ଏପରି ଶଶୁରଙ୍କୁ ଧନ୍ୟବାଦ୍ , ଲୁ-ଚି ଲୁ-ଚି ପ୍ରେମ କରୁଥିବା ବୋହୂକୁ ପ୍ରେମିକ ସହ କରାଇଲେ ବାହା , ଆଉ ତାପରେ ଘରୁ …

ଆଜିର ସମୟରେ ପ୍ରେମ ସମସ୍ତଙ୍କୁ ବାୟା କରିଦେଇଛି । ସେ ଛୋଟ ଛୋଟ ପିଲା ହୁଅନ୍ତୁ କି ବିବାହିତ ସ୍ଵାମୀ ସ୍ତ୍ରୀ ମଧ୍ୟ ହୁଅନ୍ତୁ । ଆଜିର ଯୁବକ ଆଉ ଯୁବତୀ ମାନଙ୍କୁ ଛାଡି ଦେବା ପରେ ବିଶେଷ କରି ବିବାହିତ ମାନେ ଏହି ପର-କୀୟା ପ୍ରୀ-ତିରେ ଅଧିକ ଭାବରେ ସଂ-ଶ୍ଲିଷ୍ଟ ରହୁଛନ୍ତି। ଯାହା କି ବର୍ତ୍ତମାନ ସମୟରେ ସମାଜ ଉପରେ କୁପ୍ର-ଭାବ ପକାଉଛି ।

ଏପରି କା-ଣ୍ଡ ଦିନକୁ ଦିନ ବଢିବାକୁ ଲାଗିବା ସହିତ ସମସ୍ତଙ୍କ ମୁଣ୍ଡ ମଧ୍ୟ ତଳକୁ କରିବାରେ ଲାଗିଛି । ଏପରି କାମ ବିଷୟରେ ସମସ୍ତେ ଜାଣିବା ପରେ ବି ଲୋକେ ଏହି କାମ କରିବାକୁ ପଛାଉ ନାହାଁନ୍ତି । ପୁଣିଥରେ ଏପରି ଏକ ଘ-ଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ସେହି ଶଶୁରଙ୍କୁ ଧନ୍ୟବାଦ ଦେବାରେ ଲାଗିବେ ।

ତେବେ ଓଡିଶାରେ ଘଟିଥିବା ଏହି ଘଟ-ଣାଟି କେଉଁ ଅଞ୍ଚଳର କେହି କହି ପାରୁ ନାହାଁନ୍ତି । ବାସ୍ ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଜୋର୍ ସୋରରେ ଭାଇରାଲ୍ ହେବାରେ ଲାଗିଛି । ଆଉ ଲୋକ ମାନେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରିବାରେ ଲାଗିଛନ୍ତି । ସମସ୍ତେ ଭିନ୍ନ ଭିନ୍ନ କ-ମେଣ୍ଟ ଦେବା ସହିତ ଶଶୁରଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ।

ତେବେ ଭାଇରାଲ ହୋଇଥିବା ଭିଡ଼ିଓରେ ଆପଣ ଜଣେ ବୋହୂ ଆଉ ତାଙ୍କ ପ୍ରେମୀକଙ୍କୁ ଶଶୁର ଗା-ଳି କରିବାର ଦେଖିବା ପାଇଁ ମିଳୁଛି । ଶଶୁର ଜଣଙ୍କୁ ନିଜ ବୋହୂଙ୍କୁ ଗା-ଳି ଦେବା ସହିତ ଆଖ ପାଖରେ ଉପସ୍ଥିତ ରହିଥିବା ମହିଳା ମାନେ ମଧ୍ୟ ବୋହୂକୁ ବହୁତ ଗା-ଳି କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ପ୍ରକୃତ ଘ-ଟଣା ବିଷୟରେ ଜଣା ପଡି ନାହିଁ ।

ଏହାପରେ ଜାଣିବାକୁ ମିଳୁଛି କି , ବିବାହିତ ବୋହୂ ଜଣକ ବିବାହ ପରେ ମଧ୍ୟ ପ୍ରେମରେ ପଡ଼ି ଯାଇଥିଲେ । ଆଉ ଯାହା ପରେ ସେ ନିଜକୁ ଅଟକାଇ ପାରୁ ନଥିଲେ । କେବେ କେବେ ସେ ନିଜ ପ୍ରେମୀକଙ୍କୁ ଦେଖା କରିବା ପାଇଁ ଘରୁ ଲୁ-ଚି ପଳାଉ ଥିଲେ ତ ଆଉ କେବେ ପୁଣି ଘରକୁ ଲୁ-ଚି ଲୁ-ଚି ନିଜ ପ୍ରେମିକଙ୍କୁ ଡ଼ାକି ଦେଉଥିଲେ । ଆଉ ଏହାପରେ ଦୁହେଁ ପୁରାପୁରି ଲୀନ ହୋଇ ଯାଉଥିଲେ ।

ଦୁହେଁ ପରସ୍ପର ସହିତ ଶାରୀ-ରିକ ସ-ମ୍ପର୍କ ରଖିବା ପରେ ପ୍ରେମିକ ଘରୁ ପଳାଇ ଯାଉଥିଲେ । ତେବେ ଏହା ନୀତି ଦିନିଆ ଚାଲିଥିଲା କିନ୍ତୁ ଶେଷରେ ଚୋ-ର ଧରା ପଡ଼ି ଯାଇଥିଲେ । ଦିନେ ଅଧା ରାତିରେ ବୋହୂର ରୁମରେ ଶଶୁର ସେହି ପ୍ରେମିକଙ୍କୁ ଧରି ପକାଇ ଥିଲେ ଆଉ ତାପରେ ତାଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥିଲେ ।

ତାଙ୍କୁ ପଚାରିଥିଲେ ସେ ତାଙ୍କ ବୋହୂଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି , ଯାହା ପରେ ପ୍ରେମିକ ଜଣକ ସବୁ ସତ କଥା ଖୋଲି ଖୋଲି କହି ଦେଇଥିଲେ । ତେବେ ଏହାପରେ ଶଶୁର ନିଜ ବୋହୂ ପାଇଁ ଏପରି କିଛି କରିଥିଲେ , ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବୋହୂକୁ ନିଜ ପ୍ରେମିକ ସହିତ କରାଇ ଦେଇଥିଲେ ବିବାହ ।

ଆଉ ଘରୁ ଧ-କ୍କା ମା-ରି ମା-ରି କାରରେ ନେଇ ବସାଇ ଦେଇଥିଲେ । କେବଳ ଏତିକି ନୁହେଁ , ବୋହୂ ସହିତ ପ୍ରେମିକକୁ ମଧ୍ୟ ଧ-କ୍କା ଦେଇ ବାହାର କରି ଦେଇଥିଲେ । ଯାହା ପରେ ସେଠାରେ ଉପସ୍ଥିତ ରହିଥିବା ସମସ୍ତ ଲୋକ ମାନେ ଶଶୁରଙ୍କର ଅନେକ ତାରିଫ କରିଥିଲେ ଆଉ ସୋସିଆଲ ମିଡିଆରେ ଲୋକ ମାନେ ମଧ୍ୟ ଶଶୁରଙ୍କର ଲୋକେ ଅନେକ ତାରିଫ କରିଥିଲେ ।

Leave a Reply

Your email address will not be published. Required fields are marked *