ସାମ୍ନାକୁ ଆସିଲା ରସିକିଆ ଡାକ୍ତର ଦିବ୍ୟରଞ୍ଜନର ଅସଲ ଚେହେରା । ଧରା ପଡ଼ିପାରେ ଡାକ୍ତର ଶୁଭସ୍ମିତା କରଙ୍କର ହ-ତ୍ୟା କାରଣ

ରାଜଧାନୀରେ ଡାକ୍ତର ଶୁଭସ୍ମିତା କରଙ୍କର ମୃ-ତ୍ୟୁ ମାମ-ଲା ପରେ ସବୁଠି ହଇଚଇ ସୃଷ୍ଟି ହୋଇଛି । ଅନ୍ୟର ଜୀବନ ବଞ୍ଚାଉ ଥିବା ଡାକ୍ତରର ଜୀବନ ମଧ୍ୟ ଆଜିକାଲି ସୁରକ୍ଷିତ ନାହିଁ । ତେଣୁ ବର୍ତ୍ତମାନ ଏହି ମା-ମଲା ଉପରେ ପୋ-ଲିସ ତ-ଦନ୍ତ କରୁଛି । ତେବେ ବର୍ତ୍ତମାନ ଡାକ୍ତର ଶୁଭସ୍ମିତାଙ୍କୁ ନେଇ ଆଉ କିଛି ନୂତନ ତଥ୍ୟ ସାମ୍ନାକୁ ଆସିଛି । ଶୁଭସ୍ମିତାଙ୍କର କୁଆଡ଼େ ଜଣେ ବୟଫ୍ରେଣ୍ଡ ଅଛନ୍ତି । ତେବେ ସେ ମଧ୍ୟ ଜଣେ ଡାକ୍ତର । ଆଉ ତାଙ୍କ ନାମରେ ଯାହା ସବୁ ସୂଚନା ଶୁଣିବାକୁ ମିଳିଛି , ତାହା ଜାଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ ।

ପାଠପଢ଼ା ପରେ ଶୁଭସ୍ମିତା ଡାକ୍ତରୀ ଚାକିରୀ ପାଇଲେ । ଆଉ ଏପଟେ ଦିବ୍ୟରଞ୍ଜନ ମଧ୍ୟ ଡାକ୍ତର ହେଲେ । ଆଉ ତାପରେ ଉଭୟଙ୍କର ଡାକ୍ତରୀ ଚାକିରୀ ହେଲା । ମୋଟା ଅଙ୍କର ଦରମା ଏବଂ ସରକାରୀ କ୍ୱାର୍ଟର ପାଇବା ପରେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଗଲେ । ଡାକ୍ତର ଶୁଭସ୍ମିତା କର ଏବଂ ତାଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ ମାଝୀ ଉଭୟେ ପରସ୍ପରକୁ ପ୍ରେମ କରୁଥିଲେ ବୋଲି ବର୍ତ୍ତମାନ ସମୟରେ ସୂଚନା ମିଳିଛି । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଉଭୟେ ପ୍ରେମ ସମ୍ପ-ର୍କରେ ରହିବା ପରେ ସମ୍ପ-ର୍କରେ ଫାଟ ସୃଷ୍ଟି ହୋଇଥିଲା ।

ପ୍ରେମ ପରେ ପରେ ପ୍ରତା-ରଣା ଦେଖା ଦେଇଥିଲା । ସେହି ପ୍ରେମ କିଛିଦିନ ପରେ ଧୋ-କାରେ ପରିଣତ ହୋଇଗଲା । ଦିବ୍ୟରଞ୍ଜନ କୁଆଡ଼େ ଶୁଭସ୍ମିତାଙ୍କୁ ଧୋ-କା ଦେଇ ଛାଡ଼ି ଦେଇଥିଲେ । ଯାହା ବର୍ତ୍ତମାନ ସମୟରେ ଜାଣିବାକୁ ମିଳିଛି । ଏହା ବ୍ୟତୀତ ବର୍ତ୍ତମାନ ସମୟରେ ଏକ ଏକ ସୂଚନା ମିଳିଛି ଯେ କୁଆଡ଼େ ଶୁଭସ୍ମିତାଙ୍କୁ ଧୋ-କା ଦେବା ପରେ ଶୁଭସ୍ମିତା ଥାନାର ଦ୍ୱାରସ୍ଥ ହୋଇଥିଲେ । ଡାକ୍ତର ଶୁଭସ୍ମିତା କରଙ୍କର ଏକ ଡାନ୍ସ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଏକାଧିକ ଲୋକ ମିଶି ନାଚୁ ଥିବାର ଦେଖା ଯାଇଛି । ଏହାସହିତ ଡାକ୍ତର ଦିବ୍ୟରଞ୍ଜନଙ୍କର କିଛି ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି ।

ଡାକ୍ତର ଶୁଭଶ୍ରୀ କର ନିଜର ଏକ୍ସ ବୟଫ୍ରେଣ୍ଡ ଦିବ୍ୟରଞ୍ଜନକୁ ଭୁଲିବା ପାଇଁ ନାଚ ଗୀତରେ ମାତିଥିଲେ । କିନ୍ତୁ ଦିବ୍ୟରଞ୍ଜନ ଜଣେ ନୁହେଁ ବରଂ ଏକାଧିକ ଯୁବତୀଙ୍କ ସହ ପ୍ରେମ ସ-ମ୍ପର୍କ ରଖିଥିଲେ । ପ୍ରେମ ପ୍ରତା-ରଣା ମଧ୍ୟରେ ଛନ୍ଦି ହୋଇ ଯାଇଥିଲେ ଶୁଭସ୍ମିତା କର । ଭିଡ଼ିଓରେ ଦିବ୍ୟରଞ୍ଜନ ନିଜ ଜୀବନର ପ୍ରତିଟି ମୁହୂର୍ତ୍ତକୁ , ଏମିତିକି କେଉଁଠି ରହୁଛନ୍ତି , କେଉଁଠି ଖାଉଛନ୍ତି ସବୁକିଛି ଭିଡ଼ିଓ ମାଧ୍ୟମରେ ଜଣାଉଛନ୍ତି । ତେଣୁ ବର୍ତ୍ତମାନ ଶୁଭସ୍ମିତା କରଙ୍କ ମୃ-ତ୍ୟୁ ପରେ ଡାକ୍ତର ଦିବ୍ୟରଞ୍ଜନଙ୍କ ପ୍ରତା-ରଣା ସାମ୍ନାକୁ ଆସିଛି । ଆଉ ଆଶା କରାଯାଉଛି ଯେ ବହୁତ ଜଲଦି ପୋ-ଲିସ ଏହାକୁ ନେଇ ଦିବ୍ୟରଞ୍ଜନଙ୍କୁ ଜେ-ରା କରିବ ।

Leave a Reply

Your email address will not be published. Required fields are marked *