତିକୁ ଜଣା ନାହିଁ କି ଏ ଧ୍ଵଂସବିଶେଷ ସେଠାକୁ କେମିତି ଆସିଲା। କିନ୍ତୁ ଯେମିତି ତାହାର ଛବି ସାମ୍ନାକୁ ଆସିଲା,ଲୋକ ତାକୁ ଅଦୃଶ୍ୟ ହୋଇଥିବା ମଲେସିଆନ ଏୟାରଲାଇନ ଏମଏଚ୩୭୦ ଜାହାଜର କଟିଥିବା ଅଂଶ କହିବାକୁ ଲାଗିଲେ।
କିନ୍ତୁ କେତେ ଏକ୍ସପର୍ଟସ ଏହାର ସମ୍ଭାବନା ରୁ ମନା କରିଛି। କିଛି କହିଲେ କି ମିଳିଥିବା ଧ୍ଵଂସବିଶେଷ ର ରଙ୍ଗ ଓ ଅଦୃଶ୍ୟ ବିମାନର ରଙ୍ଗ ରେ ବହୁତ ଅନ୍ତର ଅଛି।
ଏଲକୋଟ ଏହି ଧ୍ଵଂସବିଶେଷ ର ଛବି ନିଜର ଫେସବୁକ ରେ ସେୟାର କରିଥିଲା, ଯେଉଁଠି କେତେ ଲୋକମାନେ ଏହାକୁ ମାଲେସିଆ ବିମାନ ହିଁ କହିଲେ। ଏହା ମିଳିବାରୁ ଏବେ ଲୋକଙ୍କ ମନରେ ଭରଷା ଜାଗି ଉଠିଛି।
କୁହାଯାଇଛି କି, ମାଲେଶିଆ ବିମାନ ଏମଏଚ୩୭୦ ର ଅଦୃଶ୍ୟ ହେବା ଏବେ ଯେଉଁ ବିମାନର ଘଟଣା ରେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ ହୋଇ ରହିଛି।ଏହି ବିମାନ ନିଜେ ନିଜେ ପବନରେ ଅଦୃଶ୍ୟ ହୋଇଗଲା।
ଏହି ବିମାନ ମାଲେସିଆ ର କୁଆଲାଲମ୍ପୁର ରୁ ବିଜିଂ କୁ ଯାଉଥିଲା। ସେଥିରେ ୨୩୯ ଜଣ ଯାତ୍ରୀ ଥିଲେ। ରାତିରେ ହଠାତ ଏହି ପ୍ଲେନ ର ସମ୍ପର୍କ ତଳୁ କଟିଗଲା ଓ ତାହା ପରେ କିଛି ପତା ମିଳିଲା ନାହିଁ।
୬ ବର୍ଷ ପରେ ଖାଲି ଏହି ପ୍ଲେନ ର ଅଦୃଶ୍ୟ ହେବା କାରଣ ର କଥା ସାମ୍ନାକୁ ଆସିଲା। କାହାର କହିବା କଥା କି ପ୍ଲେନ ହାଇଯାକ ହୋଇଗଲା ଆଉ କିଏ କହିଲା କି ତାକୁ ମାରି ତଳେ ପକାଗଲା। କିଛି ଲୋକ ଙ୍କ କହିବା କଥା କି ପ୍ଲେନ ଟି ଉଡ଼ିବା ପରେ ଫ୍ରେକ ହୋଇଗଲା। ପବନରେ ପ୍ଲେନ ବିଚ୍ଛିନ୍ନ ହୋଇଗଲା ଓ ଛୋଟ ଛୋଟ ଧ୍ଵଂସବିଶେଷ ରେ ପରିଣତ ହୋଇଗଲା ଏହି କାରଣରୁ ଏହାର ସନ୍ଧାନ ମିଳିଲା ନାହିଁ।
ଏହି ପ୍ଲେନକୁ ବିଚ୍ଛିନ୍ନ ହେବା ଅଭିଯାନରେ କେତେ ଦେଶ ଭାଗ ନେଲା। କେତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା କିନ୍ତୁ ପ୍ଲେନ ମିଳିଲା ନାହିଁ। ଅଷ୍ଟ୍ରେଲିଆ ମଧ୍ୟ ଏଥିରେ ସାହାଯ୍ୟ କରିଥିଲା। ଏବେ ଏହି ଦେଶରେ ଏହାର ଧ୍ଵଂସବିଶେଷ ମିଳିବାର ବିଶ୍ୱାସ ଜାଗି ଉଠିଛି।