ଜୀବନର ସବୁ ସମସ୍ୟାର ସମାଧାନ ହଳଦି ଅଟେ, ଜାଣନ୍ତୁ ଏଥିରେ ଜଡିତ ଥିବା ଚମତକାରୀ ଜ୍ୟୋତିଷ ଉପାୟ

କ’ଣ ଆପଣ ଜାଣିଛନ୍ତି କି ଜ୍ୟୋତିଷ ଶାସ୍ତ୍ରରେ ହଳଦିର କେତେ ମହତ୍ବ ରହିଛି। କୁହାଯାଏ କି ହଳଦି କେବଳ ଏକ masala ନୁହେଁ ବଂର ଘର ସମ୍ଭଧିତ କୌଣସି ବି ସମସ୍ୟା ହେଉ ଅବା କୌଣସି ଆର୍ଥିକ ସମସ୍ୟା , ବହୁତ ଗୁଣକାରୀ ହଳଦି ଆପଣଙ୍କ ସବୁ ସମସ୍ୟା ଦୂର କରିପାରିବ।

ହଳଦି ଭାରତୀୟ ରୋଷେଇ ଘରେ ସମସ୍ତ ଙ୍କର ରହିଥାଏ। ଏହାର ବିନା ଖାଦ୍ୟ ପୁରା ହୋଇ ନଥାଏ। ଖାଦ୍ୟ ର ରଙ୍ଗ ବଢେଇବା ସହିତ ଖାଦ୍ୟ ର ମଧ୍ୟ ସ୍ବାଦ ବଢାଇ ଥାଏ। ଏମିିତି ଦେଖିବାକୁ ଗଲେ ହଳଦି ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। କିନ୍ତୁ ଆପଣ ଜାଣିଛନ୍ତି କି ହଳଦି ର ଜ୍ୟୋତିଷ ଶାସ୍ତ୍ର ରେ କେତେ ମହତ୍ବ ରହିଛି?

କୁହନ୍ତି କି ହଳଦି କେବଳ ଏକ ମସଲା ନୁହେଁ ବଂର ଗୃହ ର ସମ୍ଭଧିତ କୌଣସି ସମସ୍ୟା ହେଉ ବା କୌଣସି ଆର୍ଥିକ ସମସ୍ୟା , ବହୁତ ଗୁଣକାରୀ ହଳଦି ଆପଣଙ୍କ ସବୁ ସମସ୍ୟା ଦୂର କରିପାରିବ। ଆମର ଏହି ରିର୍ପୋଟ ରେ ଆମେ ହଳଦି ସହିତ କିଛି ଜଡିତ ବିଶେଷ କଥା ବିଷୟରେ କହିବୁ।

ହଳଦି ସହିତ ଜଡିତ ଜ୍ୟୋତିଷୟ ଉପାୟ:

୧. ପ୍ରତ୍ୟକ ଗୁରୁବାରକୁ ହଳଦିପାଣି କରି ଘରେ ନିୟମିତ ଭାବେ ଛିଞ୍ଚିବା ଆବଶ୍ୟକ। ଏହା କରିବା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ସକାରତ୍ମକ ଉର୍ଜାର ମଧ୍ୟ ବାସ ହୋଇଥାଏ। ୨. ଯଦି କୌଣସି ଜରୁରୀ କାର୍ଯ୍ୟରେ ଘରୁ ବାହାରୁଛନ୍ତି ତେବେ ହଳଦିର ତିଲକ ଲଗେଇ ଯିବା ବହୁତ ଶୁଭ ମନା ଯାଇଥାଏ। କାରଣ ଏମିତି କରିବା ଦ୍ବାରା ସବୁ କାର୍ଯ୍ୟ ସିଦ୍ଧ ହୋଇଥାଏ। ୩. ଯଦି କିଏ ମାନସିକ ସ୍ତରରେ ଚିନ୍ତିତ ଅଛନ୍ତି କିମ୍ବା କୌଣସି ସମସ୍ୟାର ସାମ୍ମନା କରୁଛନ୍ତି ତେବେ ସେ ପ୍ରତ୍ୟକ ଦିନ ହଳଦି ପାଣିରେ ଗାଧୋଇ ବାକୁ କୁହାଯାଇଛି। କୁହାଯାଏ କି ଏଥିରେ ମନୁଷ୍ୟ ଶକ୍ତିଶାଳୀ ଅନୁଭୂତ ହୋଇଥାଏ ଏବଂ ସବୁ ଖରାପ ଭାବନାରୁ ଦୂରେଇ ରହିଥାଏ।

୪. ଘର ର ଚାରି ପାଖରେ ହଳଦି ର ରେଖା ଟାଣି ରଖିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବହୁତ ଶୁଭ ହୋଇଥାଏ। କୁହାଯାଏ କି ଏମିତି କରିବା ଦ୍ବାରା ଘରେ ନାକାରତ୍ମକ ଶକ୍ତି ର ଉର୍ଜା ର ପ୍ରବେଶ ହୋଇ ନଥାଏ ଏବଂ ଘରେ ଥିବା ସକାରତ୍ମକ ଉର୍ଜା ରହିଥାଏ। ୫. ଯଦି ଆପଣଙ୍କ ଗ୍ରହ ରେ ବୃହଷ୍ପତି ଗ୍ରହ କମଜୋର ସ୍ତିତି ରେ ଅଛନ୍ତି ଏବଂ ଆପଣ ତାକୁ ମଜବୁତ ବନେଇବା କୁ ଚାହୁଁଛନ୍ତି ତେବେ ପ୍ରତ୍ୟକ ଦିନ ପୂଜା କରୁଥିବା ସମୟ ରେ ହାତ କିମ୍ବା ବେକରେ ହଳଦି ର ଟୀକା ଲଗାନ୍ତୁ । ଏଥିରେ କେବଳ ବୃହଷ୍ପତି ଗ୍ରହ ମଜବୁତ ହୋଇ ନ ଥାଏ ଏହା ସହିତ କଥା ମଧ୍ୟ ମଜବୁତ ହୋଇଥାଏ।

୬. ହଳଦିର ଉପଯୋଗ କେବଳ ଶୁଭ ନୁହେଁ ବଂର ହଳଦି ଦାନ କରିବା ମଧ୍ୟ ବହୁତ ଶୁଭ ହୋଇଥାଏ। କୁହାଯାଏ କି ହଳଦି ଦାନ କରିବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭ ଦାୟକ ଅଟେ। ୭. ଖରାପ ସ୍ବପ୍ନ ଦେଖୁଥିଲେ ହଳଦିର ଗଣ୍ଠି କରି ନିଜର ଶେଜ ତଳେ ରଖି ଶୁଅନ୍ତୁ ଯାହା ଦ୍ବାରା ଖରାପ ସ୍ବପ୍ନ ଆସି ନଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *