ପୁଅ ମା-ରିଲା ବାପା ମାଙ୍କୁ ,ଭାଇ ମା-ରିଲା ଭଉଣୀକୁ।

ସେଦିନର ସେ କାଳ ରାତି ମନେ ପଡିଲେ ଆଜିବି ଭ-ୟରେ ଲୋକଙ୍କ ଛାତି ଥରି ଉଠୁଛି। ସେଦିନର ସେ ବିଭ-ତ୍ସ ହ-ତ୍ୟାକା-ଣ୍ଡ ମନେ ପଡିଲେ ଆଜିବି ଅଞ୍ଚଳ ବାସୀଙ୍କ ଲୋମ ଟା-ଙ୍କୁରି ଉଠୁଛି। ଜଣେ ମଣିଷ ଏକା ସାଥିରେ ହ-ତ୍ୟା କରିଥିଲା ତିନି ଜଣଙ୍କର। ଏହା ଆମେ କହୁନୁ ସାରା ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ହେଉଛି। ସାରା ଅଂଚଳରେ ଘ-ଟଣା ଥମି ବାର ନାଁ ନେଉନି।

ଆଉ ଅଞ୍ଚଳବାସୀ କହୁଛନ୍ତି କି କୁଆଡେ ପୁଅ ନିଜେ ବାପା ମା ଭଉଣୀକୁ ହ-ତ୍ୟା କରିବା ପରେ ନିଜେ ମଧ୍ୟ ଆ-ତ୍ମହ-ତ୍ୟା କରିଛି।ହେଲେ କିନ୍ତୁ ଦିନ ଯେତେ ଗଡୁଛି ସେହି ଭ-ୟଙ୍କର କାଳ ରାତିର ବି-ଭତ୍ସ ହ-ତ୍ୟାକା-ଣ୍ଡ ଘଟ-ଣାର କାରଣ ଖୋଜୁଛି ପୋ-ଲିସ। ପୁଅ ବାପା ମା ଭଉଣୀଙ୍କୁ ହ-ତ୍ୟା କରି ନିଜେ ଆ-ତ୍ମହ-ତ୍ୟା କରିଥିବା ଲୋକେ ଆଲୋଚନା କରୁଥିଲେ ବି ପୋ-ଲିସ କିନ୍ତୁ ଘଟ-ଣାର ଛାନ ଭିନ କରୁଛି।

ଏହି ଘଟ-ଣାକୁ ନେଇ ଯେତିକି ଚର୍ଚ୍ଚା ଯେତିକି ଆଲୋଚନା ହେଉଛି ହେଲେ ପ୍ରକୃତ ଘ-ଟଣା କଣ ତାହା ଏବେ ମଧ୍ୟ ରହ-ସ୍ୟ ଭିତରେ। କାରଣ ସେ ଦିନ କାଳ ରାତିରେ ଗୋଟେ ପରିବାରର ଜଣଙ୍କ ପରେ ଜଣେ ଯେତେବେଳେ ଆଖି ବୁଝି ଦେଇଥିଲେ ସେତେବେଳେ ନା କେହି ଦେଖିଥିଲେ ନା କେହି ଜାଣିଥିଲେ ନା ହିଁ ସେଠାରେ କେହି ଉପସ୍ଥିତ ଥିଲେ।

ନା ସେହି ଘଟ-ଣାର କେହି ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି ନା ସେହି ଘଟଣାର ଅଛି କିଛି ପ୍ରମାଣ । ସମସ୍ତଙ୍କ ମୁହଁରେ ଗୋଟିଏ କଥା କିପରି ହେଲା ଏହି ହ-ତ୍ୟାକା-ଣ୍ଡ କିପରି କିଏ ଭିଆଇଲା ଏମିତି ଜଘ-ନ୍ୟ କା-ଣ୍ଡ। ଏବେ ଲୋକେ ଅନ୍ଧାରରେ ବାଡ଼ି ବୁଲାଇଲା ଭଳି ଅନେକ କଥା ଆଲୋଚନା କରୁଥିବା ବେଳେ ପୋ-ଲିସ ତ-ଦନ୍ତ ଜାରି ରଖି ଘଟ-ଣାର ରହ-ସ୍ୟ ଖୋଲିବା ପାଇଁ ଚେଷ୍ଟା ଜାରି ରଖିଛି।

ଗୋଟେ ପରିବାରର ଯେତେବେଳେ ଚାରି ଜଣ ଆରପାରିକୁ ଚାଲିଯାଇଛନ୍ତି ସେତେବେଳେ ଏହି ଘଟ-ଣାକୁ ଗୁରୁ-ତର ସହ ନେଇ ପୋ-ଲିସ ହ-ତ୍ୟା ମାମ-ଲା ରୁ-ଜ୍ଜୁ କରିଛି। ଆଉ କୁଆଡେ ପୋ-ଲିସ ବି ମଧ୍ୟ ସେହି ସମାନ କଥା ଅନୁମାନ କରୁଛି କି ବାପା ମା ଭଉଣୀକୁ ହ-ତ୍ୟା କରି ସାରିବା ପରେ ପୁଅ ଆ-ତ୍ମହ-ତ୍ୟା କରିଛି। ବନ୍ଧୁଗଣ ଏହିଭଳି ବି-ଭତ୍ସ ଘ-ଟଣା ଘଟିଛି ବରଗଡ଼ ଜିଲ୍ଲା ଜାଣ୍ଡୁଲ ଗ୍ରାମରେ।

ଏହି ଗ୍ରାମର ବାସିନ୍ଦା ଅଟନ୍ତି ବୁଣାକାର ମେହେର ପରିବାର। ତେବେ ପରିବାରରେ ସବୁକିଛି ଠିକ ଠାକ ଚାଲିଥିବା ବେଳେ ସାନ ଝିଅ ସିବାନିଙ୍କର ନିକଟରେ ବିବାହ ମଧ୍ୟ ସ୍ଥିର ହୋଇଥିଲା। ଘରେ ଝିଅ ବାହା ହେବ ପରିବାର ସାଥିରେ ଆଉ ଏକ ନୂଆ ମେମ୍ଵର ସାମିଲ ହେବେ ଏ କଥା ଭାବି ଖୁସିରେ ପାଗେଳି ହୋଇ ଯାଉଥିଲେ ବାପା ମା। ଝିଅ ମଧ୍ୟ ନିଜ ଜୀବନ ସାଥିକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲା।

ଦୀପାବଳି ଦିନ ଝିଅ ସିବାନିଙ୍କୁ ପୁଅ ଘର ଲୋକେ ଦେଖିବାକୁ ଆସିଥିଲେ। ହେଲେ ଭାଗ୍ୟର ବିଡମ୍ବନା ସିବାନୀ ବୋହୁ ସାଜି ଶାଶୁ ଘର ଯିବା ପୂର୍ବରୁ ତାଙ୍କ ଶ-ବ ଗଲା ମଶା-ଣୀକୁ। କେବଳ ସେ ଏକା ନୁହନ୍ତି ଏକା ସାଥିରେ ବାପା ମା ଭାଇ ଆଉ ମାଙ୍କ ଜୁଇ ଜ-ଳିଲା ଗାଁ ମଶା-ଣିରେ। ଆଉ ଗାଁରେ ଏ ଖବର ପ୍ରସାରିତ ହେବା ପରେ ଗ୍ରାମରେ ଖେଳିଗଲା ଦୁଃ-ଖର କଳା ବାଦଲ।

ଗାଁ ମଶା-ଣିରେ ଯେତେବେଳେ ଗୋଟେ ପରିବାରର ଚାରି ଜଣଙ୍କ ଜୁ-ଇ ଜ-ଳୁଥିଲା ସେମାନଙ୍କ ଶ-ତ୍ରୁ ଆଖିରୁ ବି ଲୁହ ପଳି ଆସୁଥିଲା। ଆଉ ସମସ୍ତେ କହୁଥିଲେ କଣ ଘଟିଗଲା। ତେବେ ଏହି ଘଟ-ଣା ଘ-ଟିବା ପରେ ପୋ-ଲିସ ଏହି ଘଟ-ଣାର ତ-ଦନ୍ତ କରୁଛି। ଓ ଘଟ-ଣା ଉପରୁ ପରଦା ହଟାଇବା ପାଇଁ ଛାନଭିନ ଜାରି ରଖିଛି। ତେବେ ଯେତେବେଳେ ପୋଲି-ସର ତ-ଦନ୍ତ ଶେଷ ହେବ ସେତେବେଳେ ପ୍ରକୃତ ଘଟ-ଣା ସାମ୍ନାକୁ ଆସିବ ବୋଲି ଲୋକେ କହୁଛନ୍ତି।

Leave a Reply

Your email address will not be published. Required fields are marked *